Prime Minister pays homage to Mahatma Phule in Parliament Complex

April 11th, 11:48 am

On the occasion of the birth anniversary of Mahatma Jyotirao Phule, PM Modi paid homage to him. The PM said that Mahatma Phule’s ideals continue to give strength and hope to countless people.

ମନ କି ବାତ ,ଡିସେମ୍ବର 2023

December 31st, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍‌’, ହେଉଛି ଆପଣମାନଙ୍କ ସହ ଭେଟିବାର ଗୋଟିଏ ଶୁଭ ଅବସର । ନିଜ ପରିବାରଜନଙ୍କ ସହିତ ସାକ୍ଷାତ ହେଲେ ତାହା କେତେ ସୁଖକର ହୋଇଥାଏ, କେତେ ସନ୍ତୋଷପ୍ରଦ ହୋଇଥାଏ, ‘ମନ୍ କି ବାତ୍‌’ ମାଧ୍ୟମରେ ଆପଣମାନଙ୍କୁ ଭେଟି ମୁଁ ଏହା ଅନୁଭବ କରିଆସିଛି । ଆଉ ଆଜି ଆମର ଏହି ମିଳିତ ଯାତ୍ରାର ଏହା ୧୦୮ତମ ଅଧ୍ୟାୟ । ଆମମାନଙ୍କ ପାଇଁ ୧୦୮ ସଂଖ୍ୟାର ଗୁରୁତ୍ୱ, ଏହାର ପବିତ୍ରତା ଗୋଟିଏ ଗହନ ଅଧ୍ୟୟନର ବିଷୟ । ଜପାମାଳିରେ ୧୦୮ଟି ମାଳି, ୧୦୮ ଥର ଜପ, ୧୦୮ଟି ଦିବ୍ୟ କ୍ଷେତ୍ର, ମନ୍ଦିରମାନଙ୍କରେ ୧୦୮ଟି ପାହାଚ, ୧୦୮ ଘଣ୍ଟି, ୧୦୮ ସଂଖ୍ୟାଟି ଅସୀମ ବିଶ୍ୱାସ ସହ ଜଡ଼ିତ । ସେଥିପାଇଁ ‘ମନ୍ କି ବାତ୍‌’ର ୧୦୮ତମ ଅଧ୍ୟାୟ ମୋ ପାଇଁ ବିଶେଷ ଗୁରତ୍ୱପୂର୍ଣ୍ଣ ହୋଇପଡ଼ିଛି । ଏହି ୧୦୮ଟି ଅଧ୍ୟାୟରେ ଆମେ ଜନସହଭାଗୀତାର କେତେ ଉଦାହରଣ ଦେଖିଲୁ, ସେମାନଙ୍କ ଠାରୁ ପ୍ରେରଣା ଲାଭ କଲୁ । ଏହି ସୋପାନରେ ପହଂଚିବା ପରେ ଆମକୁ ନୂଆକରି, ନୂତନ ଶକ୍ତି ସହିତ ଏବଂ ଦ୍ରୁତ ଗତିରେ ଆଗକୁ ବଢ଼ିବା ପାଇଁ ସଂକଳ୍ପ ନେବାକୁ ହେବ । ଏହା ମଧ୍ୟ ଗୋଟିଏ ସୁଖକର ସଂଯୋଗ ଯେ, ଆସନ୍ତା କାଲିର ସୂର୍ଯ୍ୟୋଦୟ ୨୦୨୪ର ପ୍ରଥମ ସୂର୍ଯ୍ୟୋଦୟ ହେବ । ଆମ୍ଭେମାନେ ୨୦୨୪ରେ ପ୍ରବେଶ କରିସାରିଥିବା । ଆପଣ ସମସ୍ତଙ୍କୁ ୨୦୨୪ ପାଇଁ ଅନେକ ଅନେକ ଶୁଭକାମନା ।

ସାଂସଦ ସୁନୀତା ଡୁଗଲଙ୍କ ଦ୍ୱାରା ମହାତ୍ମା ଫୁଲେଙ୍କ ଉତ୍ତରାଧିକାରୀଙ୍କ ଉପରେ ଲିଖିତ ପ୍ରବନ୍ଧକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

April 12th, 01:33 pm

ପ୍ରଧାନମନ୍ତ୍ରୀ ଲୋକସଭା ସାଂସଦ ଶ୍ରୀମତୀ ସୁନୀତା ଡୁଗଲଙ୍କ ଏକ ପ୍ରବନ୍ଧକୁ ସେୟାର କରିଛନ୍ତି । ଏହି ଲେଖାଟି ହେଉଛି, ବଞ୍ଚିତ ମହିଳାଙ୍କୁ ସଶକ୍ତିକରଣ କରିବାରେ ମହାତ୍ମା ଫୁଲେଙ୍କ ପ୍ରକୃତ ଉତ୍ତରାଧିକାରୀଙ୍କ ଉପରେ ।

ମହାତ୍ମା ଫୁଲେଙ୍କୁ ଜୟନ୍ତୀ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞଳି

April 11th, 10:23 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଫୁଲେଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞଳି ଅର୍ପଣ କରିଛନ୍ତି ।

PM Narendra Modi pays tribute to Mahatma Phule on his Jayanti

April 11th, 11:20 am



PM pays tributes to Mahatma Phule on his birth anniversary

April 11th, 01:18 am

PM pays tributes to Mahatma Phule on his birth anniversary