ମହାତ୍ମା ଆୟାଙ୍କାଲିଙ୍କର ଜୟନ୍ତୀରେ ତାଙ୍କୁ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

August 28th, 03:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଆୟାଙ୍କାଲିଙ୍କର ଜୟନ୍ତୀ ଅବସରରେ ତାଙ୍କୁ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ ତାଙ୍କୁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣର ଜଣେ ସ୍ଥାୟୀ ପ୍ରତୀକ ଭାବରେ ମନେ ପକାଇଛନ୍ତି । ଶ୍ରୀ ମୋଦୀ ଶିକ୍ଷା ଏବଂ ସମାନତା ପ୍ରତି ମହାତ୍ମା ଆୟାଙ୍କାଲିଙ୍କ ଅଟଳ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି । ତାଙ୍କର ଐତିହ୍ୟ ସମାବେଶୀମୂଳକ ପ୍ରଗତି ଆଡକୁ ଦେଶର ସାମୂହିକ ଯାତ୍ରାକୁ ପ୍ରେରଣା ଦେଇ ଆସୁଛି ।

ମହାତ୍ମା ଅୟଂକାଲୀଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

August 28th, 03:26 pm

ମହାତ୍ମା ଅୟଂକାଲୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ।

PM attends 152nd birth anniversary celebrations of Mahatma Ayyankali at Delhi

September 08th, 06:31 pm

PM attends 152nd birth anniversary celebrations of Mahatma Ayyankali at Delhi

Text of Prime Minister Shri Narendra Modi’s address at the function to mark the 152nd birth anniversary of Mahatma Ayyankali

September 08th, 01:55 pm

Text of Prime Minister Shri Narendra Modi’s address at the function to mark the 152nd birth anniversary of Mahatma Ayyankali