କାଶୀ ଅନ୍ନପୂର୍ଣ୍ଣା ମଠ ମହନ୍ତ ଶ୍ରୀ ରାମେଶ୍ୱର ପୁରୀ ଜୀଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

July 10th, 07:01 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାଶୀ ଅନ୍ନପୂର୍ଣ୍ଣା ମଠ ମହନ୍ତ ଶ୍ରୀ ରାମେଶ୍ୱର ପୁରୀ ଜୀଙ୍କ ଦେହାନ୍ତରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।