ମିଆଁମାର ରାଷ୍ଟ୍ରପତିଙ୍କ ଭାରତକୁ ସରକାରୀ ଗସ୍ତରେ ଭାରତ-ମିଆଁମାର ମିଳିତ ବିବୃତ୍ତି

June 01st, 07:16 pm

ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ମିଆଁମାର ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ୟୁ ମିନ୍ ଅଙ୍ଗ ହ୍ଲାଇଙ୍ଗ ୩୦ ମଇରୁ ୩ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଭାରତକୁ ତାଙ୍କର ପ୍ରଥମ ସରକାରୀ ଗସ୍ତ କରିଥିଲେ ।

ନୂଆଦିଲ୍ଲୀରେ ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

April 30th, 03:55 pm

ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମଠାରେ ଆଜି ଆୟୋଜିତ ବୁଦ୍ଧ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ ।

ନୂଆଦିଲ୍ଲୀରେ ବୁଦ୍ଧ ଜୟନ୍ତୀ ସମାରୋହ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

April 30th, 03:42 pm

ମଞ୍ଚରେ ଉପସ୍ଥିତ ମୋର ସହଯୋଗୀ ଡ଼କ୍ଟର ମହେଶ ଶର୍ମା ମହାଶୟ, ଶ୍ରୀମାନ କିରଣ ରିଜିଜୁ ମହାଶୟ, ଆନ୍ତର୍ଜାତିକ ବୁଦ୍ଧିଷ୍ଟ ଫାଉଣ୍ଡେଶନର ମହାସଚିବ ଡ଼କ୍ଟର ଧମ୍ମପିୟେ ମହାଶୟ, ସମଗ୍ର ଦେଶରୁ ଆସିଥିବା ସମସ୍ତ ଶ୍ରଦ୍ଧାଳୁଗଣ, ଭଦ୍ର ମହିଳା ଓ ସୁଧିମଣ୍ଡଳୀ ।

Sabka Saath, Sabka Vikaas: In Pictures

December 31st, 05:39 pm



PM to visit Bodh Gaya on 5th September, 2015

September 04th, 06:50 pm