ମହାନବମୀରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

October 01st, 09:26 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାନବମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମହା ନବମୀ ଅବସରରେ ମା ସିଦ୍ଧିଦାତ୍ରୀଙ୍କୁ ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ

October 04th, 10:56 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀ ସମୟରେ ମହା ନବମୀ ଅବସରରେ ମା ସିଦ୍ଧିଦାତ୍ରୀଙ୍କୁ ପ୍ରାର୍ଥନା କରିଛନ୍ତି ଏବଂ ସମସ୍ତଙ୍କ ଜୀବନରେ ସଫଳତା ପାଇଁ ଆଶୀର୍ବାଦ ଲୋଡିଛନ୍ତି । ଶ୍ରୀ ମୋଦୀ ମଧ୍ୟ ମା ସିଦ୍ଧିଦାତ୍ରୀଙ୍କ ପ୍ରାର୍ଥନା (ସ୍ତୁତି) ସେୟାର କରିଛନ୍ତି ।