Prime Minister shares Sanskrit Subhashitam, seeks blessings of Maa Kaalratri

March 25th, 09:00 am

PM Modi sought the blessings of Maa Kaalratri and prayed that her grace enriches everyone’s life with courage, resolve and success. The PM said that the worship of the Goddess instils renewed self-confidence among devotees and fills everyone with a new sense of energy.

ନବରାତ୍ରୀର ମହା ସପ୍ତମୀ ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

October 02nd, 09:19 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀର ମହା ସପ୍ତମୀର ଶୁଭ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ ତାଙ୍କର ସମସ୍ତ ଭକ୍ତଙ୍କ ପାଇଁ ମା କାଳରାତ୍ରୀଙ୍କ ଆଶୀର୍ବାଦ ଲୋଡିଛନ୍ତି ଏବଂ ମା କାଳରାତ୍ରୀଙ୍କ ପ୍ରାର୍ଥନା (ସ୍ତୁତି) ମଧ୍ୟ ସେୟାର କରିଛନ୍ତି ।

ନବରାତ୍ରୀ ଅବସରରେ ମା କାଳରାତ୍ରୀଙ୍କୁ ପ୍ରାର୍ଥନା ଜଣାଇଲେ

October 12th, 09:24 am

ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମା କାଳରାତ୍ରୀଙ୍କୁ ପ୍ରାର୍ଥନା ଜଣାଇବା ସହ ସମସ୍ତଙ୍କ ପାଇଁ ଆଶୀର୍ବାଦ କାମନା କରିଛନ୍ତି ।