ମା' ଅମ୍ବେଙ୍କୁ ପୂଜା କରିବାର ଦିବ୍ୟ ପରିବେଶ ଏବଂ ଆଧ୍ୟାତ୍ମିକ ଆନନ୍ଦ ବିଷୟରେ ପ୍ରଧାନମନ୍ତ୍ରୀ ମତ ରଖିଛନ୍ତି

March 23rd, 08:50 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମା ଦେବୀଙ୍କ ପୂଜାରୁ ମିଳୁଥିବା ଗଭୀର ଶାନ୍ତି ଏବଂ ଶକ୍ତିର ଭାବନା ଉପରେ ଗୁରୁତ୍ୱାରୋପ କରି ନବରାତ୍ରିର ଆଧ୍ୟାତ୍ମିକ ସାର ଉପରେ ନିଜର ଭାବନା ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ ଦେବୀଙ୍କୁ ସମର୍ପିତ ଏକ ଭକ୍ତି ଭଜନ ମଧ୍ୟ ସେୟାର କରିଛନ୍ତି ।

PM Modi highlights the spiritual essence of Navratri and the divine atmosphere of Maa Ambe’s devotion

March 20th, 09:48 am

Prime Minister Shri Narendra Modi shared his reflections today on the profound spiritual atmosphere of Navratri, highlighting how the devotion to Maa Ambe fills the mind with immense peace and energy. Shri Modi shared a devotional hymn dedicated to Maa Ambe.