ଆମ ମାତୃଭୂମିର ପବିତ୍ର ଐତିହ୍ୟ ଉପରେ ଆଲୋକପାତ କରୁଥିବା ଏବଂ ସାର୍ବଜନୀନ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଥିବା ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
May 21st, 09:04 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରି କହିଛନ୍ତି ଯେ ଆମ ମାତୃଭୂମି ଆଧ୍ୟାତ୍ମିକ ଅଭ୍ୟାସ ଏବଂ ପୂଜା ସହିତ ସାହସ, ଶକ୍ତି ଏବଂ ସାର୍ବଜନୀନ କଲ୍ୟାଣର ପବିତ୍ର ଭୂମି । ଶ୍ରୀ ମୋଦୀ ତାଙ୍କର ଆନ୍ତରିକ କାମନା ବ୍ୟକ୍ତ କରିଥିଲେ ଯେ ମହାନ ଐତିହ୍ୟ ଏବଂ ପ୍ରାଚୀନ ସଂସ୍କୃତିର ଏହି ପବିତ୍ର ଭୂମି ସର୍ବଦା ସମସ୍ତଙ୍କୁ ସୁଖ ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ରଖିବ।ମଇ ୧୦-୧୧ରେ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ
May 09th, 11:19 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୦-୧୧ ମଇ ୨୦୨୬ ତାରିଖରେ ଗୁଜରାଟ ଗସ୍ତ କରିବେ । ସେ ମଇ ୧୦ ବିଳମ୍ବିତ ରାତିରେ ଗୁଜରାଟର ଜାମନଗରଠାରେ ପହଞ୍ଚିବେ । ମଇ ୧୧ ପୂର୍ବାହ୍ନ ପ୍ରାୟ ୧୦ଟା ୧୫ରେ ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିରରେ ସୋମନାଥ ଅମୃତ ମହୋତ୍ସବରେ ଯୋଗ ଦେବେ । ଏହାପରେ ପ୍ରଧାନମନ୍ତ୍ରୀ ଭଦୋଦରାକୁ ଯାତ୍ରା କରିବେ, ଯେଉଁଠାରେ ସେ ସନ୍ଧ୍ୟା ପ୍ରାୟ ୬ଟାରେ ସର୍ଦ୍ଦାରଧାମ ଛାତ୍ରାବାସ ଉଦଘାଟନ କରିବେ । ସେ ଉଭୟ ଅବସରରେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।PM pays tribute to Bharat Ratna Dr. M.G. Ramachandran on his Jayanti
January 17th, 10:17 am
The Prime Minister, Shri Narendra Modi, has paid tributes to the former Chief Minister of Tamil Nadu, Bharat Ratna Dr. M.G. Ramachandran (MGR), on the occasion of his birth anniversary.ଆନ୍ତର୍ଜାତିକ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 03rd, 09:35 am
କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, ଅନ୍ତର୍ଜାତୀୟ କୃଷି ଅର୍ଥନୀତି ସମ୍ମିଳନୀର ସଭାପତି ଡ. ମତିନ କାଇମ୍,ନୀତି ଆୟୋଗର ସଦସ୍ୟ ଶ୍ରୀ ରମେଶ ଜୀ,ଭାରତ ଏବଂ ଅନ୍ୟ ଦେଶର କୃଷି ବୈଜ୍ଞାନିକଗଣ, ଗବେଷଣା ସହ ଜଡ଼ିତ ବିଭିନ୍ନ ବିଶ୍ୱବିଦ୍ୟାଳୟର ଆମର ସହକର୍ମୀ,କୃଷି କ୍ଷେତ୍ର ସହ ଜଡ଼ିତ ବିଶେଷଜ୍ଞ ଏବଂ ଅଂଶୀଦାର, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ,କୃଷି ଅର୍ଥନୀତିଜ୍ଞ ମାନଙ୍କର ୩୨ତମ ଅନ୍ତର୍ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
August 03rd, 09:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଜାତୀୟ କୃଷି ବିଜ୍ଞାନ କେନ୍ଦ୍ର (ଏନଏଏସସି) କମ୍ପ୍ଲେକ୍ସରେ କୃଷି ଅର୍ଥନୀତିଜ୍ଞ ମାନଙ୍କର ୩୨ତମ ଆନ୍ତର୍ଜାତିକ ସମ୍ମିଳନୀ (ଆଇସିଏଇ)କୁ ଉଦଘାଟନ କରିଛନ୍ତି । ଚଳିତ ବର୍ଷ ସମ୍ମିଳନୀର ବିଷୟବସ୍ତୁ ହେଉଛି, ସ୍ଥାୟୀ କୃଷି - ଖାଦ୍ୟ ପ୍ରଣାଳୀ ଦିଗରେ ପରିବର୍ତ୍ତନ’ । ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ସମ୍ବଳ ଅବକ୍ଷୟ, ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଏବଂ ସଂଘର୍ଷ ଭଳି ବୈଶ୍ୱିକ ଆହ୍ୱାନର ସମ୍ମୁଖୀନ ହୋଇ ସ୍ଥାୟୀ କୃଷିର ଜରୁରୀ ଆବଶ୍ୟକତାକୁ ମୁକାବିଲା କରିବା ହେଉଛି ଏହାର ଲକ୍ଷ୍ୟ । ଏହି ସମ୍ମିଳନୀରେ ପ୍ରାୟ ୭୫ଟି ଦେଶର ପ୍ରାୟ ୧୦୦୦ ପ୍ରତିନିଧି ଅଂଶଗ୍ରହଣ କରିଥିଲେ ।