ଝାଡଖଣ୍ଡର ଲାତେହାର ଜିଲ୍ଲାରେ ପାଣିରେ ବୁଡି ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଶୋକ

September 18th, 09:11 pm

ଝାଡଖଣ୍ଡର ଲାତେହାର ଜିଲ୍ଲାରେ ପାଣିରେ ବୁଡି ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।