ଲାଚିତ ଦିବସରେ ଲାଚିତ ବୋରଫୁକନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
November 24th, 11:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଚିତ ଦିବସ ଅବସରରେ, ଲାଚିତ ବୋରଫୁକନଙ୍କୁ ସ୍ମରଣ କରିବା ସହ ତାଙ୍କୁ ସାହସ ଦେଶପ୍ରେମ ଏବଂ ସଚ୍ଚା ନେତୃତ୍ୱର ପ୍ରତୀକ ଭାବରେ ବର୍ଣ୍ଣନା କରିଛନ୍ତି ।BJP’s connection with Delhi goes back to the Jana Sangh days and is built on trust and commitment to the city: PM Modi
September 29th, 08:40 pm
Inaugurating the Delhi BJP’s new office, PM Modi said, “On this auspicious occasion of Navratri, Delhi BJP has received its new office today. It is a moment filled with new dreams and fresh resolutions.” He added, “For us, every BJP office is no less than a shrine, no less than a temple. A BJP office is not merely a building. It is a strong link that connects the Party with the grassroots and with people’s aspirations.”PM Modi inaugurates Delhi BJP’s new office at Deendayal Upadhyaya Marg
September 29th, 05:00 pm
Inaugurating the Delhi BJP’s new office, PM Modi said, “On this auspicious occasion of Navratri, Delhi BJP has received its new office today. It is a moment filled with new dreams and fresh resolutions.” He added, “For us, every BJP office is no less than a shrine, no less than a temple. A BJP office is not merely a building. It is a strong link that connects the Party with the grassroots and with people’s aspirations.”ଲଚିତ ଦିବସରେ ସାହସୀ ଲଚିତ ବୋରଫୁକନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
November 24th, 05:35 pm
ଲଚିତ ଦିବସରେ ଲଚିତ ବୋରଫୁକନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।ନୂଆଦିଲ୍ଲୀ ଠାରେ ଲଛିତ ବରଫୁକନଙ୍କର ୪ଠଠ ତମ ଜୟନ୍ତୀର ବର୍ଷବ୍ୟାପି ଚାଲିବାକୁ ଥିବା ସମାରୋହର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
November 25th, 11:00 am
ଆସାମର ରାଜ୍ୟପାଳ ଶ୍ରୀ ଜଗଦୀଶ ମୁଖୀ ଜୀ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା ଜୀ, କେନ୍ଦ୍ର ମନ୍ତ୍ରି ପରିଷଦର ଅଧ୍ୟକ୍ଷ ଶ୍ରୀମାନ ବିଶ୍ୱଜିତ ଜୀ, ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇ, ତପନ କୁମାର ଗୋଗେଇ ଜୀ, ଆସାମ ସରକାରଙ୍କ ମନ୍ତ୍ରୀ ପୀୟୁଷ ହଜାରିକା ଜୀ, ସାଂସଦ ଗଣ ଏବଂ ଏହି କାର୍ଯ୍ୟକ୍ରମରେ ସାମିଲ ଏବଂ ଦେଶ ବିଦେଶରେ ଆମ ସଂସ୍କୃତି ସହ ଜଡ଼ିତ ସମସ୍ତ ମହାନୁଭବ ।ଲଛିତ ବରଫୁକନଙ୍କ ୪ଠଠତମ ଜୟନ୍ତୀର ବର୍ଷବ୍ୟାପୀ ଉଦଯାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 25th, 10:53 am
ଲଛିତ ବରଫୁକନଙ୍କ ୪ଠଠ ତମ ଜୟନ୍ତୀର ଏକ ବର୍ଷବ୍ୟାପୀ ଉଦଯାପନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (୨୫-୧୧-୨ଠ୨୨) ନୂଆଦିଲ୍ଲୀ ଠାରେ ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ‘ମୋଗଲଙ୍କୁ ପ୍ରତିରୋଧ କରିଥିବା ଆସାମର ବୀର ଲଛିତ ବରଫୁକନଙ୍କ’ ଉପରେ ଆଧାରିତ ପୁସ୍ତକ ଉନ୍ମୋଚନ କରିଛନ୍ତି ।ନଭେମ୍ବର ୨୫ରେ ଲଚିତ ବରଫୁକନଙ୍କ ୪୦୦ତମ ଜୟନ୍ତୀ ଉପଲକ୍ଷେ ବର୍ଷେବ୍ୟାପୀ ଚାଲିଥିବା ସମାରୋହର ଉଦଯାପନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
November 24th, 11:51 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ୨୫ ନଭେମ୍ବର, ୨୦୨୨ରେ ଲଚିତ ବରଫୁକନଙ୍କ ୪୦୦ତମ ଜୟନ୍ତୀ ଉପଲକ୍ଷେ ବର୍ଷେବ୍ୟାପୀ ଚାଲିଥିବା ସମାରୋହର ଉଦଯାପନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ।