ନାଗାଲାଣ୍ଡର ରାଜ୍ୟପାଳ ଥିରୁ ଲା ଗଣେଶନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

August 15th, 08:28 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନାଗାଲାଣ୍ଡର ରାଜ୍ୟପାଳ ଥିରୁଲା ଗଣେଶନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀତାଙ୍କୁ ଜଣେ ସମର୍ପିତ ରାଷ୍ଟ୍ରବାଦୀ ଭାବରେ ପ୍ରଶଂସା କରିଛନ୍ତି, ଯିଏସେବା ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ ।

ପ୍ରଧାନମନ୍ତ୍ରୀ ଶୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ନାଗାଲାଣ୍ଡ ରାଜ୍ୟପାଳ

August 29th, 12:41 pm

ନାଗାଲାଣ୍ଡ ରାଜ୍ୟପାଳ ଶ୍ରୀ ଲା ଗଣେଶନ୍ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।