We must transform our shared geography into shared opportunities: PM Modi at SCO Summit
September 01st, 01:58 pm
PM Modi addressed the 26th SCO Summit, calling for stronger cooperation across three key pillars Security, Connectivity and Opportunity. He emphasised turning shared geography into shared opportunities, strengthening the fight against terrorism, improving connectivity and creating greater opportunities for youth, entrepreneurs and citizens across the SCO region.କିର୍ଗିଜ୍ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ
August 31st, 04:33 pm
୨୦୨୬ ଅଗଷ୍ଟ ୩୧ ତାରିଖରେ ବିଶ୍କେକ୍ଠାରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କିର୍ଗିଜ୍ ରିପବ୍ଲିକର ରାଷ୍ଟ୍ରପତି ମହାମହିମ ଶ୍ରୀ ସାଦିର ଜାପାରୋଭଙ୍କୁ ସାକ୍ଷାତ କରିଛନ୍ତି।ଆର୍ମେନିଆ ଗଣରାଜ୍ୟର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
August 31st, 03:57 pm
କିର୍ଗିଜ୍ ରିପବ୍ଲିକର ବିଶ୍କେକ୍ଠାରେ ଆୟୋଜିତ ୨୬ତମ ଏସ୍ସିଓ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଆର୍ମେନିଆ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ନିକୋଲ ପାଶିନ୍ୟାନ୍ ସାକ୍ଷାତ କରିଛନ୍ତି। ଚଳିତ ବର୍ଷ ଜୁନ୍ ମାସରେ ଆର୍ମେନିଆରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ପାଶିନ୍ୟାନ୍ ପୁନର୍ବାର ପଦଭାର ଗ୍ରହଣ କରିବା ପରଠାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏହା ତାଙ୍କର ପ୍ରଥମ ସାକ୍ଷାତ ଥିଲା।PM Modi arrives in Bishkek
August 30th, 10:05 pm
PM Modi arrived in Bishkek, Kyrgyz Republic, where he was warmly welcomed by Adylbek Kasymaliev, Chairman of the Cabinet of Ministers of the Kyrgyz Republic.ଉଜବେକିସ୍ତାନ ଓ କିର୍ଗିଜ୍ ଗଣରାଜ୍ୟ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତ୍ତି
August 29th, 08:45 am
ରାଷ୍ଟ୍ରପତି ଶଭକତ ମିର୍ଜିୟୋୟେଭଙ୍କ ନିମନ୍ତ୍ରଣ କ୍ରମେ ମୁଁ ୨୯-୩୦ ଅଗଷ୍ଟରେ ସରକାରୀ ଗସ୍ତରେ ତାସକେଣ୍ଟ ଯିବି। ଗତ କିଛି ବର୍ଷ ମଧ୍ୟରେ, ଭାରତ-ଉଜବେକିସ୍ତାନ ରଣନୈତିକ ସହଭାଗିତାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଜବେକିସ୍ତାନ ଏବଂ ର୍କିଗିଜ୍ ଗଣତନ୍ତ୍ର ଗସ୍ତ
August 27th, 05:14 pm
ଉଜବେକିସ୍ତାନ ରାଷ୍ଟ୍ରପତି ସଭକତ ମିର୍ଜିୟୋୟେଭଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ 29 ରୁ 30 ଅଗଷ୍ଟ ପର୍ଯ୍ୟନ୍ତ ଉଜବେକିସ୍ତାନ ଗସ୍ତ କରିବେ । ଏହି ଗସ୍ତ ସମୟରେ ସେ ରାଷ୍ଟ୍ରପତି ମିର୍ଜିୟୋୟେଭଙ୍କ ସହ ପ୍ରତିନିଧି ସ୍ତରୀୟ ଆଲୋଚନା କରି ବିକଶିତ ଭାରତ 2047 ଏବଂ ଉଜବେକିସ୍ତାନ-2030 ର ସହଭାଗୀ ବିକାଶମୂଳକ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବେ । ପରେ, କିର୍ଗିଜ୍ ଗଣତନ୍ତ୍ରର ରାଷ୍ଟ୍ରପତି ସାଦିର ଝାପାରୋଭଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ 31 ଅଗଷ୍ଟରୁ 1 ସେପ୍ଟେମ୍ବର 2026 ରେ 26ତମ ଏସସିଓ ସମ୍ମିଳନୀରେ ଭାଗ ନେବା ପାଇଁ ବିସକେକ୍ ଗସ୍ତ କରିବେ । ସେ ଷଷ୍ଠ ବିଶ୍ୱ ନୋମାଡ୍ ଗେମ୍ସର ଉଦଘାଟନୀ ସମାରୋହରେ ମଧ୍ୟ ଯୋଗଦେବେ ।ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କାଜାଖସ୍ତାନ, କିରଗିଜ ରିପବ୍ଲିକ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ବିଦେଶମନ୍ତ୍ରୀ
June 06th, 08:54 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି କାଜାଖସ୍ତାନ ରିପବ୍ଲିକ, କିରଗିଜ ରିପବ୍ଲିକ, ରିପବ୍ଲିକ ଅଫ ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ରିପବ୍ଲିକ ଅଫ ଉଜବେକିସ୍ତାନର ବିଦେଶମନ୍ତ୍ରୀ ମିଳିତ ଭାବେ ଭେଟିଛନ୍ତି ।