ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କିନଡ୍ରିଲର ସିଇଓ ତଥା ଚେୟାରମ୍ୟାନ ଶ୍ରୀ ମାର୍ଟିନ ସ୍କ୍ରୋଏଟର

August 21st, 09:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ନୂଆଦିଲ୍ଲୀରେ କିନଡ୍ରିଲର ସିଇଓ ତଥା ଚେୟାରମ୍ୟାନ ଶ୍ରୀ ମାର୍ଟିନ ସ୍କ୍ରୋଏଟର ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ବୈଶ୍ୱିକ ସହଯୋଗୀଙ୍କୁ ହାର୍ଦ୍ଦିକ ସ୍ୱାଗତ କରିଥିଲେ । ଭାରତରେ ଥିବା ବିପୁଳ ସୁଯୋଗର ବ୍ୟବହାର କରିବା ଏବଂ ଦେଶର ଦକ୍ଷ ଯୁବଶକ୍ତିଙ୍କ ସହଯୋଗ ନେବାକୁ ଆହ୍ୱାନ ଦେଇଥିଲେ ।