କେଭି ସୁବ୍ରମଣ୍ୟମଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ ପ୍ରଧାନମନ୍ତ୍ରୀ

October 08th, 08:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡଃ କେ ଭି ସୁବ୍ରମଣ୍ୟମଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ତିନି ବର୍ଷ କାର୍ଯ୍ୟକାଳ ପୂରଣ କରିବା ପରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ପଦରୁ ଓହରି ଯିବାକୁ ଡଃ ସୁବ୍ରମଣ୍ୟମ ଘୋଷଣା କରିଛନ୍ତି ।