ମିଥ୍ୟା ପ୍ରତିଶୃତି ଦେବା କଂଗ୍ରେସର ଏକ ପୁରୁଣା ଚାଲ୍ : ହିମାଚଳ ପ୍ରଦେଶର ସୁନ୍ଦର ନଗରରେ ପ୍ରଧାନମନ୍ତ୍ରୀ ମୋଦୀ

November 05th, 05:00 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି; ହିମାଚଳ ପ୍ରଦେଶର ସୁନ୍ଦର ନଗରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଣ୍ଡିର ଜନସାଧାରଣଙ୍କୁ ଦେଇଥିବା ପ୍ରତିଶୃତି ଉପରେ ଆଲୋକପାତ କରି ନିଜର ଅଭିଭାଷଣ ଆରମ୍ଭ କରିଥିଲେ ଯେ ସେ ମଣ୍ଡିରୁ ପ୍ରଥମ ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ପାଗ ଅତ୍ୟନ୍ତ ଖରାପ ଥିବାରୁ ସେ ପୂର୍ବରୁ ବ୍ୟକ୍ତିଗତ ଭାବେ ମଣ୍ଡିବାସୀଙ୍କୁ ଭେଟି ପାରିନଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ହିମାଚଳ ପ୍ରଦେଶର ସୁନ୍ଦର ନଗର ଏବଂ ସୋଲନରେ ଜନସଭାକୁ ସମ୍ବୋଧିତ କରିଛନ୍ତି

November 05th, 04:57 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି; ହିମାଚଳ ପ୍ରଦେଶର ସୁନ୍ଦର ନଗର ଏବଂ ସୋଲାନରେ ଜନସଭାକୁ ସମ୍ବୋଧିତ କରିଥିଲେ। ଡବଲ୍ ଇଞ୍ଜିନ୍ ସରକାରଙ୍କ ଅଧୀନରେ ହିମାଚଳ କିପରି ଅଗ୍ରଗତି କରିଛି ସେ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କୁଲ୍ଲୁ ଦଶହରା ସମାରୋହରେ ଯୋଗ ଦେଇଛନ୍ତି

October 05th, 04:43 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳ ପ୍ରଦେଶ ସ୍ଥିତ କୁଲ୍ଲୁର ଧାଲପୁର ପଡିଆରେ କୁଲ୍ଲୁ ଦଶହରା ସମାରୋହରେ ଯୋଗ ଦେଇଛନ୍ତି ।

ହିମାଚଳ ପ୍ରଦେଶର ବିଳାସପୁର ଠାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

October 05th, 01:23 pm

ହିମାଚଳର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲେକର ଜୀ, ହିମାଚଳର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଜୟରାମ ଠାକୁର ଜୀ, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ, ମୁଁ ସମସ୍ତଙ୍କ ମାର୍ଗଦର୍ଶକ ଏବଂ ଏହି ଧରିତ୍ରୀର ସନ୍ତାନ, ଶ୍ରୀମାନ ଜେପି ନଡ୍ଡା ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଏବଂ ଆମର ସାଂସଦ ଶ୍ରୀ ଅନୁରାଗ ଠାକୁର ଜୀ, ହିମାଚଳ ଭାଜପାର ଅଧ୍ୟକ୍ଷ ଏବଂ ସଂସଦରେ ମୋର ସହଯୋଗୀ ସୁରେଶ କଶ୍ୟପ ଜୀ, ସଂସଦରେ ମୋର ସାଥି କିଶନ କପୁର ଜୀ, ଭଉଣୀ ଇନ୍ଦୁ ଗୋସ୍ୱାମୀ ଜୀ, ଡକ୍ଟର ସିକନ୍ଦର କୁମାର ଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ ଏବଂ ବହୁ ସଂଖ୍ୟାରେ ମୋତେ ଏବଂ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବା ପାଇଁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ! ଆପଣ ସମସ୍ତଙ୍କୁ, ସମ୍ପୂର୍ଣ୍ଣ ଦେଶବାସୀଙ୍କୁ ବିଜୟା ଦଶମୀ ଅବସରରେ ବହୁତ ବହୁତ ଶୁଭକାମନା ।

PM Modi launches development initiatives at Bilaspur, Himachal Pradesh

October 05th, 01:22 pm

PM Modi launched various development projects pertaining to healthcare infrastructure, education and roadways in Himachal Pradesh's Bilaspur. Remarking on the developments that have happened over the past years in Himachal Pradesh, the PM said it is the vote of the people which are solely responsible for all the developments.

ହିମାଚଳ ପ୍ରଦେଶର କୁଲୁ ଠାରେ ବସ୍ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

July 04th, 11:31 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନ ମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି (ପିଏମ୍‍ଏନଆରଏଫ୍‍)ରୁ ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ୨ଲକ୍ଷ ଟଙ୍କା ଏବଂ ଦୁର୍ଘଟଣାରେ ଆହତଙ୍କ ଲାଗି ୫୦,୦୦୦ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

କୁଲୁ, ହିମାଚଳ ପ୍ରଦେଶରେ ହୋଇଥିବା ଅଗ୍ନିକାଣ୍ଡଜନିତ ଦୁର୍ଘଟଣାରେ ଦୁଃଖ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

October 27th, 03:48 pm

ହିମାଚଳ ପ୍ରଦେଶର କୁଲୁ ଠାରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରଭାବିତ ପରିବାରଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ସମବେଦନା ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ସମ୍ପୂର୍ଣ୍ଣ ତତ୍ପରତାର ସହ ନିୟୋଜିତ ଅଛନ୍ତି ବୋଲି ସେ କହିଛନ୍ତି ।

ସୋସିଆଲ ମିଡିଆ କର୍ଣ୍ଣର ନଭେମ୍ବର 9, 2017

November 09th, 07:35 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

କଂଗ୍ରେସ ଏବଂ ଭ୍ରଷ୍ଟାଚାର ଦୁହେଁ ଏକ :ହିମାଚଳ ପ୍ରଦେଶ କୁଲୁରେ ପ୍ରଧାନମନ୍ତ୍ରୀ

November 05th, 12:37 pm

ହିମାଚଳ ପ୍ରଦେଶ କୁଲୁରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଦଳ ଉପରେ ବର୍ଷିଲେ,କଂଗ୍ରେସ ସର୍ବଦା ନିଜ ଦଳର ସ୍ୱାର୍ଥକୁ ପ୍ରାଥମିକତା ଦେଇ ଲୋକମାନଙ୍କର ହିତକୁ ଦୁର୍ବଳ କରିଛି । ସେ କହିଲେ ''କଂଗ୍ରେସ ପାଇଁ କେବେ ବି ଦଳଠାରୁ ଦେଶ ବଡ଼ ନାହିଁ ।

Only ‘Vikas’ is the solution to all the troubles: PM Modi

November 05th, 12:36 pm

Prime Minister Narendra Modi addressed public meetings in Una, Palampur and Kullu, Himachal Pradesh. While addressing the rally he said, “I have never seen the enthusiasm that I am witnessing this time in Himachal Pradesh during elections. This is a clear indication that people want change.”