ଶ୍ରଦ୍ଧାଳୁ ମାନଙ୍କ ପାଇଁ ଉତ୍ତମ ତୀର୍ଥଯାତ୍ରା ଅନୁଭବ ଆଣିବାକୁ ଆମ ସରକାର ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ
January 13th, 06:17 pm
ସାଉଦିଆରବର ହଜ୍ ଏବଂ ଉମରା ମନ୍ତ୍ରୀ ତୌଫିକ୍ ବିନ୍ ଫୱଜାନ୍ ଅଲ୍ ରବିୟାଙ୍କ ସହ ହୋଇଥିବା ହଜ୍ ଚୁକ୍ତିନାମା-୨୦୨୫କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଏହି ଚୁକ୍ତିନାମା ଭାରତର ହଜ୍ ତୀର୍ଥଯାତ୍ରୀ ମାନଙ୍କ ପାଇଁ ଏକ ଚମତ୍କାର ଖବର । ‘ଆମ ସରକାର ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତମ ତୀର୍ଥଯାତ୍ରା ଅନୁଭବ ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ ।’ପ୍ରଧାନମନ୍ତ୍ରୀ ମୋଦୀଙ୍କ ବର୍ଷ 2021 ର 21ଟି ସ୍ୱତନ୍ତ୍ର ଫଟୋ
December 31st, 11:59 am
ବର୍ଷ 2021 ଶେଷ ହେବାକୁ ଯାଉଥିବାବେଳେ, ଏଠାରେ ନଜର ପକାନ୍ତୁ ବର୍ଷ 2021 ର ପ୍ରଧାନମନ୍ତ୍ରୀ ମୋଦୀଙ୍କ କିଛି ସ୍ୱତନ୍ତ୍ର ଫଟୋ ।ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶର ଗୌରବାବହ ସଂସ୍କୃତିକୁ ଉତ୍ସାହିତ କରିଛନ୍ତି
September 30th, 03:27 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ କିରେନ ରିଜିଜୁଙ୍କ ସାଜୋଲାଙ୍ଗ ଲୋକଙ୍କର କାଜାଲାଙ୍ଗ ଗ୍ରାମ ଗସ୍ତ ବିଷୟରେ ଏକ ଟୁଇଟ୍କୁ ଟ୍ୟାଗ୍ କରି ଅରୁଣାଚଳ ପ୍ରଦେଶର ପ୍ରତ୍ୟେକ ସମ୍ପ୍ରଦାୟର ମୂଳ ଗୀତ ଏବଂ ନୃତ୍ୟକୁ ଦର୍ଶାଇଛନ୍ତି ।