ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

October 30th, 11:41 am

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ଶ୍ରୀ କେଶୁଭାଇ ପଟେଲଙ୍କ ଗାନ୍ଧୀନଗରସ୍ଥିତ ବାସଭବନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Keshubhai Patel's ideals of 'Rashtrabhakti' & 'Jan Bhakti' will inspire generations: PM Modi

October 29th, 02:52 pm

The Prime Minister, Shri Narendra Modi has expressed grief over the passing away of former Chief Minister of Gujarat, Keshubhai Patel.

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

October 29th, 02:48 pm

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକାଧିକ ଟ୍ଵିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଆମର ପ୍ରିୟ ଏବଂ ସମ୍ମାନସ୍ପଦ କେଶୁଭାଇ ଆଉ ନାହାନ୍ତି । ଏଥିପାଇଁ ମୁଁ ଗଭୀର ଭାବେ ମର୍ମାହତ । ସେ ଜଣେ ତୁଙ୍ଗ ନେତା ଓ ସମାଜର ସବୁବର୍ଗର ଲୋକଙ୍କ ପ୍ରତି ସହାନୁଭୂତିଶୀଳ ଥିଲେ । ଗୁଜରାଟର ବିକାଶ ସହ ପ୍ରତ୍ୟେକ ଗୁଜରାଟୀଙ୍କୁ ସଶକ୍ତ କରିବା ଦିଗରେ ତାଙ୍କ ଜୀବନ ଥିଲା ଉତ୍ସର୍ଗୀକୃତ ।