ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ହିନ୍ଦୀ କମିଟିର 31ତମ ବୈଠକ ଅନୁଷ୍ଠିତ

September 06th, 03:06 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି (ଗୁରୁବାର) ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ହିନ୍ଦୀ କମିଟିର 31ତମ ବୈଠକ ଅନୁଷ୍ଠିତ ହୋଇଛି ।