ଲେହଠାରେ 'ତଥାଗତଙ୍କ ପବିତ୍ର ଅବଶେଷର ପ୍ରଦର୍ଶନୀ ’ ର ଉଦଘାଟନ ଅବସରରେ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
May 02nd, 06:59 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ଗତକାଲି ଲେହଠାରେ ଅନୁଷ୍ଠିତ 'ତଥାଗତଙ୍କ ପବିତ୍ର ଅବଶେଷର ପବିତ୍ର ପ୍ରଦର୍ଶନୀ' ର ଉଦଘାଟନ ଅବସରରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି।୩ ଜାନୁଆରୀରେ ଭଗବାନ ବୁଦ୍ଧଙ୍କ ସମ୍ବନ୍ଧିତ ପବିତ୍ର ପିପ୍ରାହୱା ଅବଶେଷର ଅର୍ନ୍ତଜାତୀୟ ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
January 01st, 05:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ ଜାନୁଆରୀ ୨୦୨୬ ଦିନ ପ୍ରାୟ ୧୧ଟାରେ ନୂଆଦିଲ୍ଲୀ ସ୍ଥିତ ରାୟ ପିଥୋରା ସାଂସ୍କୃତିକ ପରିସରରେ ଭଗବାନ ବୁଦ୍ଧଙ୍କ ସହିତ ଜଡିତ ପବିତ୍ର ପିପ୍ରାହୱା ଅବଶେଷର ଭବ୍ୟ ଅର୍ନ୍ତଜାତୀୟ ପ୍ରଦର୍ଶନୀ, “ଦି ଲାଇଟ୍ ଆଣ୍ଡ ଦି ଲୋଟସ: ରିଲିକ୍ସ ଅଫ୍ ଦି ଆୱେକେନ୍ଡ ୱାନ”କୁ ଉଦ୍ଘାଟନ କରିବେ ।