India – France Joint Statement

February 18th, 08:10 am

At the invitation of Hon’ble Prime Minister of India, Shri Narendra Modi, President of the French Republic H.E. Mr. Emmanuel Macron paid an official visit to India from 17 to 19 February 2026 and participated in the Artificial Intelligence Impact Summit 2026. During the visit, the two leaders held bilateral talks and jointly inaugurated the 2026 India-France Year of Innovation in Mumbai on 17 February. This is President Macron’s 4th visit to India and it follows Prime Minister Modi’s visit to France in February 2025.

ଶୁଭମ୍ ଦ୍ୱିବେଦୀଙ୍କ ପରିବାରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

May 30th, 09:39 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାନପୁରଠାରେ ଶୁଭମ୍ ଦ୍ୱିବେଦୀଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି । ପହଲଗାମ୍ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶୁଭମ୍ଙ୍କର ମୃତୁ୍ୟ ହୋଇଥିଲା । ‘ସେମାନେ ଆତଙ୍କବାଦ ବିରୋଧରେ ଅପରେସନ ସିନ୍ଦୂର ପାଇର୍ ଆମ ପରାକ୍ରମୀ ସେନାକୁ କୃତଜ୍ଞତା ଜଣାଇଛନ୍ତି’ ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମେ ୨୯ ଓ ୩୦ରେ ସିକିମ, ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତରପ୍ରଦେଶ ଗସ୍ତରେ ଯିବେ

May 28th, 12:10 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୯ ଓ ୩୦ରେ ସିକିମ, ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତରପ୍ରଦେଶ ଗସ୍ତରେ ଯିବେ ।

ଭୁବନେଶ୍ୱର ସମେତ ଦେଶର ୫ଟି ସ୍ଥାନରେ ଦକ୍ଷତା ବିକାଶ ପାଇଁ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠାକୁ କ୍ୟାବିନେଟ ମଞ୍ଜୁରି

May 07th, 02:07 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶରେ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲାଗି ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶରେ ଥିବା ଶିଳ୍ପ ତାଲିମ ପ୍ରତିଷ୍ଠାନଗୁଡ଼ିକର ଉନ୍ନତିକରଣ ପାଇଁ ଏକ ଜାତୀୟ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି। ସେହିପରି କେନ୍ଦ୍ର ପ୍ରାୟୋଜିତ ଯୋଜନା ମାଧ୍ୟମରେ ଦକ୍ଷତା ବିକାଶ ପାଇଁ ୫ଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି। ଭୁବନେଶ୍ୱରରେ ମଧ୍ୟ ଗୋଟିଏ କେନ୍ଦ୍ର ପ୍ରତିଷ୍ଠା ହେବ।

ନୂଆଦିଲ୍ଲୀର ଭାରତମଣ୍ଡପଏମରେ ୱାଇ. ୟୁ. ଜି. ଏମ୍ କନକ୍ଲେଭ୍ ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

April 29th, 11:01 am

କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ, ଡକ୍ଟର ଜିତେନ୍ଦ୍ର ସିଂହ ଜୀ, ଶ୍ରୀ ଜୟନ୍ତ ଚୌଧୁରୀ ଜୀ, ଡକ୍ଟର ସୁକାନ୍ତା ମଜୂମଦାର ଜୀ, ଟେକ୍ନୋଲୋଜି ମାଧ୍ୟମରେ ଯୋଡ଼ି ହୋଇଥିବା ମୋର ବନ୍ଧୁ ଶ୍ରୀ ରୋମେଶ ୱାଧୱାନୀ ଜୀ ଏବଂ ଡକ୍ଟର ଅଜୟ କେଲା ଜୀ, ବିଜ୍ଞାନ ଏବଂ ଟେକ୍ନୋଲୋଜି ଏବଂ ଶିକ୍ଷା ଜଗତର ଯୋଡି ହୋଇଥିବା ଆପଣ ସମସ୍ତ ସାଥିମାନେ, ଅନ୍ୟ ବିଶିଷ୍ଟ ଅତିଥିଗଣ, ମହିଳା ଏବଂ ଭଦ୍ରବ୍ୟକ୍ତିଗଣ!

ଯୁଗ୍ମ ଇନୋଭେସନ କନକ୍ଲେଭକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 29th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଯୁଗ୍ମ ଇନୋଭେସନ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ, ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ସରକାରୀ ଅଧିକାରୀ, ଶିକ୍ଷାବିତ୍ ଏବଂ ବିଜ୍ଞାନ ଏବଂ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ସମେତ ବିକଶିତ ଭାରତର ସମସ୍ତ ଅଂଶୀଦାରଙ୍କ ଏକ ମିଳନସ୍ଥଳୀ - ଏହା ବିକଶିତ ଭାରତ ପାଇଁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ଆଗକୁ ବଢ଼ାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ସହଯୋଗର ଏକ ପ୍ରକାର। ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଏହି କାର୍ଯ୍ୟକ୍ରମ ଭାରତର ନବସୃଜନ କ୍ଷମତା ଏବଂ ଡିପ୍-ଟେକ୍ କ୍ଷେତ୍ରରେ ଏହାର ଭୂମିକାକୁ ବୃଦ୍ଧି କରିବା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିବ। ସେ ଆଇଆଇଟି କାନପୁର ଏବଂ ଆଇଆଇଟି ବମ୍ବେରେ ଏଆଇ, ଇଣ୍ଟେଲିଜେଣ୍ଟ ସିଷ୍ଟମ ଏବଂ ଜୈବ ବିଜ୍ଞାନ, ବାୟୋଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଏବଂ ଔଷଧ ଉପରେ କେନ୍ଦ୍ରିତ ସୁପର ହବ୍ସର ଉଦଘାଟନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ୱାଧୱାନୀ ଇନୋଭେସନ୍ ନେଟୱାର୍କର ଶୁଭାରମ୍ଭ ବିଷୟରେ ମଧ୍ୟ କହିଥିଲେ, ଯାହା ଜାତୀୟ ଗବେଷଣା ଫାଉଣ୍ଡେସନ ସହିତ ସହଯୋଗରେ ଗବେଷଣାକୁ ଆଗକୁ ବଢ଼ାଇବାର ପ୍ରତିବଦ୍ଧତାକୁ ଦର୍ଶାଏ । ପ୍ରଧାନମନ୍ତ୍ରୀ ୱାଧୱାନୀ ଫାଉଣ୍ଡେସନ, ଆଇଆଇଟି ଏବଂ ଏହି ପଦକ୍ଷେପଗୁଡ଼ିକରେ ସାମିଲ ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ବିଶେଷ କରି ଘରୋଇ ଏବଂ ସରକାରୀ କ୍ଷେତ୍ର ମଧ୍ୟରେ ସହଯୋଗ ମାଧ୍ୟମରେ ଦେଶର ଶିକ୍ଷା ବ୍ୟବସ୍ଥାରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଶ୍ରୀଯୁକ୍ତ ରୋମେଶ ୱାଧୱାନୀଙ୍କ ଉତ୍ସର୍ଗୀକୃତତା ଏବଂ ସକ୍ରିୟ ଭୂମିକା ପାଇଁ ପ୍ରଶଂସା କରିଥିଲେ।

ଏପ୍ରିଲ ୨୯ ଯୁଗମ (YUGM) ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

April 28th, 07:07 pm

ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଏପ୍ରିଲ ୨୯ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁଗମ୍ (YUGM) ସମ୍ମିଳନୀରେ ଅଂଶ ଗ୍ରହଣ କରିବେ । ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ ।

Cabinet approves 8 National High-Speed Road Corridor Projects at a total capital cost of Rs. 50,655 crore

August 02nd, 08:42 pm

The Cabinet Committee on Economic Affairs chaired by the Prime Minister Shri Narendra Modi has approved the development of 8 important National High Speed Corridor projects with a Length of 936 km at a cost of Rs. 50,655 crore across the country. Implementation of these 8 projects will generate an estimated 4.42 crore mandays of direct and indirect employment.

ବିଶାଳ ରୋଡ୍ ଶୋ'ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମର୍ଥନ ଜଣାଇଲା କାନପୁର !

May 04th, 08:32 pm

ଉତ୍ତରପ୍ରଦେଶର କାନପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଚମତ୍କାର ରୋଡ୍ ଶୋ' କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ଏବଂ ଭାରତୀୟ ଜନତା ପାର୍ଟିକୁ ଉତ୍ସାହିତ କରିବା ପାଇଁ ଶହ ଶହ ଲୋକ ଏକାଠି ହୋଇଥିଲେ। ଲୋକମାନେ ଉତ୍ସାହର ସହ 'ମୋଦୀ ମୋଦୀ', 'ଭାରତ ମାତା କି ଜୟ' ଏବଂ 'ଫିର୍ ଏକ ବାର ମୋଦୀ ସରକାର' ସ୍ଲୋଗାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ସହର ଦେଇ ଯାଉଥିବା ବେଳେ ସମର୍ଥକମାନେ ପୁଷ୍ପଗୁଚ୍ଛ ବର୍ଷା କରିବା ସହ ସ୍ନେହ ଓ ସମର୍ଥନର ଉଜ୍ଜ୍ୱଳ ପ୍ରଦର୍ଶନ କରି ବାତାବରଣ ଆଲୋକମୟ ହୋଇଥିଲା।

ଡିସେମ୍ବର ୩୦ରେ ଅଯୋଧ୍ୟା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

December 28th, 05:33 pm

ପୂର୍ବାହ୍ନ ପ୍ରାୟ ୧୧ଟା ୧୫ରେ ପ୍ରଧାନମନ୍ତ୍ରୀ ପୁନଃବିକଶିତ ଅଯୋଧ୍ୟା ରେଳ ଷ୍ଟେସନକୁ ଉଦଘାଟନ କରିବା ସହ ନୂତନ ଅମୃତ ଭାରତ ଟ୍ରେନ୍ ଏବଂ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ସେ ଅନ୍ୟାନ୍ୟ ଅନେକ ରେଳ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଅପରାହ୍ନ ପ୍ରାୟ ୧୨ଟା ୧୫ରେ ପ୍ରଧାନମନ୍ତ୍ରୀ ନବନିର୍ମିତ ଅଯୋଧ୍ୟା ବିମାନବନ୍ଦରର ଉଦଘାଟନ କରିବେ । ଅପରାହ୍ନ ପ୍ରାୟ ୧ଟା ରେ ପ୍ରଧାନମନ୍ତ୍ରୀ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗଦେବେ ଯେଉଁଠାରେ ସେ ରାଜ୍ୟରେ ୧୫,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିବେ। ଏଥିରେ ଅଯୋଧ୍ୟା ଏବଂ ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ ପ୍ରାୟ ୧୧,୧୦୦ କୋଟି ଟଙ୍କାର ପ୍ରକଳ୍ପ ଏବଂ ଉତ୍ତରପ୍ରଦେଶର ଅନ୍ୟାନ୍ୟ ପ୍ରକଳ୍ପ ସହିତ ଜଡିତ ପ୍ରାୟ ୪୬୦୦ କୋଟି ଟଙ୍କାର ପ୍ରକଳ୍ପ ଅନ୍ତର୍ଭୁକ୍ତ ।

କାନପୁର ବିମାନବନ୍ଦରରେ ସିଭିଲ ଏନକ୍ଲେଭ୍ ଉଦଘାଟନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

May 26th, 09:36 pm

କାନପୁର ବିମାନବନ୍ଦରରେ ନୂଆ ସିଭିଲ ଏନକ୍ଲେଭ ଯାତ୍ରାକୁ ସହଜ କରିବ ଏବଂ ସୁଯୋଗର ବିସ୍ତାର କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ଶ୍ରୀ ହରମୋହନ ସିଂହ ଯାଦବଙ୍କ ୧୦ମ ପୂଣ୍ୟତିଥିରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

July 25th, 04:31 pm

ମୁଁ ସ୍ୱର୍ଗୀୟ ହରମୋହନ ସିଂହ ଯାଦବ ମହାଶୟଙ୍କ ପୂଣ୍ୟତିଥିରେ ତାଙ୍କୁ ଆଦର ପୂର୍ବକ ପ୍ରଣାମ କରୁଛି, ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ମୁଁ ସୁଖରାମ ମହାଶୟଙ୍କ ନିକଟରେ ମଧ୍ୟ କୃତଜ୍ଞତା ଜ୍ଞାପନ କରୁଛି ଯେ, ସେ ଏହି କାର୍ଯ୍ୟକ୍ରମ ପାଇଁ ଏତେ ସ୍ନେହର ସହିତ ମୋତେ ଆମନ୍ତ୍ରିତ କଲେ। ଏହା ମଧ୍ୟ ମୋର ହାର୍ଦ୍ଦିକ ଇଚ୍ଛା ଥିଲା ଯେ ମୁଁ ଏହି କାର୍ଯ୍ୟକ୍ରମ ପାଇଁ କାନପୁର ଆସି ଆପଣମାନଙ୍କ ଗହଣରେ ଉପସ୍ଥିତ ରହିବି । କିନ୍ତୁ ଆଜି, ଆମ ଦେଶ ପାଇଁ ମଧ୍ୟ ହେଉଛି ଏକ ବହୁତ ବଡ଼ ଗଣତାନ୍ତ୍ରିକ ଅବସର । ଆଜି ଆମର ନୂତନ ରାଷ୍ଟ୍ରପତି ମହୋଦୟା ଶପଥ ଗ୍ରହଣ କରିଛନ୍ତି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଆଦିବାସୀ ସମାଜରୁ ଜଣେ ମହିଳା ରାଷ୍ଟ୍ରପତି ଦେଶର ନେତୃତ୍ୱ କରିବାକୁ ଯାଉଛନ୍ତି । ଏହା ହେଉଛି ଆମର ଗଣତନ୍ତ୍ରର ଶକ୍ତି, ଆମର ସର୍ବ ସମାବେଶୀ ବିଚାରଧାରାର ଜୀବନ୍ତ ଉଦାହରଣ । ଏହି ଅବସରରେ ଆଜି ଦିଲ୍ଲୀରେ କେତେକ ଜରୁରୀ ଆୟୋଜନ ହେଉଛି । ସାମ୍ବିଧାନିକ ଦାୟିତ୍ୱ ନିମନ୍ତେ ମୋର ଦିଲ୍ଲୀରେ ରହିବା ହେଉଛି ବହୁତ ସ୍ୱାଭାବିକ, ଜରୁରୀ ମଧ୍ୟ ହୋଇଥାଏ। ତେଣୁ, ମୁଁ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆପଣମାନଙ୍କ ସହିତ ସାମିଲ ହୋଇଛି।

ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଶ୍ରୀ ହରମୋହନ ସିଂହ ଯାଦବଙ୍କର ଦଶମ ପୁଣ୍ୟତିଥି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି

July 25th, 04:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ସଂସଦ, ଏମ୍‌ଏଲ୍‌ସି, ବିଧାୟକ ଏବଂ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ ଏବଂ ଜଣେ ଉତୁଙ୍ଗ ବ୍ୟକ୍ତିତ୍ୱ ଏବଂ ଯାଦବ ସମ୍ପ୍ରଦାୟର ନେତା ସ୍ୱର୍ଗୀୟ ଶ୍ରୀ ହରମୋହନ ସିଂହ ଯାଦବଙ୍କର ଦଶମ ପୂଣ୍ୟତିଥି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ।

ଜୁନ୍‍ ୩ ତାରିଖରେ ଉତ୍ତରପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

June 02nd, 03:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ ଜୁନ୍ ୨୦୨୨ ରେ ଉତ୍ତରପ୍ରଦେଶ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ଲକ୍ଷ୍ନୌ ସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ପହଞ୍ଚିବେ ଯେଉଁଠାରେ ସେ ଉତ୍ତରପ୍ରଦେଶ ନିବେଶକ ସମ୍ମିଳନୀର ଭୂମି ପୂଜନ ସମାରୋହ ୩.୦ ରେ ଯୋଗଦେବେ । ଅପରାହ୍ନ ପ୍ରାୟ ୧.୪୫ ସମୟରେ ପ୍ରଧାନମନ୍ତ୍ରୀ କାନପୁରର ପାରାଉଙ୍ଖ ଗାଁରେ ପହଞ୍ଚିବେ, ଯେଉଁଠାରେ ସେ ମାନ୍ୟବର ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ ସହିତ ପଥରୀ ମାତା ମନ୍ଦିର ପରିଦର୍ଶନ କରିବେ । ତା\'ପରେ, ଅପରାହ୍ନ ପ୍ରାୟ ୨ ଟା ସମୟରେ ସେମାନେ ଡକ୍ଟର ବି ଆର ଆମ୍ବେଦକର ଭବନ ଗସ୍ତ କରିବେ, ଯାହା ପରେ ଅପରାହ୍ନ ୨.୧୫ ରେ ମିଳନ କେନ୍ଦ୍ର ଯିବେ । ଏହି କେନ୍ଦ୍ର ହେଉଛି ମାନ୍ୟବର ରାଷ୍ଟ୍ରପତିଙ୍କ ପୈତୃକ ଘର, ଯାହାକୁ ସାଧାରଣ ବ୍ୟବହାର ପାଇଁ ଦାନ କରାଯାଇଥିଲା ଏବଂ ଏକ ଗୋଷ୍ଠି କେନ୍ଦ୍ର (ମିଳନ କେନ୍ଦ୍ର) ରେ ରୂପାନ୍ତରିତ ହୋଇଥିଲା । ପରବର୍ତ୍ତୀ ସମୟରେ, ସେମାନେ ଅପରାହ୍ନ ୨. ୩୦ ରେ ପାରାଉଙ୍ଖ ଗ୍ରାମରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ ।

Voting turnout in second phase polling in Uttar Pradesh points at BJP returning to power again: PM Modi

February 14th, 12:10 pm

Amidst the ongoing election campaigning in Uttar Pradesh, PM Modi’s rally spree continued as he addressed an election rally in Kanpur Dehat today. The Prime Minister expressed his gratitude towards the people for their support and said, “Voting is going on in the second phase in Uttar Pradesh, Uttarakhand and Goa today. I would urge all the voters, especially the first-time voters, to come out to vote in maximum numbers.”

PM Modi addresses a public meeting in Kanpur Dehat, Uttar Pradesh

February 14th, 12:05 pm

Amidst the ongoing election campaigning in Uttar Pradesh, PM Modi’s rally spree continued as he addressed an election rally in Kanpur Dehat today. The Prime Minister expressed his gratitude towards the people for their support and said, “Voting is going on in the second phase in Uttar Pradesh, Uttarakhand and Goa today. I would urge all the voters, especially the first-time voters, to come out to vote in maximum numbers.”

ପ୍ରଧାନମନ୍ତ୍ରୀ ମୋଦୀ କାନପୁର ମେଟ୍ରୋ ପ୍ରକଳ୍ପର ଉଦଘାଟନ କରିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ଯାତ୍ରା କରିଛନ୍ତି

December 28th, 02:11 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାନପୁର ମେଟ୍ରୋ ରେଳ ପ୍ରକଳ୍ପର ପ୍ରସ୍ତୁତ ବିଭାଗକୁ ଉଦଘାଟନ କରିଛନ୍ତି । ନୂତନ ଭାବେ ଆରମ୍ଭ ହୋଇଥିବା ସେବାର ଉଦଘାଟନ ଏବଂ ଯାଞ୍ଚର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ମେଟ୍ରୋରେ ଯାତ୍ରା କରିଛନ୍ତି ।

କାନପୁର ମେଟ୍ରୋ ପ୍ରକଳ୍ପ ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

December 28th, 01:49 pm

ଭାରତ ମାତାଙ୍କର ଜୟ ହେଉ, ଭାରତ ମାତାଙ୍କର ଜୟ ହେଉ । ଉତରପ୍ରଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ହରଦୀପ ପୁରୀ ଜୀ, ଏଠାକାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଜୀ, ସାଧ୍ୱୀ ନିରଞ୍ଜନ ଜ୍ୟୋତି ଜୀ, ଭାନୁପ୍ରତାପ ବର୍ମା ଜୀ, ଉତରପ୍ରଦେଶର ମନ୍ତ୍ରୀ ଶ୍ରୀ ସତୀଶ ମହାନା ଜୀ, ନୀଳିମା କଟିୟାର ଜୀ, ରଣବେନ୍ଦ୍ର ପ୍ରତାପ ଜୀ, ଲଖନ ସିଂହ ଜୀ, ଅଜିତ ପାଲ୍ ଜୀ, ଏଠାରେ ଉପସ୍ଥିତ ସମସ୍ତ ଆଦରଣୀୟ ସାଂସଦ, ସମସ୍ତ ଶ୍ରଦ୍ଧେୟ ବିଧାୟକଗଣ, ଅନ୍ୟ ସମସ୍ତ ଜନପ୍ରତିନିଧି ଏବଂ ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ! ଋଷି ମୁନି ମାନଙ୍କର ତପସ୍ଥଳୀ, ସ୍ୱାଧୀନତା ସଂଗ୍ରାମୀ ଏବଂ କ୍ରାନ୍ତିବୀର ମାନଙ୍କର ପ୍ରେରଣା ସ୍ଥଳୀ, ସ୍ୱାଧୀନ ଭାରତର ଓøଦ୍ୟୋଗିକ ସାମର୍ଥ୍ୟକୁ ଶକ୍ତି ପ୍ରଦାନ କରୁଥିବା ଏହି କାନପୁରକୁ ମୋର ଶତ ଶତ ପ୍ରଣାମ । ଏହି କାନପୁର ହେଉଛି ସେହି ସ୍ଥାନ ଯାହା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ସୁନ୍ଦର ସିଂହ ଭଣ୍ଡାରୀ ଜୀ ଏବଂ ଅଟଳ ବିହାରୀ ବାଜପେୟୀ ଜୀଙ୍କ ଭଳି ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱଙ୍କୁ ଗଢ଼ିବା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଏବଂ ଆଜି କେବଳ କାନପୁର ଖୁସି ଅଛି, ସେମିତି ନୁହେଁ, ବରୁଣ ଦେବତା ମଧ୍ୟ ଏହି ଖୁସିରେ ସାମିଲ୍ ହେବା ନିମନ୍ତେ ମନ ବଳେଇଛନ୍ତି ।

କାନପୁର ମେଟ୍ରୋ ରେଳ ପ୍ରକଳ୍ପକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

December 28th, 01:46 pm

ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ର ମୋଦୀ ଆଜି କାନପୁର ମେଟ୍ରୋ ରେଳ ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି ।ଏହି ଅବସରରେ ପ୍ରଧାନମନ୍ତ୍ରୀ କାନପୁର ମେଟ୍ରୋରେଳ ପ୍ରକଳ୍ପକୁ ପରିଦର୍ଶନ କରିବ ।ସହ ଆଇଆଇଟି ମେଟ୍ରୋ ଷ୍ଟେସନ ଠାରୁ ଗୀତା ନଗର ପର୍ଯ୍ୟନ୍ତ ମେଟ୍ରୋ ରେଳଯାତ୍ରା କରିଛନ୍ତି ।ଏହି ଅବସରରେ ପ୍ରଧାନମନ୍ତ୍ରୀ ବୀନା- ପାଙ୍କି ମଲଟିପ୍ରଡକ୍ଟ ପାଇପଲାଇନ୍ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି ।ଏହି ପାଇପ ଲାଇନ୍ ମଧ୍ୟ ପ୍ରଦେଶର ବୀନା ତୈଳ ବିଶୋଧନାଗାର ଠାରୁ କାନପୁରର ପାଙ୍କି ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛିଏବଂଏହା ଫଳରେ ବୀନା ବିଶୋଧନାଗାର କ୍ଷେତ୍ରର ପେଟ୍ରୋଲିୟମ୍‌ଜାତ ପଦାର୍ଥ ଏହି କ୍ଷେତ୍ରରେ ସହଜରେ ଉପଲବ୍ଧ ହୋଇପାରିବ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ପ୍ରମୁଖ ଅନ୍ୟମାନଙ୍କ ମଧ୍ୟରେ ଏହି ଅବସରରେ ଉପସ୍ଥିତ ଥିଲେ ।

Embrace challenges over comforts: PM Modi at IIT, Kanpur

December 28th, 11:02 am

Prime Minister Narendra Modi attended the 54th Convocation Ceremony of IIT Kanpur. The PM urged the students to become impatient for a self-reliant India. He said, Self-reliant India is the basic form of complete freedom, where we will not depend on anyone.