ପ୍ରଧାନମନ୍ତ୍ରୀଙ୍କ ଆଫସ୍ଲୁଇଟଡିଜକ୍ ଡ୍ୟାମ୍ ପରିଦର୍ଶନ

May 17th, 03:38 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମହାମହିମ ରବ ଜେଟେନଙ୍କ ସହିତ, ନେଦରଲ୍ୟାଣ୍ଡର ପ୍ରତୀକାତ୍ମକ ଜଳ ପରିଚାଳନା ସରଞ୍ଚନା ଆଫସ୍ଲୁଇଟଡିଜକ୍ ପରିଦର୍ଶନ କରିଛନ୍ତି।