ଶ୍ରୀ ଶିବୁ ସୋରେନ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ସାର ଗଙ୍ଗାରାମ ହସପିଟାଲ ଗଲେ ପ୍ରଧାନମନ୍ତ୍ରୀ
August 04th, 02:17 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଶିବୁ ସୋରେନ୍ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ସାର ଗଙ୍ଗାରାମ ହସପିଟାଲରେ ପହଞ୍ଚିଥିଲେ ।ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ
November 26th, 05:21 pm
ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ସୋରେନ ଏବଂ ନବନିର୍ବାଚିତ ବିଧାୟକ ଶ୍ରୀମତୀ ସ୍ମୃତି କଳ୍ପନା ସୋରେନ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।