ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜୋର୍ଡାନ ଗସ୍ତ ସମ୍ପର୍କରେ ମିଳିତ ବିବୃତ୍ତି
December 16th, 03:56 pm
ଜୋର୍ଡାନ ହାସେମାଇଟ୍ ରାଜ୍ୟର ମହାମହିମ ରାଜା ଅବଦୁଲ୍ଲା ଦ୍ୱିତୀୟ ଇବନ୍ ଅଲ୍ ହୁସେନଙ୍କ ନିମନ୍ତ୍ରଣ କ୍ରମେ, ଭାରତୀୟ ଗଣରାଜ୍ୟର ମାନ୍ୟବର ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୫-୧୬, ୨୦୨୫ରେ ଜୋର୍ଡାନ ହାସେମାଇଟ୍ ରାଜ୍ୟ ଗସ୍ତ କରିଥିଲେ।ଭାରତ-ଜୋର୍ଡାନ ବ୍ୟବସାୟିକ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
December 16th, 12:24 pm
ଗତକାଲି ମହାମହିମଙ୍କ ସହିତ ମୋର ଆଲୋଚନାର ସାରାଂଶ ମଧ୍ୟ ଏହା ଥିଲା। ଆମେ ଭୂଗୋଳକୁ କିପରି ସୁଯୋଗରେ ଏବଂ ସୁଯୋଗକୁ କିପରି ବିକାଶରେ ପରିଣତ କରାଯାଇପାରିବା ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲୁ।ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ପ୍ରଧାନମନ୍ତ୍ରୀ ଏବଂ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସମ୍ବୋଧନ
December 16th, 12:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟ ଆଜି ଅମ୍ମାନରେ ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରିଥିଲେ। ଏହି ବୈଠକରେ ଜୋର୍ଡାନର କ୍ରାଉନ ପ୍ରିନ୍ସ ହୁସେନ ଏବଂ ସେଠାକାର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ତଥା ନିବେଶ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ରାଜା ଅବଦୁଲ୍ଲା ଦ୍ୱିତୀୟ ଏବଂ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ସୁଦୃଢ଼ କରିବାର ଗୁରୁତ୍ୱକୁ ସ୍ୱୀକାର କରିଥିଲେ। ଉଭୟ ନେତା ପ୍ରଗତି ଏବଂ ସମୃଦ୍ଧି ହାସଲ କରିବା ପାଇଁ ଏହି କ୍ଷେତ୍ରରେ ସମ୍ଭାବନା ଏବଂ ସୁଯୋଗକୁ ଉପଯୋଗ କରିବାକୁ ଉଭୟ ପକ୍ଷର ଶିଳ୍ପପତିମାନଙ୍କୁ ଆହ୍ୱାନ କରିଛନ୍ତି। ରାଜା ଅବଦୁଲ୍ଲା ଦ୍ୱିତୀୟ କହିଛନ୍ତି ଯେ, ଜୋର୍ଡାନର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏବଂ ଭାରତର ଆର୍ଥିକ ଶକ୍ତିକୁ ମିଶ୍ରଣ କରି ଦକ୍ଷିଣ ଏସିଆ ଏବଂ ପଶ୍ଚିମ ଏସିଆ ତଥା ଅନ୍ୟ ଅନ୍ତର୍ଜାତୀୟ ସ୍ତରରେ ଏକ ଆର୍ଥିକ କରିଡର ସୃଷ୍ଟି କରାଯାଇପାରିବ।List of Outcomes Visit of Prime Minister to Jordan
December 15th, 11:52 pm
During the meeting between PM Modi and HM King Abdullah II of Jordan, several MoUs were signed. These include agreements on New and Renewable Energy, Water Resources Management & Development, Cultural Exchange and Digital Technology.Today’s meeting will give a new momentum and depth to Bharat-Jordan relationship: PM Modi after meeting HM King Abdullah II
December 15th, 11:00 pm
During his meeting with HM King Abdullah II of Jordan, PM Modi appreciated the King’s positive ideas for further strengthening Bharat-Jordan relations. The PM expressed confidence that both countries would enhance cooperation in key areas such as trade, fertilizers, digital technology, infrastructure and people-to-people ties. He also lauded His Majesty for his efforts in combating terrorism, extremism and radicalization.ଜୋର୍ଡାନର ମହାମହିମ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କୁ ଭେଟିଲେ ପ୍ରଧାମନ୍ତ୍ରୀ
December 15th, 10:58 pm
ଦୁଇ ନେତା ପ୍ରତିବନ୍ଧିତ ଏବଂ ପ୍ରତିନିଧିମଣ୍ଡଳ ସ୍ତରରେ ସାକ୍ଷାତ କରିଥିଲେ । ସେମାନେ ଅତୀତରେ ହୋଇଥିବା ସାକ୍ଷାତକାର ଓ ଆଲୋଚନାକୁ ସ୍ମରଣ କରିଥିଲେ ଏବଂ ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ସମ୍ପର୍କକୁ ରେଖାଙ୍କିତ କରିଥିଲେ । ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ୭୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଐତିହାସିକ ବୋଲି ଉଭୟେ ମତ ପୋଷଣ କରିଥିଲେ । ଭାରତ-ଜୋର୍ଡାନ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ମହାମହିମଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇକୁ ମହାମହିମ ଦୃଢ଼ ସମର୍ଥନ କରିବା ସହ ସମସ୍ତ ପ୍ରକାର ଏବଂ ସ୍ୱରୂପର ଆତଙ୍କବାଦକୁ ନିନ୍ଦା କରିଥିଲେ । ଆତଙ୍କବାଦ, ଉଗ୍ରବାଦ ଏବଂ ମୌଳବାଦୀଙ୍କ ମୁକାବିଲା କରିବା ଦିଗରେ ମହାମହିମଙ୍କ ନେତୃତ୍ୱ ଏବଂ ଏଭଳି ଦୁଷ୍ଟ ଶକ୍ତିଙ୍କ ବିରୋଧରେ ବୈଶ୍ୱିକ ଲଢ଼େଇରେ ତାଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ବାଣିଜ୍ୟ, ନିବେଶ, ପ୍ରତିରକ୍ଷା ଏବଂ ନିରାପତ୍ତା, ନବୀକରଣ ଶକ୍ତି, ସାର ଏବଂ କୃଷି, ନବାଚାର, ଆଇଟି ଏବଂ ଡିଜିଟାଲ ଟେକ୍ନୋଲୋଜି, ମହତ୍ୱପୂର୍ଣ୍ଣ ଖଣିଜ, ମୌଳିକ ଭିତ୍ତିଭୂମି, ସ୍ୱାସ୍ଥ୍ୟ ଏବଂ ଫାର୍ମା, ଶିକ୍ଷା ଏବଂ ଦକ୍ଷତା, ପର୍ଯ୍ୟଟନ ଓ ଐତିହ୍ୟ ଏବଂ ସଂସ୍କୃତି ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଆଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଦିଗରେ ଉଭୟ ନେତା ଆଲୋଚନା କରିଥିଲେ । ଜୋର୍ଡାନକୁ ଭାରତର ତୃତୀୟ ବୃହତ୍ତମ ବାଣିଜ୍ୟ ସହଯୋଗୀ ରାଷ୍ଟ୍ର ଭାବେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆସନ୍ତା ୫ ବର୍ଷ ମଧ୍ୟରେ ଦୁଇ ଦେଶ ଦ୍ୱିପାକ୍ଷିକ ବାଣିଜ୍ୟର ପରିମାଣ ୫ ବିଲିଅନ ଆମେରିକୀୟ ଡଲାରକୁ ବୃଦ୍ଧି କରିବା ସକାଶେ ପ୍ରସ୍ତାବ ଦେଇଥିଲେ । ଜୋର୍ଡାନର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଏବଂ ଭାରତର ୟୁନାଇଟେଡ ପେମେଣ୍ଟସ ଇଣ୍ଟରଫେସ୍ (ୟୁପିଆଇ) ମଧ୍ୟରେ ସମନ୍ୱୟ ସକାଶେ ମଧ୍ୟ ସେ ଆହ୍ୱାନ ଦେଇଥିଲେ । ସାର ଯୋଗାଣ କ୍ଷେତ୍ରରେ ଜୋର୍ଡାନ ଭାରତର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ । ଏ କ୍ଷେତ୍ରରେ ଜୋର୍ଡାନରେ ଅଧିକ ନିବେଶ ସହିତ ଭାରତର ଫସଫେଟିକ ଫର୍ଟିଲାଇଜର ଚାହିଦା ପୂରଣ ପାଇଁ ଦୁଇ ଦେଶର କମ୍ପାନିମାନେ ଆଲୋଚନା କରୁଛନ୍ତି ।PM Modi arrives in Amman, Jordan to a warm welcome
December 15th, 04:48 pm
PM Modi arrived in Amman, Jordan, a short while ago. He is warmly received by PM Jafar Hassan and is accorded a ceremonial welcome at the airport. On the invitation of His Majesty King Abdullah II ibn Al Hussein, PM Modi is visiting Jordan. This historic visit marks 75 years of establishment of diplomatic relations between the two countries.ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
December 15th, 08:15 am
ଆଜି ମୁଁ ଜୋର୍ଡାନର ହାସେମାଇଟ, ଫେଡେରାଲ ଡେମୋକ୍ରାଟିକ ରିପବ୍ଲିକ ଅଫ ଇଥିଓପିଆ ଏବଂ ସୁଲତାନତ ଅଫ ଓମାନକୁ ତିନି ଦେଶ ଗସ୍ତରେ ଯାଉଛି, ଏହି ତିନିଟି ରାଷ୍ଟ୍ର ସହିତ ଭାରତର ପୁରୁଣା ସଭ୍ୟତାଗତ ସମ୍ପର୍କ ଏବଂ ବ୍ୟାପକ ସମସାମୟିକ ଦ୍ୱିପାକ୍ଷିକ ସମ୍ପର୍କ ମଧ୍ୟ ରହିଛି ।ପ୍ରଧାନମନ୍ତ୍ରୀଙ୍କ ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ
December 11th, 08:43 pm
ରାଜା ଅବଦୁଲ୍ଲା ଦ୍ୱିତୀୟ ବିନ ଅଲ ହୁସେନଙ୍କ ନିମନ୍ତ୍ରଣରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ରୁ ୧୬ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଜୋର୍ଡାନର ହାସେମାଇଟ ରାଜ୍ୟ ଗସ୍ତ କରିବେ । ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ଭାରତ-ଜୋର୍ଡାନ ମଧ୍ୟରେ ସମ୍ପର୍କର ସମସ୍ତ ଦିଗ ଉପରେ ସମୀକ୍ଷା କରିବା ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଦୃଷ୍ଟିକୋଣ ଆଦାନପ୍ରଦାନ କରିବା ପାଇଁ ରାଜା ଅବଦୁଲ୍ଲା ଦ୍ୱିତୀୟ ବିନ ଅଲ ହୁସେନଙ୍କୁ ଭେଟିବେ । ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୭୫ତମ ବାର୍ଷିକୀ ଅବସରରେ ଆୟୋଜିତ ଏହି ଗସ୍ତ ଭାରତ ଓ ଜୋର୍ଡାନ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା, ପାରସ୍ପରିକ ଅଭିବୃଦ୍ଧି ଏବଂ ସମୃଦ୍ଧି ପାଇଁ ସହଯୋଗର ନୂତନ ମାର୍ଗ ଅନୁସନ୍ଧାନ କରିବା ତଥା ଆଞ୍ଚଳିକ ଶାନ୍ତି, ସମୃଦ୍ଧି, ସୁରକ୍ଷା ଏବଂ ସ୍ଥିରତାକୁ ପ୍ରୋତ୍ସାହିତ କରିବା ଦିଗରେ ଆମର ପ୍ରତିବଦ୍ଧତାକୁ ଦୋହରାଇବାର ଏକ ସୁଯୋଗ ପ୍ରଦାନ କରିବ ।• ନିରାପତ୍ତା ଏବଂ ମାନବୀୟ ପରିସ୍ଥିତିର ଶୀଘ୍ର ସମାଧାନ ପାଇଁ ମିଳିତ ଉଦ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ
October 23rd, 07:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସହ ଆଲୋଚନା କରିଛନ୍ତି ଯେଉଁଠାରେ ସେମାନେ ପଶ୍ଚିମ ଏସିଆ ଅଞ୍ଚଳର ବିକାଶ ଉପରେ ମତ ବିନିମୟ କରିଛନ୍ତି । ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକ ମାନଙ୍କ ଜୀବନ ହାନିକୁ ନେଇ ଶ୍ରୀ ମୋଦୀ ଚିନ୍ତା ବ୍ୟକ୍ତ କରିବା ସହ ସୁରକ୍ଷା ଏବଂ ମାନବୀୟ ପରିସ୍ଥିତିର ଶୀଘ୍ର ସମାଧାନ ପାଇଁ ମିଳିତ ଉଦ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।ଜୋର୍ଡାନ ରାଜ୍ୟ ପ୍ରତିଷ୍ଠା ହେବାର ୧୦୦ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ମହାମହିମ ରାଜା ଅବଦୁଲ୍ଲା ଦ୍ୱିତୀୟ ଏବଂ ଜୋର୍ଡାନର ହାସେମାଇଟ୍ ରାଜ୍ୟର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି
April 14th, 08:58 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତା ଜରିଆରେ ଜୋର୍ଡାନ ରାଜ୍ୟ ପ୍ରତିଷ୍ଠା ହେବାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ମହାମହିମ ରାଜା ଅବଦୁଲ୍ଲା ଦ୍ୱିତୀୟ ଏବଂ ଜୋର୍ଡାନର ହାସେମାଇଟ୍ ରାଜ୍ୟର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଜୋର୍ଡାନ ରାଜ୍ୟର ୧୦୦ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
April 14th, 08:53 am
ଜୋର୍ଡାନ ରାଜ୍ୟର ୧୦୦ତମ ବାର୍ଷିକୀ ଅବସରରେ ମୁଁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛିTelephone Conversation between PM and King of Hashemite Kingdom of Jordan
April 16th, 07:54 pm
Prime Minister Shri Narendra Modi had a telephone conversation today with His Majesty King Abdullah II of the Hashemite Kingdom of Jordan.ରିୟାଦରେ ଜୋର୍ଡାନ ରାଜାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
October 29th, 02:18 pm
ଆଜି ସାଉଦୀ ଆରବର ରିୟାଦଠାରେ ଅନୁଷ୍ଠିତ ଭବିଷ୍ୟତ ନିବେଶ ପଦକ୍ଷେପ (FII) ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୋର୍ଡାନର ହାଶେମାଇଟ ରାଜ୍ୟର ରାଜା ମହାମହିମ ଅବଦୁଲ୍ଲା ଦ୍ଵିତୀୟ ବିନ ଅଲ-ହୁସେନଙ୍କୁ ଭେଟିଛନ୍ତି । 2018 ଫେବୃଆରୀ 27 ମାର୍ଚ୍ଚ 1 ମଧ୍ୟରେ ରାଜାଙ୍କର ଭାରତ ଗସ୍ତ ସମୟରେ ସ୍ୱାକ୍ଷରିତ ବୁଝାମଣା ଓ ରାଜିନାମା ସମେତ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ୀଭୁତ କରିବା ନେଇ ଉଭୟ ନେତା ମତ ବିନିମୟ କରିଥିଲେ । ସେମାନେ ମଧ୍ୟପ୍ରାଚ୍ୟ ଶାନ୍ତି ପ୍ରକ୍ରିୟା ଓ ଅନ୍ୟାନ୍ୟ ଆଞ୍ଚଳିକ ବିକାଶ ସମ୍ବନ୍ଧରେ ଆଲୋଚନା କରିଥିଲେ । ଆତଙ୍କବାଦ ମୁକାବିଲା ନେଇ ସହଯୋଗ ବିଷୟରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିଲେ ।ଜୋର୍ଡାନ ରାଜାଙ୍କ ଭାରତ ଗସ୍ତ ଅବସରରେ ସ୍ଵାକ୍ଷରିତ ହୋଇଥିବା ବୁଝାମଣା / ରାଜିନାମା ତାଲିକା
March 01st, 05:07 pm
ଜୋର୍ଡାନ ରାଜାଙ୍କ ଭାରତ ଗସ୍ତ ଅବସରରେ ସ୍ଵାକ୍ଷରିତ ହୋଇଥିବା ବୁଝାମଣା / ରାଜିନାମା ତାଲିକା‘ଇସଲାମ୍ ଐତିହ୍ୟ: ବୁଝାମଣା ଓ ଉଦାରତାକୁ ପ୍ରୋତ୍ସାହନ’ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
March 01st, 11:56 am
ମୋ ପାଇଁ ଏହା ବହୁତ ଖୁସୀ ଏବଂ ଗର୍ବର କଥା କି ଆଜି, ଜୋର୍ଡାନ ରାଜା, ଭାରତର କିଛି ବଛାବଛା ଧାର୍ମିକ ବିଦ୍ୱାନ ଆଉ ନେତାଗଣଙ୍କ ଏହି ସମୂହ ମଧ୍ୟରେ ଉପସ୍ଥିତ ଅଛନ୍ତି ।ପ୍ରଧାନମନ୍ତ୍ରୀ ଜୋର୍ଡାନ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କୁ ସାକ୍ଷାତ କରିଛନ୍ତି
February 09th, 08:58 pm
ପ୍ରଧାନମନ୍ତ୍ରୀ ମୋଦି ଆଜି ଜୋର୍ଡାନ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କୁ ସାକ୍ଷାତ କରିଛନ୍ତି ଏବଂ ତାଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।ଜୋର୍ଡାନର ଓମାନରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦୀ
February 09th, 06:50 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋର୍ଡାନର ଓମାନରେ ପହଂଚିଛନ୍ତି । ସେଠାରେ ସେ ଜୋର୍ଡାନ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କୁ ସାକ୍ଷାତ କରିବେ ।ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଜୋର୍ଡାନର ରୟାଲ କୋର୍ଟ ମୁଖ୍ୟ ଡଃ ଫାୟେଜ ତରାୱ୍ନେ
March 10th, 10:55 pm
Dr. Fayez Tarawneh, Chief of The Royal Hashemite Court of Jordan met Prime Minister Narendra Modi. They discussed the shared commitment to strengthen bilateral engagement and the many opportunities in this regard. Dr. Fayez Tarawneh also exchanged views with Prime Minister on the situation in West Asia and the scourge of terrorism that calls for a comprehensive international response.Sufism is the voice of peace, co-existence, compassion and equality; a call to universal brotherhood: PM Modi
March 17th, 08:20 pm