ଇଷ୍ଟର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
April 05th, 09:02 am
ଇଷ୍ଟର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।ଗୁଡ ଫ୍ରାଇଡେ ଅବସରରେ ସୌହାର୍ଦ୍ଦ୍ୟ ଏବଂ କରୁଣାର ମୂଲ୍ୟବୋଧ ଉପରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ
April 03rd, 09:38 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗୁଡ୍ ଫ୍ରାଇଡେ ଆମକୁ ଯୀଶୁଖ୍ରୀଷ୍ଟଙ୍କ ବଳିଦାନକୁ ମନେ ପକାଉଛି।ସମସ୍ତଙ୍କୁ ଆନନ୍ଦମୟ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
December 25th, 09:10 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶାନ୍ତି, କରୁଣା ଏବଂ ଆଶାରେ ପରିପୂର୍ଣ୍ଣ ଏକ ଆନନ୍ଦମୟ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି । ଯୀଶୁ ଖ୍ରୀଷ୍ଟଙ୍କ ଶିକ୍ଷା ଆମ ସମାଜରେ ସୌହାର୍ଦ୍ଦ୍ୟକୁ ମଜବୁତ କରୁ, ଶ୍ରୀ ମୋଦୀ କହିଛନ୍ତି।ଗୁଡ୍ ଫ୍ରାଇଡେ ଅବସରରେ ଦୟା ଏବଂ କରୁଣାର ମୂଲ୍ୟବୋଧ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ
April 18th, 09:42 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଡ ଫ୍ରାଇଡେର ପବିତ୍ର ଅବସରରେ, ଯୀଶୁ ଖ୍ରୀଷ୍ଟଙ୍କ ମହାନ ବଳିଦାନ ଉପରେ ଆଲୋକପାତ କରିଛନ୍ତି । ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହି ଦିନଟି ଆମ ଜୀବନରେ ଦୟା, କରୁଣା ଏବଂ ଉଦାରତାକୁ ଗ୍ରହଣ କରିବାକୁ ସ୍ମରଣ କରାଉଛି ।