ପ୍ରଭୁ ସ୍ୱାମୀନାରାୟଣଙ୍କ ଶିକ୍ଷାପତ୍ରୀର ଦ୍ଵିଶତାବ୍ଦୀ ପାଳନ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 23rd, 02:12 pm
ଜ୍ଞାନ ଯୋଗ ପ୍ରତି ଭାରତବର୍ଷ ଉତ୍ସର୍ଗୀକୃତ । ହଜାରେ ବର୍ଷର ବେଦ ଆଜି ଆମ ପାଇଁ ଏକ ପ୍ରେରଣା । ଆଧୁନିକତାକୁ ଆପଣେଇ ନେଇ ବେଦ ଅନୁସାରେ ଆମ ସାଧୁ ସନ୍ଥ ଆମ କାଳଖଣ୍ଡକୁ ପ୍ରଭାବିତ କରିଛନ୍ତି । ବେଦରୁ ଉପନିଷଦ, ଉପନିଷଦରୁ ପୁରାଣ, ଶ୍ରୁତି, ସ୍ମୃତି, କଥା, ଗୀତ ପରି ବିଭିନ୍ନ ବିବିଧତା ଭିତରେ ଆମ ସଂସ୍କୃତି ସଶକ୍ତ ହୋଇପାରିଛି ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷାପତ୍ରୀ ଦ୍ୱୀଶତାବ୍ଦୀ ମହୋତ୍ସବକୁ ସମ୍ବୋଧିତ କରିଛନ୍ତି
January 23rd, 02:00 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଶିକ୍ଷାପତ୍ରୀର ଦ୍ୱିଶତବାର୍ଷିକୀ ମହୋତ୍ସବକୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଭଗବାନ ସ୍ୱାମୀନାରାୟଣଙ୍କ ଶିକ୍ଷାପତ୍ରୀର ୨୦୦ ବର୍ଷ ପୂର୍ତ୍ତି ପାଳନ ସମସ୍ତଙ୍କ ପାଇଁ ଏକ ଅତ୍ୟନ୍ତ ପବିତ୍ର ଓ ଐତିହାସିକ ମୁହୂର୍ତ୍ତ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏହି ଦ୍ୱିଶତବାର୍ଷିକୀ ମହୋତ୍ସବରେ ସାମିଲ ହେବା ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା। ସେ ଏହି ପବିତ୍ର ଅବସରରେ ସମସ୍ତ ସନ୍ଥଙ୍କୁ ପ୍ରଣାମ ଜଣାଇବା ସହ ଭଗବାନ ସ୍ୱାମୀନାରାୟଣଙ୍କ କୋଟି କୋଟି ଅନୁଗାମୀଙ୍କୁ ଦ୍ୱିଶତବାର୍ଷିକୀ ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।ମଧ୍ୟପ୍ରଦେଶର ବୁରହାନପୁର ଦେଶର ପ୍ରଥମ ହର ଘର ଜଳ ପ୍ରମାଣିତ ଜିଲ୍ଲା ହୋଇଥିବାରୁ ସେଠାକାର ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
July 22nd, 09:43 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ବୁରହାନପୁର ନାଗରିକଙ୍କୁ ଦେଶର ପ୍ରଥମ ହର ଘର ଜଳ ପ୍ରମାଣିତ ଜିଲ୍ଲା ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।ଅକ୍ଟୋବର ୨ରେ ଗ୍ରାମ ପଞ୍ଚାୟତ ଓ ପାଣି ସମିତିଗୁଡିକ ସହ ପ୍ରଧାନମନ୍ତ୍ରୀଙ୍କ ଜଳ ଜୀବନ ମିଶନ ସମ୍ପର୍କରେ ଆଲୋଚନା
October 01st, 12:23 pm
ଅକ୍ଟୋବର ୨, ୨୦୧୧ ପୂର୍ବାହ୍ନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ରାମ ପଞ୍ଚାୟତ ଓ ପାଣି ସମିତି/ଗ୍ରାମ୍ୟ ଜଳ ଓ ସ୍ୱଚ୍ଛତା ସମିତି (ଭିଡବ୍ଲୁଏସସି)ଗୁଡିକ ସହିତ ଜଳ ଜୀବନ ମିଶନ ସମ୍ପର୍କରେ ଆଲୋଚନା କରିବେ ।‘କ୍ୟାଚ୍ ଦ ରେନ୍’ ଅଭିଯାନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 22nd, 12:06 pm
ବିଶ୍ୱ ଜଳଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ‘ଜଳଶକ୍ତି ଅଭିଯାନ’ର ‘କ୍ୟାଚ ଦି ରେନ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍-ବେଟୁଆ ନଦୀ ସଂଯୋଗ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଏବଂ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଐତିହାସିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ନଦୀ ସଂଯୋଗ ଯୋଜନାରେ ଜାତୀୟସ୍ତରର ଏହା ପ୍ରଥମ ପ୍ରକଳ୍ପ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଆଜି ମଧ୍ୟ ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଜସ୍ଥାନ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୁଜରାଟର ସରପଞ୍ଚ ଓ ୱାର୍ଡ ପଞ୍ଚମାନଙ୍କ ସହ ମତବିନିମୟ କରିଛନ୍ତି ।ବିଶ୍ୱ ଜଳ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ‘ଜଳଶକ୍ତି ଅଭିଯାନ: ‘କ୍ୟାଚ ଦି ରେନ’ କାର୍ଯ୍ୟକ୍ରମର ଶୁଭାରମ୍ଭ
March 22nd, 12:05 pm
ବିଶ୍ୱ ଜଳଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ‘ଜଳଶକ୍ତି ଅଭିଯାନ’ର ‘କ୍ୟାଚ ଦି ରେନ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍-ବେଟୁଆ ନଦୀ ସଂଯୋଗ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଏବଂ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଐତିହାସିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ନଦୀ ସଂଯୋଗ ଯୋଜନାରେ ଜାତୀୟସ୍ତରର ଏହା ପ୍ରଥମ ପ୍ରକଳ୍ପ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଆଜି ମଧ୍ୟ ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଜସ୍ଥାନ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୁଜରାଟର ସରପଞ୍ଚ ଓ ୱାର୍ଡ ପଞ୍ଚମାନଙ୍କ ସହ ମତବିନିମୟ କରିଛନ୍ତି ।ମାର୍ଚ୍ଚ 22ରେ ‘ଜଳ ଶକ୍ତି ଅଭିଯାନ : କ୍ୟାଚ୍ ଦ ରେନ୍’ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
March 21st, 12:54 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ଜଳ ଦିବସ ମାର୍ଚ୍ଚ 22, 2021 ମଧ୍ୟାହ୍ନ ସାଢ଼େ 12ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ‘ଜଳ ଶକ୍ତି ଅଭିଯାନ: କ୍ୟାଚ୍ ଦ ରେନ୍’ ଅଭିଯାନର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନଦୀ ସଂଯୋଗୀକରଣ ନିମନ୍ତେ ରାଷ୍ଟ୍ରବ୍ୟାପୀ ଯୋଜନାର ପ୍ରଥମ ପ୍ରକଳ୍ପ କେନ୍ ବେତୱା ଲିଙ୍କ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଐତିହାସିକ ବୁଝାପତ୍ର ସ୍ୱାକ୍ଷରିତ ହେବ।