୨୦୨୫ ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣଜୟୀ ଜାସ୍ମିନ ଲମ୍ବୋରିୟାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

September 14th, 07:44 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ବକ୍ସର ଜାସ୍ମିନ ଲମ୍ବୋରିୟାଙ୍କୁ ବିଶ୍ୱ ବକ୍ସିଂ ଚାମ୍ପିଅନସିପ ୨୦୨୫ରେ ୫୭ କିଲୋଗ୍ରାମ ଓଜନ ବର୍ଗରେ ଉଲ୍ଲେଖନୀୟ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।