ମହିଳା ୬୦ କିଲୋଗ୍ରାମ ବକ୍ସିଂରେ କାସ୍ୟପଦକ ବିଜେତା ଜସ୍ମିନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

August 06th, 10:06 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ମହିଳା ୬୦ କିଲୋଗ୍ରାମ ବକ୍ସିଂରେ କାଂସ୍ୟପଦକ ବିଜେତା ଜସ୍ମିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।