ପିଏସଏଲଭି-ସି51/ଆମାଜୋନିଆ-1 ମିଶନର ପ୍ରଥମ ଉତ୍ସର୍ଗୀକୃତ ବ୍ୟବସାୟିକ ଉତକ୍ଷେପଣ ପାଇଁ ଏନଏସଆଇଏଲ ଏବଂ ଇସ୍ରୋକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
February 28th, 01:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏସଏଲଭି-ସି51/ଆମାଜୋନିଆ-1 ମିଶନର ପ୍ରଥମ ଉତ୍ସର୍ଗୀକୃତ ବ୍ୟବସାୟିକ ଉତକ୍ଷେପଣର ସଫଳତା ପାଇଁ ଏନଏସଆଇଏଲ ଏବଂ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି ।ଦ୍ୱାଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାରତ ତରଫରୁ ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 17th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 17 ନଭେମ୍ବର 2020ରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱାଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାରତ ତରଫରୁ ଭର୍ଚୁଆଲ ଫର୍ମାଟରେ ନେତୃତ୍ୱ ନେଇଛନ୍ତି । ସମ୍ମିଳନୀର ଶୀର୍ଷକ ଥିଲା ‘ଅନ୍ତର୍ଜାତୀୟ ସ୍ଥିରତା, ନିରାପତ୍ତା ଏବଂ ଅଭିନବ ଅଭିବୃଦ୍ଧି’ । ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ପ୍ରମୁଖ ମଧ୍ୟ ସମ୍ମିଳନୀରେ ଯୋଗଦେଇଥିଲେ ।India Brazil partnership is stronger than ever in these challenging times says PM
April 10th, 02:29 pm
The Prime Minister, Shri Narendra Modi said that India Brazil partnership is stronger than ever in these challenging timesTelephone conversation between PM and President of Brazil
April 04th, 10:36 pm
PM Narendra Modi had a telephonic conversation with H.E. Jair Messias Bolsonaro, President of Brazil. The two leaders discussed the global situation in the wake of the spread of COVID-19 pandemic.Glimpses from Republic Day celebrations at Rajpath, New Delhi
January 26th, 11:44 am
India marked the 71st Republic Day with great fervor. At Rajpath in New Delhi, President Ram Nath Kovind unfurled the National Flag. PM Narendra Modi paid homage to the fallen soldiers at the Rashtriya Samar Smarak. President of Brazil Jair Bolsonaro joined the celebrations as the Chief Guest.ବ୍ରାଜିଲ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ବିନିମୟ ହୋଇଥିବା ବୁଝାମଣା / ରାଜିନାମାର ତାଲିକା
January 25th, 03:00 pm
ବ୍ରାଜିଲ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ବିନିମୟ ହୋଇଥିବା ବୁଝାମଣା / ରାଜିନାମାର ତାଲିକାବ୍ରାଜିଲ ରାଷ୍ଟ୍ରପତିଙ୍କ ସରକାରୀ ଗସ୍ତ ଅବସରରେ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
January 25th, 01:00 pm
ମୋର ମିତ୍ର ରାଷ୍ଟ୍ରପତି ବୋଲ୍ସୋନାରୋ ଏବଂ ତାଙ୍କର ଉଚ୍ଚସ୍ତରୀୟ ପ୍ରତିନିଧଙ୍କୁ ମୁଁ ଭାରତରେ ହାର୍ଦ୍ଦିକ ସ୍ୱାଗତ କରୁଛି । ଗତ ଆଠମାସ ମଧ୍ୟରେ ଏହା ହେଉଛି ଆମର ତୃତୀୟ ସାକ୍ଷାତ । ଏହା ଆମମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ମିତ୍ରତା ଏବଂ ଦୁଇ ଦେଶ ମଧ୍ୟରେ ନିବିଡ ହେଉଥିବା ସଂପର୍କଙ୍କୁ ଦର୍ଶାଉଛି ।PM Modi's remarks at BRICS Dialogue with Business Council and New Development Bank
November 14th, 09:40 pm
PM Modi addressed the Dialogue with BRICS Business Council and New Development Bank. The PM said the BRICS Business Council should make a roadmap of achieving the target of $500 billion Intra-BRICS trade. He also urged BRICS nations and New Development Bank to join coalition for disaster resilient infrastructure.ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀର ପୂର୍ଣ୍ଣାଙ୍ଗ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
November 14th, 08:36 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲରେ ଅନ୍ୟ ସଦସ୍ୟ ରାଷ୍ଟ୍ରମୁଖ୍ୟଙ୍କ ସହିତ ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀର ପୂର୍ଣ୍ଣକାଳୀନ ଅଧିବେଶନକୁ ସମ୍ବୋଧିତ କରିଥିଲେ ।ବ୍ରିକ୍ସ ବାଣିଜ୍ୟ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ
November 14th, 11:24 am
ବ୍ରିକ୍ସ ବାଣିଜ୍ୟ ମଞ୍ଚରେ ଅଂଶଗ୍ରହଣ କରିଥିବାରୁ ମୁଁ ଆନନ୍ଦିତ । ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀ କାର୍ଯ୍ୟକ୍ରମର ଆରମ୍ଭ ଏହି ମଞ୍ଚ ମାଧ୍ୟମରେ ହୋଇଛି । ବାଣିଜ୍ୟକୁ ପ୍ରାଥମିକତା ଦେଇଥିବାରୁ ମୁଁ ବ୍ରାଜିଲ ରାଷ୍ଟ୍ରପତି, ଏହି ମଞ୍ଚର ଆୟୋଜକ ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଉଛି ।ବ୍ରିକ୍ସ ବ୍ୟବସାୟିକ ମଞ୍ଚକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
November 14th, 11:23 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲଠାରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ ସମୟରେ ବ୍ରିକ୍ସ ବ୍ୟବସାୟିକ ମଞ୍ଚକୁ ସମ୍ବୋଧିତ କରିଛନ୍ତି । ବ୍ରିକ୍ସ ରାଷ୍ଟ୍ର ପ୍ରମୁଖ ମାନେ ମଧ୍ୟ ଏହି ବ୍ୟବସାୟିକ ମଞ୍ଚକୁ ସମ୍ବୋଧିତ କରିଥିଲେ ।ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ବ୍ରାଜିଲ ରାଷ୍ଟ୍ରପତି ମି. ଜେୟର ମେସିୟସ ବୋଲସୋନାରୋଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ
November 14th, 03:33 am
ବ୍ରାସିଲିଆଠାରେ ନଭେମ୍ବର 13, 2019ରେ ଅନୁଷ୍ଠିତ ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲ ରାଷ୍ଟ୍ରପତି ମି. ଜେୟର ମେସିୟସ ବୋଲସୋନାରୋଙ୍କୁ ଭେଟିଛନ୍ତି ।Prime Minister's visit to Brasilia, Brazil
November 12th, 01:07 pm
PM Modi will be visiting Brasilia, Brazil during 13-14 November to take part in the BRICS Summit. The PM will also hold bilateral talks with several world leaders during the visitନଭେମ୍ବର 13-14 ବ୍ରାଜିଲରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ
November 11th, 07:30 pm
ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 13ରୁ 14 ତାରିଖ ପର୍ଯ୍ୟନ୍ତ ବ୍ରାଜିଲର ବ୍ରାସିଲିଆ ଗସ୍ତ କରିବେ । ଚଳିତ ବର୍ଷ ବ୍ରିକ୍ସ ଶିଖର ସମ୍ମିଳନୀର ବିଷୟବସ୍ତୁ “ଏକ ଅଭିନବ ଭବିଷ୍ୟତ ପାଇଁ ଆର୍ଥିକ ଅଭିବୃଦ୍ଧି” ରଖାଯାଇଛି ।