ଜଗଦଗୁରୁ ପୁଜ୍ୟଶ୍ରୀ ସରସ୍ୱତୀ ଶଙ୍କରାଚାର୍ଯ୍ୟଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ
February 28th, 11:16 am
ସରସ୍ୱତୀ ଶଙ୍କରାଚାର୍ଯ୍ୟଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କହିଲେ '' ଶ୍ରୀ କାଞ୍ଚି କାମକୋଟି ପୀଠ ମଠାଧିଶ ଜଗଦଗୁରୁ ପୁଜ୍ୟଶ୍ରୀ ସରସ୍ୱତୀ ଶଙ୍କରାଚାର୍ଯ୍ୟଙ୍କ ବିୟୋଗ ବହୁତ ଦୁଖଦଃ ବିଷୟ । ସେ ନିଜର ଉଦାହରଣ ଏବଂ ଉତ୍କୃଷ୍ଟ ବିଚାର ଯୋଗୁ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଏବଂ ମନରେ ଜୀବିତ ରହିବେ । ମୃତ ଆତ୍ମାକୁ ଓମ ଶାନ୍ତି ।