India is a living land with a vibrant culture: PM Modi at inauguration of Sri Sri Radha Madanmohanji Temple in Navi Mumbai

January 15th, 04:00 pm

PM Modi inaugurated the Sri Sri Radha Madanmohanji Temple, an ISKCON project in Navi Mumbai. “India is an extraordinary and wonderful land, not just a piece of land bound by geographical boundaries, but a living land with a vibrant culture,” the Prime Minister exclaimed. He emphasised that the essence of this culture is spirituality, and to understand India, one must first embrace spirituality.

PM Modi inaugurates the Sri Sri Radha Madanmohanji Temple of ISKCON in Navi Mumbai

January 15th, 03:30 pm

PM Modi inaugurated the Sri Sri Radha Madanmohanji Temple, an ISKCON project in Navi Mumbai. “India is an extraordinary and wonderful land, not just a piece of land bound by geographical boundaries, but a living land with a vibrant culture,” the Prime Minister exclaimed. He emphasised that the essence of this culture is spirituality, and to understand India, one must first embrace spirituality.

୧୫ ଜାନୁଆରୀରେ ମହାରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

January 13th, 11:16 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ ଜାନୁଆରୀରେ ମହାରାଷ୍ଟ୍ର ଗସ୍ତ କରିବେ । ସକାଳ ପ୍ରାୟ ୧୦:୩୦ରେ ପ୍ରଧାନମନ୍ତ୍ରୀ ମୁମ୍ବାଇର ନୌସେନା ଡକ୍‌ୟାର୍ଡରେ ନୌସେନାର ତିନିଟି ଅଗ୍ରଣୀ ଯୁଦ୍ଧପୋତ ଆଇଏନ୍‌ଏସ୍ ସୁରଟ, ଆଇଏନ୍‌ଏସ୍ ନୀଳଗିରି ଏବଂ ଆଇଏନ୍‌ଏସ୍ ବାଘଶିରକୁ ଦେଶକୁ ଉତ୍ସର୍ଗ କରିବେ । ଏହା ପରେ ଅପରାହ୍ନ ପ୍ରାୟ ୩:୩୦ ସମୟରେ, ସେ ନାଭି ମୁମ୍ବାଇର ଖାରଘର୍‌ରେ ଇସ୍‌କନ୍ ମନ୍ଦିର ଉଦ୍‌ଘାଟନ କରିବେ ।

ଗ୍ରୀସରେ ଇସ୍କନ ମୁଖ୍ୟ ଗୁରୁ ଦୟାନିଧି ଦାସଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

August 25th, 10:55 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଅଗଷ୍ଟ ୨୫ରେ ଗ୍ରୀସର ଏଥେନ୍ସରେ ଇସ୍କନ ମୁଖ୍ୟ ଗୁରୁ ଦୟାନିଧି ଦାସଙ୍କୁ ଭେଟିଛନ୍ତି ।

ପ୍ରଧାନମନ୍ତ୍ରୀ ଇଟାଲୀୟାନ କଂଗ୍ରେଗେସନ ଫର କୃଷ୍ଣ କନସାଇଓନେସ୍‍ (ଇସ୍‍କନ) ପ୍ରତିନିଧୀଙ୍କୁ ଭେଟିଛନ୍ତି

October 30th, 12:10 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ସଂଗଠନର ସଦସ୍ୟଙ୍କ ସହ ଇଟାଲୀୟାନ କଂଗ୍ରେଗେସନ ଫର କୃଷ୍ଣ କନସାଇଓନେସ୍‍ (ଇସ୍‍କନ) ପ୍ରତିନିଧୀଙ୍କ ସହ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ (ତା୦୧.୦୯.୨୦୨୧)ଦିନ ଶ୍ରୀଲ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ୧୨୫ତମ ଜନ୍ମ ଶତବାର୍ଷିକୀ ଅବସରରେ ଏକ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ

August 31st, 03:04 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ତା୦୧.୦୯.୨୦୨୧) ଅପରାହ୍ନ ୪.୩୦ରେ ଶ୍ରୀଲ ଭକ୍ତ ବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ଏକ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିବେ ।

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଇସ୍କନ, ନୂଆଦିଲ୍ଲୀଠାରେ ଗୀତା ଆରାଧନା ମହୋତ୍ସବରେ ଯୋଗଦେବେ

February 25th, 06:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 26 ଫେବୃଆରୀ, 2019ରେ ନୂଆଦିଲ୍ଲୀର ପୂର୍ବ କୈଳାସସ୍ଥିତ ଇସ୍କନ-ଗ୍ଲୋରି ଅଫ କଲଚରାଲ ସେଂଟରଠାରେ ଗୀତା ଆରାଧନା ମହୋତ୍ସବରେ ଯୋଗଦେବେ ।

Shri Gopal Krishna Goswami Maharaja, Head, ISKCON meets PM Modi

March 18th, 03:43 pm



PM meets Ms. Maryam Asif Siddiqui, winner of Bhagavad Gita Champion League

June 18th, 02:10 pm