Ending TMC’s Maha Jungle Raj and bringing BJP’s good governance is essential: PM Modi in Singur, West Bengal
January 18th, 03:35 pm
PM Modi addressed a massive public rally in Singur, Hooghly, where he said the overwhelming public enthusiasm reflected Bengal’s resolve for real poriborton and an end to 15 years of what he termed as Maha Jungle Raj. Calling upon the people to take a pledge for change, he led the crowd in the slogan, “Paltaano Dorkar… Chai BJP Shorkar.”PM Modi addresses a massive public rally in Singur, Hooghly, West Bengal
January 18th, 03:32 pm
PM Modi addressed a massive public rally in Singur, Hooghly, where he said the overwhelming public enthusiasm reflected Bengal’s resolve for real poriborton and an end to 15 years of what he termed as Maha Jungle Raj. Calling upon the people to take a pledge for change, he led the crowd in the slogan, “Paltaano Dorkar… Chai BJP Shorkar.”PM Modi addresses public meetings at West Bengal’s Bardhaman, Kalyani and Barasat
April 12th, 11:59 am
PM Modi addressed three mega rallies in West Bengal’s Bardhaman, Kalyani and Barasat today. Speaking at the first rally the PM said, “Two things are very popular here- rice and mihi dana. In Bardhaman, everything is sweet. Then tell me why Didi doesn't like Mihi Dana. Didi's bitterness, her anger is increasing every day because in half of West Bengal's polls, TMC is wiped out. People of Bengal hit so many fours and sixes that BJP has completed century in four phases of assembly polls.”ଏନଇପି 2020 ଅନ୍ତର୍ଗତ “ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ ଶିକ୍ଷା” ଉପରେ ଆୟୋଜିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 11th, 11:01 am
ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ, ଦେଶର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ, ଶ୍ରୀ ସଞ୍ଜୟ ଧୋତ୍ରେ, ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ କରିଥିବା ସମିତିର ଅଧ୍ୟକ୍ଷ ଡ. କସ୍ତୁରୀ ରଙ୍ଗନ, ତାଙ୍କ ଦଳର ସମ୍ମାନିତ ସଦସ୍ୟଗଣ, ଏହି ବିଶେଷ ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ସମସ୍ତ ରାଜ୍ୟର ବିଦ୍ଵାନ, ପ୍ରଧାନ ଆଚାର୍ଯ୍ୟ, ଶିକ୍ଷକଗଣ, ଭାଇ ଓ ଭଉଣୀମାନେ ଆଜି ଆମେ ସମସ୍ତେ ଏପରି ଏକ କ୍ଷଣର ଅଂଶବିଶେଷ ପାଲଟିଛୁ ଯାହା ଆମ ଦେଶର ଭବିଷ୍ୟତ ନିର୍ମାଣ ପାଇଁ ମୂଳଦୁଆ ପକାଇବ। ଏହା ଏପରି ଏକ ମୁହୂର୍ତ୍ତ ଯେଉଁଥିରେ ନୂଆ ଯୁଗ ନିର୍ମାଣ ପାଇଁ ବୀଜ ବପନ ହୋଇଛି । ଜାତୀୟ ଶିକ୍ଷା ନୀତି, ଏକବିଂଶ ଶତାବ୍ଦୀର ଭାରତକୁ ନୂଆ ଦିଗ ପ୍ରଦାନ କରିବ।ରାଷ୍ଟ୍ରୀୟ ଶିକ୍ଷା ନୀତି 2020 ଅଧୀନରେ “ଏକବିଂଶ ଶତାବ୍ଦୀରେ ସ୍କୁଲ ଶିକ୍ଷା” ଉପରେ ଆୟୋଜିତ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
September 11th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) 2020 ଅଧୀନରେ ଆୟୋଜିତ “ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ ଶିକ୍ଷା” ଶୀର୍ଷକ ସମ୍ମିଳନୀକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।କୋଲକାତାରେ ପୁନରୁଦ୍ଧାର ହୋଇଥିବା 4ଟି ଐତିହ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
January 11th, 05:31 pm
ଆଜି ଯେତେବେଳେ ଆପଣଙ୍କ ଗହଣରେ ଥିଲି, ଏହିସବୁ କଥାକୁ ଦେଖୁଥିଲି ତ ମନ ସେହି ସବୁ ଭାବରେ ଭରିଯାଉଥିଲା । ଆଉ ଏହି ପ୍ରଦର୍ଶନୀ, ଏପରି ଲାଗୁଥିଲା ଯେପରି ସେହିକ୍ଷଣ ମଧ୍ୟରେ ମୁଁ ସ୍ୱୟଂ ଜୀଇଁଛି ଯାହା ସେହି ମହାନ ଚିତ୍ରକରମାନେ, ରଙ୍ଗକାରମାନେ, କଳାକାରମାନେ ରଚନା କରିଛନ୍ତି, ଜୀଇଁଛନ୍ତି । ବଙ୍ଗଳା ଭୂମିର, ବଙ୍ଗଳା ମାଟିର ଏହି ଅଦ୍ଭୁତ ଶକ୍ତି, ମୋହିତ କରିବା ଭଳି । ମହକକୁ ପ୍ରଣାମ କରିବାର ଇଏ ହେଉଛି ମୋ ପାଇଁ ଅବସର । ଏହା ସହିତ ଜଡିତ ଅତୀତ ଏବଂ ବର୍ତ୍ତମାନର ସମସ୍ତ ଲୋକଙ୍କୁ ମଧ୍ୟ ମୁଁ ଶ୍ରଦ୍ଧାସୁମନ ଅର୍ପଣ କରୁଛି ।କୋଲକାତାରେ ପୁନରୁଦ୍ଧାର ହୋଇଥିବା 4ଟି ଐତିହ୍ୟ ଅଟ୍ଟାଳିକା ରାଷ୍ଟ୍ରକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ
January 11th, 05:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତାରେ ପୁନରୁଦ୍ଧାର କରାଯାଇଥିବା 4ଟି ଐତିହାସିକ ଅଟ୍ଟାଳିକାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏଥିରେ ଓଲ୍ଡ କରେନ୍ସିଂ ବିଲ୍ଡିଂ, ବେଲଭେଡିଅର ହାଉସ, ଭିକ୍ଟୋରିଆ ମେମୋରିଆଲ ହଲ ଏବଂ ମେଟକାଫେ ହାଉସ ସାମିଲ ରହିଛି ।