Prime Minister greets all CRPF personnel on their Raising Day

July 27th, 02:13 pm

Prime Minister Shri Narendra Modi today extended his greetings to all CRPF personnel on their Raising Day. He stated that the CRPF has distinguished itself through its unwavering courage and commitment to duty.

ଜାନୁଆରୀ ୨୧-୨୨ ତାରିଖରେ ସର୍ବ ଭାରତୀୟ ପୋଲିସ୍‍ ଡିଜି/ଆଇଜି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ

January 20th, 07:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୧-୨୨ ଜାନୁଆରୀ, ୨୦୨୩ ରେ ନୂଆଦିଲ୍ଲୀ ସ୍ଥିତ ଜାତୀୟ କୃଷି ବିଜ୍ଞାନ ସୌଧ, ପୁଷା, ଠାରେ ଅନୁଷ୍ଠିତ ସର୍ବ ଭାରତୀୟ ପୋଲିସ୍ ଡାଇରେକ୍ଟର ଜେନେରାଲ / ଇନ୍ସପେକ୍ଟର ଜେନେରାଲ୍ ସମ୍ମିଳନୀରେ ଯୋଗଦେବେ ।

ଗୁଜୁରାଟର ରାଷ୍ଟ୍ରୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟର ପ୍ରଥମ ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷର ମୂଳ ପାଠ

March 12th, 12:14 pm

ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ, ରାଷ୍ଟ୍ରୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟର କୁଳପତି ବିମଲ ପଟେଲ ଜୀ, ଅଫିସର୍ସ, ଶିକ୍ଷକ, ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ, ଅଭିଭାବକ ଗଣ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ର ବ୍ୟକ୍ତିମାନେ ।

ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିବା ସହ ପ୍ରଥମ ଦୀକ୍ଷାନ୍ତ ଭାଷଣ ଦେଲେ ପ୍ରଧାନମନ୍ତ୍ରୀ

March 12th, 12:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦ ଠାରେ ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟର ଏକ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିବା ସହିତ ଏଠାରେ ପ୍ରଥମ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା, ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଉପସ୍ଥିତ ଥିଲେ ।

ଭର୍ଚୁଆଲ ମାଧ୍ୟମରେ ସାଂଘାଇ ସହଯୋଗ ସଂଗଠନର ରାଷ୍ଟ୍ର ମୁଖ୍ୟମାନଙ୍କ ପରିଷଦର ୨୧ତମ ବୈଠକରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

September 17th, 05:21 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ରାଷ୍ଟ୍ର ମୁଖ୍ୟମାନଙ୍କ ୨୧ତମ ବୈଠକରେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଛନ୍ତି। ଏଥିସହିତ ସେ ଆଫଗାନିସ୍ତାନ ଉପରେ ଯୁଗ୍ମ ଏସସିଓ-ସିଏସଟିଓ ଜନସମ୍ପର୍କ ଅଧିବେଶନରେ ଭିଡିଓ ବାର୍ତ୍ତା ମାଧ୍ୟମରେ ସାମିଲ ହୋଇଥିଲେ।

ଆଫଗାନିସ୍ତାନ ପ୍ରସଙ୍ଗରେ ଏସସିଓ- ସିଏସଟିଓ ଆଉଟରିଚ୍ ସମିଟ୍ ପାଇଁ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

September 17th, 05:01 pm

ଆଫଗାନିସ୍ତାନ ପରିସ୍ଥିତି ଉପରେ ଏସସିଓ ଏବଂ ସିଏସଟିଓ ମଧ୍ୟରେ ସ୍ୱତନ୍ତ୍ର ବୈଠକ ଆୟୋଜନ ନିମନ୍ତେ ରାଷ୍ଟ୍ରପତି ରହମୋନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।

ଏସ୍‌ସିଓ କାଉନସିଲ ରାଷ୍ଟ୍ରମୁଖ୍ୟଙ୍କ ଏକବିଂଶ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

September 17th, 12:22 pm

ପ୍ରେସିଡେଣ୍ଟ ରହମନ ଏସ୍‌ସିଓ କାଉନସିଲର ଅଧ୍ୟକ୍ଷପଦ ସଫଳତାର ସହିତ ପରିଚାଳନା କରିଥିବାରୁ ପ୍ରାରମ୍ଭରେ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି । ଏକ ଅତ୍ୟନ୍ତ ଆହ୍ୱାନମୂଳକ ଆଞ୍ଚଳିକ ଓ ଆନ୍ତର୍ଜାତିକ ପରିସ୍ଥିତିରେ ତାଜିକ୍‌ସ୍ଥାନର ରାଷ୍ଟ୍ରପତି ଏହି ସଂଗଠନର ଦାୟିତ୍ୱ ଅତ୍ୟନ୍ତ ସୂଚାରୁରୂପେ ପରିଚାଳନାକରିଛନ୍ତି । ଚଳିତବର୍ଷ ତାଜିକସ୍ଥାନ ତାର ସ୍ୱାଧୀନତାର ୩୦ବର୍ଷ ପୂର୍ତ୍ତି ପାଳନ କରୁଥିବାରୁ ମୁଁ ଭାରତ ପକ୍ଷରୁ ତାଜିକବାସୀ ଭାଇଭଉଣୀ ଏବଂ ଏହାର ପ୍ରେସିଡେଣ୍ଟ ରହମନଙ୍କୁ ଶୁଭେଚ୍ଛା ଜଣାଉଛି ।

PM Modi's remarks on situation at India-China Border

June 17th, 03:50 pm

India wants peace but is capable of giving a befitting reply if provoked, PM Modi said during his remarks on the border clash between soldiers of the Indian and Chinese army in eastern Ladakh.

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ 2018 ବ୍ୟାଚର ଆଇପିଏସ ଶିକ୍ଷାନବୀସ

October 09th, 06:21 pm

ସେବା ଓ ସମର୍ପଣ ଭାବନା ନେଇ ଦୈନନ୍ଦିନ କାର୍ଯ୍ୟ କରିବା ଲାଗି ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ସାଧାରଣ ନାଗରିକଙ୍କ ସହିତ ପୁଲିସ ବାହିନୀର ସୁସମ୍ପର୍କ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ପ୍ରତ୍ୟେକ ଅଧିକାରୀଙ୍କୁ ପୁଲିସ ବାହିନୀ ବିଷୟରେ ଜନସାଧାରଣଙ୍କ ଦୃଷ୍ଟିକୋଣକୁ ବୁଝିବା ଆବଶ୍ୟକ ଏବଂ ପୁଲିସ ବାହିନୀକୁ ନାଗରିକ ଅନୁକୂଳ ତଥା ଗ୍ରହଣଯୋଗ୍ୟ କରିବା ଲାଗି କାମ କରିବା ଆବଶ୍ୟକ ।

Annual Conference on Internal Security - Gujarat CM demands white paper on internal security

June 05th, 07:35 pm

Annual Conference on Internal Security - Gujarat CM demands white paper on internal security

Shri Narendra Modi's speech at the Conference of Chief Ministers on Internal Security, New Delhi

June 05th, 01:30 pm

Shri Narendra Modi's speech at the Conference of Chief Ministers on Internal Security, New Delhi

Shri Modi to attend CM's Conference on Internal Security in New Delhi on 5th June 2013

June 03rd, 12:12 pm

Shri Modi to attend CM's Conference on Internal Security in New Delhi on 5th June 2013

Rakshashakti Varsity to train youth for internal security: Hon'ble CM

July 22nd, 01:27 pm

Rakshashakti Varsity to train youth for internal security: Hon'ble CM

CM: Law dealing with internal security should be reinforced

February 08th, 09:39 am

CM: Law dealing with internal security should be reinforced

Shri Narendrabhai Modi shares plight and sorrow of the Terror wrecked Mumbai

November 28th, 08:21 am

Shri Narendrabhai Modi shares plight and sorrow of the Terror wrecked Mumbai

Chief Minister writes a detail letter to the Prime Minister

November 28th, 08:18 am

Chief Minister writes a detail letter to the Prime Minister

In the wake of Terror-Attacks in Mumbai-Internal security In the State has been beefed up

November 28th, 08:13 am

In the wake of Terror-Attacks in Mumbai-Internal security In the State has been beefed up

UPA govt. mismanaged national security: Modi

September 15th, 05:18 am

UPA govt. mismanaged national security: Modi