ଭାରତର ସି ଡ଼ବ୍ଲୁ ଜି ଚାମ୍ପିଅନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ

August 10th, 10:00 am

ବାସଭବନରେ ଜାତୀୟ କ୍ରୀଡ଼ାବିତ୍‌ମାନଙ୍କୁ ସ୍ୱାଗତ କରିବା ତାଙ୍କର ୧୨ ରୁ ୧୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଏକ ନିୟମିତ ଏବଂ ପ୍ରିୟ ପରମ୍ପରା ହୋଇରହିଛି। ସେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି ଯେ, ଦେଶ ପାଇଁ କ୍ରମାଗତ ବିଜୟ ହାସଲ କରିବାରେ ଭାରତୀୟ କ୍ରୀଡ଼ାବିତ୍‌ମାନଙ୍କର ନିଷ୍ଠାପର ପ୍ରଚେଷ୍ଟା ଏବଂ ନିରନ୍ତର ସଫଳତା ସ୍କୁଲର କୋମଳମତି ଛାତ୍ରଛାତ୍ରୀଙ୍କୁ କୌଣସି ସାଧାରଣ ପ୍ରଚାରମୂଳକ ଉପଦେଶ ତୁଳନାରେ ଅଧିକ ପ୍ରେରଣା ଯୋଗାଏ। ଶ୍ରୀ ମୋଦୀ କହିଛନ୍ତି, ଆମେ ସ୍କୁଲକୁ ଯାଇ ଯେତେ କହିଲେ ବି ତାହା ଅପେକ୍ଷା ଆପଣଙ୍କ ପଦକ ସେମାନଙ୍କୁ ଅଧିକ ପ୍ରେରିତ କରିଥାଏ।”

ରାଜ୍ୟଗୋଷ୍ଠୀ କ୍ରୀଡା ବିଜେତାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 10th, 09:30 am

ବାସଭବନରେ ଜାତୀୟ କ୍ରୀଡ଼ାବିତ୍‌ମାନଙ୍କୁ ସ୍ୱାଗତ କରିବା ତାଙ୍କର ୧୨ ରୁ ୧୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଏକ ନିୟମିତ ଏବଂ ପ୍ରିୟ ପରମ୍ପରା ହୋଇରହିଛି। ସେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି ଯେ, ଦେଶ ପାଇଁ କ୍ରମାଗତ ବିଜୟ ହାସଲ କରିବାରେ ଭାରତୀୟ କ୍ରୀଡ଼ାବିତ୍‌ମାନଙ୍କର ନିଷ୍ଠାପର ପ୍ରଚେଷ୍ଟା ଏବଂ ନିରନ୍ତର ସଫଳତା ସ୍କୁଲର କୋମଳମତି ଛାତ୍ରଛାତ୍ରୀଙ୍କୁ କୌଣସି ସାଧାରଣ ପ୍ରଚାରମୂଳକ ଉପଦେଶ ତୁଳନାରେ ଅଧିକ ପ୍ରେରଣା ଯୋଗାଏ। ଶ୍ରୀ ମୋଦୀ କହିଛନ୍ତି, ଆମେ ସ୍କୁଲକୁ ଯାଇ ଯେତେ କହିଲେ ବି ତାହା ଅପେକ୍ଷା ଆପଣଙ୍କ ପଦକ ସେମାନଙ୍କୁ ଅଧିକ ପ୍ରେରିତ କରିଥାଏ।”

ପ୍ରଧାନମନ୍ତ୍ରୀ ରାଜ୍ୟଗୋଷ୍ଠୀ କ୍ରୀଡା 2026 ପଦକ ବିଜେତାଙ୍କୁ ଆତିଥ୍ୟତା ପ୍ରଦାନ କରିଛନ୍ତି

August 09th, 10:07 pm

ପ୍ରଧାନମନ୍ତ୍ରୀ ମୋଦୀ 2026 ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ଉତ୍କୃଷ୍ଟ ପଦକ ବିଜେତାମାନଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ, ଏହି ସମୟରେ ଚାମ୍ପିଅନମାନେ କ୍ରୀଡ଼ାରୁ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ। ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କ ସଫଳତାକୁ ପ୍ରଶଂସା କରି କହିଥିଲେ ଯେ ସେମାନେ ଅନେକ ଯୁବପିଢ଼ିଙ୍କୁ କ୍ରୀଡ଼ା ଗ୍ରହଣ କରିବାକୁ ପ୍ରେରଣା ଦିଅନ୍ତି।

୨୬ ଜୁଲାଇରେ ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ୨୦୨୬’ର ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

July 25th, 11:10 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୬ ଜୁଲାଇ ୨୦୨୬ ଅପରାହ୍ନ ୪:୩୦ ସମୟରେ ଭିଡିଓ କନଫରରେନ୍ସିଂ ମାଧ୍ୟମରେ ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ୨୦୨୬’ର ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା କରିବେ ।

ଭାରତ- ନ୍ୟୁଜିଲାଣ୍ଡ ରଣନୀତିକ ସହଭାଗିତା: ୨୦୩୦ ପାଇଁ ରୋଡମ୍ୟାପ୍

July 11th, 08:06 am

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ୧୧ ଜୁଲାଇ ୨୦୨୬ରେ ନ୍ୟୁଜିଲ୍ୟାଣ୍ଡର ଅକଲାଣ୍ଡ ଠାରେ ପରସ୍ପରକୁ ଭେଟି ଉଭୟ ଦେଶ ମଧ୍ୟରେ ‘ଭାରତ-ନ୍ୟୁଜିଲ୍ୟାଣ୍ଡ ରଣନୀତିକ ସହଭାଗିତା' ପ୍ରତିଷ୍ଠା କରାଯିବା ନେଇ ଘୋଷଣା କରିଛନ୍ତି। ଆଗାମୀ ଚାରି ବର୍ଷ ମଧ୍ୟରେ ଏହି ରଣନୀତିକ ସହଭାଗିତାକୁ ଆହୁରି ମଜବୁତ କରିବା ଏବଂ ମିଳିତ କାର୍ଯ୍ୟପନ୍ଥାକୁ ଆଗକୁ ବଢ଼ାଇବା ପାଇଁ ଉଭୟ ପ୍ରଧାନମନ୍ତ୍ରୀ 'ରୋଡମ୍ୟାପ୍ ଟୁ ୨୦୩୦' କୁ ଏକ ବ୍ୟବସ୍ଥିତ ଢାଞ୍ଚା ଭାବେ ଅନୁମୋଦନ କରିଛନ୍ତି। ରଣନୈତିକ ସହଭାଗୀତାରେ ଏହି ରୋଡମ୍ୟାପର ନିମ୍ନଲିଖିତ ସ୍ତମ୍ଭଗୁଡ଼ିକରେ ଉଲ୍ଲେଖିତ କ୍ଷେତ୍ର ଏବଂ ପଦକ୍ଷେପ ଅନ୍ତର୍ଭୁକ୍ତ, କିନ୍ତୁ ଏହା ଏହି ପରିସର ମଧ୍ୟରେ ସୀମିତ ନୁହେଁ ।

ଆଲଷ୍ଟମ୍‌ର ସିଇଓ ମାର୍ଟିନ୍ ସିଓନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ; ଭାରତର ଯୁବପିଢ଼ିଙ୍କ ସହ ବୈଶ୍ୱିକ ସହଯୋଗର ସୁଯୋଗ ଉପରେ କଲେ ଆଲୋକପାତ

June 18th, 06:42 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଲଷ୍ଟମ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଶ୍ରୀ ମାର୍ଟିନ୍ ସିଓନଙ୍କ ସହ ଏକ ଫଳପ୍ରଦ ଆଲୋଚନା କରିଥିଲେ।

ଏଲଡିଏଫ ଏବଂ ୟୁଡିଏଫର ଦୁର୍ନୀତି ଏବଂ ତୁଷ୍ଟିକରଣ ରାଜନୀତି କେରଳମର ସଂସ୍କୃତି ଏବଂ ବିଶ୍ୱାସକୁ କ୍ଷତି ପହଞ୍ଚାଉଛି: ତିରୁଭାଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦୀ

April 04th, 08:27 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥିରୁଭାଲ୍ଲାରେ ଏକ ବିଶାଳ ଏବଂ ଉତ୍ସାହୀ ସମାବେଶକୁ ସମ୍ବୋଧିତ କରି ସମର୍ଥକମାନଙ୍କୁ ଉତ୍ସାହିତ କରିଥିଲେ ଏବଂ କେରଳମ ଏକ ଐତିହାସିକ ରାଜନୈତିକ ପରିବର୍ତ୍ତନର ଦ୍ୱାରରେ ଥିବା ବିଶ୍ୱାସ ପ୍ରକାଶ କରିଥିଲେ। ଅଭୂତପୂର୍ବ ଜନସମାବେଶକୁ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, ଥିରୁଭାଲ୍ଲାରେ ଲୋକଙ୍କ ବିପୁଳ ଉପସ୍ଥିତି, ଏନଡିଏ ପ୍ରତି ଆପଣଙ୍କର ବିଶ୍ୱାସ ଏବଂ ମା' ଏବଂ ଭଉଣୀମାନଙ୍କ ଦ୍ୱାରା ପ୍ରଦର୍ଶିତ ସ୍ନେହ ଏବଂ ଆତ୍ମବିଶ୍ୱାସ ସାରା କେରଳମରେ ମନୋଭାବକୁ ପ୍ରତିଫଳିତ କରେ। ରାଜ୍ୟ ଏକ ବଡ଼ ପରିବର୍ତ୍ତନ ଆଡକୁ ଅଗ୍ରସର ହେଉଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଥିରୁଭାଲ୍ଲା ରାଲି କେରଳମରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନର ସଙ୍କେତ ଦିଏ

April 04th, 03:35 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥିରୁଭାଲ୍ଲାରେ ଏକ ବିଶାଳ ଏବଂ ଉତ୍ସାହୀ ସମାବେଶକୁ ସମ୍ବୋଧିତ କରି ସମର୍ଥକମାନଙ୍କୁ ଉତ୍ସାହିତ କରିଥିଲେ ଏବଂ କେରଳମ ଏକ ଐତିହାସିକ ରାଜନୈତିକ ପରିବର୍ତ୍ତନର ଦ୍ୱାରରେ ଥିବା ବିଶ୍ୱାସ ପ୍ରକାଶ କରିଥିଲେ। ଅଭୂତପୂର୍ବ ଜନସମାବେଶକୁ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, ଥିରୁଭାଲ୍ଲାରେ ଲୋକଙ୍କ ବିପୁଳ ଉପସ୍ଥିତି, ଏନଡିଏ ପ୍ରତି ଆପଣଙ୍କର ବିଶ୍ୱାସ ଏବଂ ମା' ଏବଂ ଭଉଣୀମାନଙ୍କ ଦ୍ୱାରା ପ୍ରଦର୍ଶିତ ସ୍ନେହ ଏବଂ ଆତ୍ମବିଶ୍ୱାସ ସାରା କେରଳମରେ ମନୋଭାବକୁ ପ୍ରତିଫଳିତ କରେ। ରାଜ୍ୟ ଏକ ବଡ଼ ପରିବର୍ତ୍ତନ ଆଡକୁ ଅଗ୍ରସର ହେଉଛି।

ପଶ୍ଚିମ ଏସିଆ ସଂଘର୍ଷ ପରିପ୍ରେକ୍ଷୀରେ ନିଆଯାଉଥିବା ପଦକ୍ଷେପର ସମୀକ୍ଷା ନିମନ୍ତେ ଆୟୋଜିତ ସିସିଏସ୍ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା

April 01st, 10:04 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୭ ଲୋକ କଲ୍ୟାଣ ମାର୍ଗରେ ନିରାପତ୍ତା ସମ୍ପର୍କିତ କ୍ୟାବିନେଟ କମିଟି (ସିସିଏସ୍)ର ଏକ ସ୍ୱତନ୍ତ୍ର ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ଅବସରରେ ସେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ପରିପ୍ରେକ୍ଷୀରେ ବିଭିନ୍ନ ମନ୍ତ୍ରଣାଳୟ / ବିଭାଗ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଏବଂ ନିଆଯିବାକୁ ଥିବା ଅନ୍ୟ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ। ଏହା ଏହି ପ୍ରସଙ୍ଗରେ ଦ୍ୱିତୀୟ ସ୍ୱତନ୍ତ୍ର ସିସିଏସ୍ ବୈଠକ ଥିଲା।

A bunch of moments from PM Modi’s Assam visit that stood out

April 01st, 05:39 pm

Prime Minister Narendra Modi visited a tea garden in Assam’s Dibrugarh and interacted with the women working there. Walking through the plantation, he briefly joined them in plucking tea leaves and observed their work up close.

କାନାଡା ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

February 26th, 10:40 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ୨୭ ଫେବୃଆରୀରୁ ୨ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଭାରତକୁ ଏକ ସରକାରୀ ଗସ୍ତରେ ଆସିବେ । ଏହା ପ୍ରଧାନମନ୍ତ୍ରୀ କାର୍ନିଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ ହେବ ।

ନୀତି ଆୟୋଗରେ ପ୍ରଖ୍ୟାତ ଅର୍ଥନୀତିଜ୍ଞଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

December 30th, 06:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନରେ ନୀତି ଆୟୋଗର ପ୍ରଖ୍ୟାତ ଅର୍ଥନୀତିଜ୍ଞ ଏବଂ ଏକ ବିଶେଷଜ୍ଞ ଦଳଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନାର ବିଷୟବସ୍ତୁ ଥିଲା 'ଆତ୍ମନିର୍ଭରତା ଏବଂ ଗଠନାତ୍ମକ ପରିବର୍ତ୍ତନ: ବିକଶିତ ଭାରତ ପାଇଁ ଏଜେଣ୍ଡା'।

Our country is full of talent in every village and town: PM Modi

December 25th, 11:10 am

PM Modi interacted with young sportspersons from across the country during the Sansad Khel Mahotsav, listening to their journeys, aspirations and experiences. Encouraging them to balance sports with education, he lauded their discipline, dedication and confidence. The PM reaffirmed the government’s commitment to nurturing grassroots sporting talent and building a strong sporting ecosystem in India.

ଏଲଏନଜେପି ହସ୍ପିଟାଲ ପରିଦର୍ଶନ କରି ବିସ୍ଫୋରଣ ପୀଡିତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

November 12th, 03:21 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ଏଲଏନଜେପି ହସ୍ପିଟାଲ ପରିଦର୍ଶନ କରି ସମ୍ପ୍ରତି ଘଟିଥିବା ବିସ୍ଫୋରଣ ଘଟଣାରେ ଆହତମାନଙ୍କୁ ଭେଟିଛନ୍ତି । ସେ ପୀଡିତ ଏବଂ ସେମାନଙ୍କ ପରିବାରବର୍ଗଙ୍କ ସହିତ ଆଲୋଚନା କରିଛନ୍ତି। ସେମାନଙ୍କ ଚିକିତ୍ସା ବିଷୟରେ ପଚାରି ବୁଝିଛନ୍ତି ଏବଂ ସେମାନଙ୍କ ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।

Prime Minister meets the head of Syro-Malabar Church

November 04th, 09:52 pm

The Prime Minister, Shri Narendra Modi today had a wonderful interaction with the head of the Syro-Malabar Church, Major Archbishop His Beatitude Most Rev. Mar Raphael Thattil, His Grace Archbishop Dr. Kuriakose Bharanikulangara and others.

Prime Minister interacts with traders and entrepreneurs in Itanagar

September 22nd, 03:43 pm

PM Modi had an interaction with the traders and entrepreneurs in Itanagar, Arunachal Pradesh. Stating that they expressed their appreciation for the GST reforms and the launch of the GST Bachat Utsav, the PM highlighted how these initiatives will benefit key sectors. He emphasised quality standards and encouraged buying Made in India products.

ସେମିକନ୍‌ ଇଣ୍ଡିଆ ୨୦୨୫ରେ ଅଗ୍ରଣୀ ସିଇଓଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

September 03rd, 08:38 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେମିକନ୍‌ ଇଣ୍ଡିଆ ୨୦୨୫ ଅବସରରେ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପର ଅଗ୍ରଣୀ ସିଇଓଙ୍କ ସହିତ ମତ ବିନିମୟ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ‘‘ଏହି କ୍ଷେତ୍ରରେ ଭାରତର ନିରନ୍ତର ସଂସ୍କାର ଯାତ୍ରା ବିଷୟରେ ମୁଁ କଥା ହୋଇଛି। ଦୃଢ଼ ଭିତ୍ତିଭୂମି ନିର୍ମାଣ ଏବଂ ନବୋନ୍ମେଷ ସହିତ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ବିଷୟ ଆଲୋଚନାରେ ସାମିଲ ଥିଲା।’’

ପ୍ରାଦେଶିକ ରାଜ୍ୟପାଳମାନଙ୍କ ସହିତ ଆଲୋଚନା ସମୟରେ, ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

August 30th, 08:00 am

ଆପଣମାନଙ୍କ ସହିତ ଆଜି ଯୋଗ ଦେଇ ମୁଁ ବହୁତ ଖୁସି। ଆପଣମାନେ ସମସ୍ତେ ଜାପାନର ବିବିଧତା ଏବଂ ଶକ୍ତିର ଏକ ଜୀବନ୍ତ ଉଦାହରଣ।

ଜାପାନର ବିଭିନ୍ନ ପ୍ରାନ୍ତର ରାଜ୍ୟପାଳଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ

August 30th, 07:34 am

ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଥିଲେ ଯେ, ଭାରତ -ଜାପାନ ସମସାମୟିକ ସମ୍ବନ୍ଧ, ଦୁଇ ଦେଶ ମଧ୍ୟରେ ଥିବା ଶତାବ୍ଦୀ ପୁରୁଣା ସମ୍ପର୍କରୁ ମିଳୁଥିବା ଜୀବନ ଶକ୍ତି ଦିନକୁ ଦିନ ସମୃଦ୍ଧ ହେବାରେ ଲାଗିଛି । ଭାରତ-ଜାପାନ ସ୍ୱତନ୍ତ୍ର ରଣନୀତିକ ଭାଗିଦାରୀତାକୁ ଗୁରୁତ୍ୱ ଦେଇ ସେ କହିଥିଲେ, ସମୟ ଆସିବରାଜ୍ୟ-ପ୍ରାନ୍ତ ସମ୍ପର୍କକୁ ଗୁରୁତ୍ୱ ମିଳିବ ଏବଂ ଟୋକିଓ-ଦିଲ୍ଲୀ କୈନ୍ଦ୍ରିକ ସମ୍ପର୍କରୁ ଏହା ଆହୁରି ଆଗକୁ ଯାଇପାରିବ । ଏହି ପରିପ୍ରେକ୍ଷୀରେ ସେ ପଞ୍ଚଦଶ ଶିଖର ସମ୍ମିଳନୀରେ ଆରମ୍ଭ ହୋଇଥିବା ରାଜ୍ୟ-ପ୍ରାନ୍ତ ସହଯୋଗିତାକୁ ଗୁରୁତ୍ୱ ଦେଇଥିଲେ । ଯାହାକି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଟେକ୍ନୋଲୋଜି, ପର୍ଯ୍ୟଟନ, ଦକ୍ଷତା, ସୁରକ୍ଷା ଏବଂ ସାଂସ୍କୃତିକ ସମ୍ବନ୍ଧକୁ ବଢ଼ାଇବାରେ ସହାୟକ ହୋଇପାରିବ । ସେ ଗଭର୍ଣ୍ଣର ମାନଙ୍କୁ ଓ ଭାରତର ରାଜ୍ୟ ସରକାରମାନଙ୍କୁ ନିର୍ମାଣ କ୍ଷେତ୍ର, ଟେକ୍ନୋଲୋଜି, ନବାଚାର, ଗତିଶୀଳତା, ପରବର୍ତ୍ତୀ ପିଢ଼ି ମୌଳିକ ଭିତ୍ତିଭୂମି, ଷ୍ଟାର୍ଟଅପ ଏବଂ ଏସଏମଇ କ୍ଷେତ୍ରରେ ନୂତନ ସମ୍ଭାବନାର ଲାଭ ଉଠାଇବା ସହ ସହଭାଗିତା କରିବାକୁ ଆହ୍ୱାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ୨୦୨୪ ବ୍ୟାଚର ଆଇଏଫ୍‌ଏସ୍ ଶିକ୍ଷାନବୀଶ

August 19th, 08:34 pm

ଆଜି ସକାଳେ ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)ର ୨୦୨୪ ବ୍ୟାଚ ଶିକ୍ଷାନବୀଶମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନ ୭, ଲୋକ କଲ୍ୟାଣ ମାର୍ଗରେ ସାକ୍ଷାତ କରିଥିଲେ । ୨୦୨୪ ବ୍ୟାଚରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରୁ ୩୩ ଜଣ ଆଇଏଫ୍‌ଏସ୍ ଶିକ୍ଷାନବୀଶ ଅଛନ୍ତି ।