Prime Minister Narendra Modi to inaugurate and lay the foundation stone of multiple development projects in Delhi
March 06th, 05:23 pm
PM Modi will launch multiple development projects worth around ₹33,500 crore on 8th March in Delhi. He will inaugurate and lay the foundation stone for Delhi Metro projects worth about ₹18,300 crore, benefiting several areas of the city. He will visit the GPRA Type-5 quarters in Sarojini Nagar to hand over keys to female allottees and launch projects worth ₹15,200 crore under the GPRA Redevelopment Plan.Cabinet approves three new corridors as part of Delhi Metro’s Phase V (A) Project
December 24th, 03:25 pm
The Union Cabinet approved three new corridors - 1. R.K Ashram Marg to Indraprastha (9.913 Kms), 2. Aerocity to IGD Airport T-1 (2.263 kms) 3. Tughlakabad to Kalindi Kunj (3.9 kms) as part of Delhi Metro’s Phase – V(A) project consisting of 16.076 kms which will further enhance connectivity within the national capital. Total project cost of Delhi Metro’s Phase – V(A) project is Rs.12014.91 crore, which will be sourced from Government of India, Government of Delhi, and international funding agencies.ମାର୍ଚ୍ଚ ୧୪ ତାରିଖ ଦିନ ପିଏମ ସ୍ୱନିଧି ହିତାଧିକାରୀମାନଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
March 13th, 07:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୪ ତାରିଖ ଦିନ ଅପରାହ୍ନ ୫ଟାବେଳେ ଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡ଼ିୟମ୍ଠାରେ ପିଏମ ସ୍ୱନିଧି ହିତାଧିକାରୀମାନଙ୍କୁ ସମ୍ବୋଧିତ କରିବେ । ଏହି ଅବସରରେ ସେ ଦେଶର ୧ ଲକ୍ଷ ରାସ୍ତାକଡ଼ ବୁଲାବିକାଳୀଙ୍କୁ ପିଏମ ସ୍ୱନିଧି ଋଣ ବଣ୍ଟନ କରିବେ ଏବଂ ସେଥି ମଧ୍ୟରେ ଦିଲ୍ଲୀର ୫,୦୦୦ ସ୍ୱନିଧି ରାସ୍ତାକଡ଼ ବୁଲାବିକାଳୀ ସାମିଲ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦିଲ୍ଲୀ ମେଟ୍ରୋ ଫେଜ୍ -୪ର ଦୁଇଟି ଅତିରିକ୍ତ କରିଡୋରର ଆଧାରଶିଳା ରଖିବେ ।ଦିଲ୍ଲୀ ମେଟ୍ରୋ ର ଚତୁର୍ଥ ପର୍ଯ୍ୟାୟ ପ୍ରକଳ୍ପର ଦୁଇଟି କରିଡରକୁ କ୍ୟାବିନେଟ୍ ମଞ୍ଜୁରି (୧) ଲାଜପତ ନଗରରୁ ସାକେତ ଜି-ବ୍ଲକ ଏବଂ (୨) ଇନ୍ଦ୍ରଲୋକରୁ ଇନ୍ଦ୍ରପ୍ରସ୍ଥ
March 13th, 03:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦିଲ୍ଲୀ ମେଟ୍ରୋର ଚତୁର୍ଥ ପର୍ଯ୍ୟାୟ ପ୍ରକଳ୍ପର ଦୁଇଟି ନୂତନ କରିଡରକୁ ଅନୁମୋଦନ ମିଳିଛି ଯାହା ଜାତୀୟ ରାଜଧାନୀରେ ମେଟ୍ରୋ ସଂଯୋଗକୁ ଆହୁରି ଉନ୍ନତ କରିବ ବୋଲି ଆଶା କରାଯାଉଛି ।