୨୦୨୬ ବିଶ୍ୱ ଜୁନିୟର ସ୍କ୍ୱାସ୍‍ ଚାମ୍ପିଅନସିପର ଐତିହାସିକ ସଫଳତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

July 26th, 03:28 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୨୦୨୬ ବିଶ୍ୱ ଜୁନିୟର ସ୍କ୍ୱାସ୍‍ ଚାମ୍ପିଅନସିପରେ ଏକ ଐତିହାସିକ ସଫଳତାକୁ ପ୍ରଶଂସା କରିଛନ୍ତି। ସ୍ୱର୍ଣ୍ଣ ପଦକ ଜିତିବା ଏବଂ ବିଶ୍ୱ ଜୁନିୟର ଚାମ୍ପିଅନସିପ୍ ଟାଇଟଲ୍ ଜିତିବାରେ ପ୍ରଥମ ଭାରତୀୟ ସ୍କ୍ୱାସ୍ ଖେଳାଳି ହୋଇଥିବାରୁ ସେ ଅନାହତ ସିଂଙ୍କୁ ନେଇ ଗର୍ବ ବ୍ୟକ୍ତ କରିଥିଲେ।

ବିଶ୍ୱକପ୍ ବିଜୟ ପାଇଁ ଭାରତୀୟ ସ୍କ୍ୱାଶ୍‍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

December 15th, 10:16 am

ଶ୍ରୀ ମୋଦୀ ଜୋଶନା ଚିନ୍ନାପ୍ପା, ଅଭୟ ସିଂହ, ଭେଲାବନ ସେନ୍ଥିଲ କୁମାର ଏବଂ ଅନାହତ ସିଂହଙ୍କ ଅସାଧାରଣ ପ୍ରଦର୍ଶନକୁ ପ୍ରଶଂସା କରି କହିଥିଲେ ଯେ, ସେମାନଙ୍କ ସମର୍ପଣ, ଶୃଙ୍ଖଳା ଏବଂ ଦୃଢ ସଂକଳ୍ପ ଦେଶ ପାଇଁ ଅପାର ଗର୍ବ ଆଣିଛି। ସେ କହିଥିଲେ ଯେ ଏହି ଉଲ୍ଲେଖନୀୟ ସଫଳତା ବିଶ୍ୱ ସ୍ତରରେ ଭାରତୀୟ କ୍ରୀଡ଼ାର ବୃଦ୍ଧି ପାଉଥିବା ସାମର୍ଥ୍ୟକୁ ପ୍ରତିଫଳିତ କରୁଛି।