ରାଇ ପିଥୋରା ସାଂସ୍କୃତିକ ପରିସରରେ ପିପରାହୱା ଅବଶେଷ ଦେଖିବା ପାଇଁ ନାଗରିକମାନଙ୍କୁ ପ୍ରଧାମନ୍ତ୍ରୀଙ୍କ ଆହ୍ୱାନ
January 02nd, 06:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ଜାନୁଆରୀ ୩ ତାରିଖ ଦିନ ସକାଳ ୧୧ଟାରେ ନୂଆଦିଲ୍ଲୀର ରାଇ ପିଥୋରା ସାଂସ୍କୃତିକ କମ୍ପ୍ଲେକ୍ସରେ 'ଦ ଲାଇଟ ଆଣ୍ଡ ଦ ଲୋଟସ: ରେଲିକ୍ସ ଅଫ ଦ ଆୱାକେଣ୍ଡ ୱାନ ଶୀର୍ଷକ ପବିତ୍ର ପିପରାହୱା ଅବଶେଷର ବିଶାଳ ଅନ୍ତର୍ଜାତୀୟ ପ୍ରଦର୍ଶନୀକୁ ଉଦଘାଟନ କରିବେ।୩ ଜାନୁଆରୀରେ ଭଗବାନ ବୁଦ୍ଧଙ୍କ ସମ୍ବନ୍ଧିତ ପବିତ୍ର ପିପ୍ରାହୱା ଅବଶେଷର ଅର୍ନ୍ତଜାତୀୟ ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
January 01st, 05:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ ଜାନୁଆରୀ ୨୦୨୬ ଦିନ ପ୍ରାୟ ୧୧ଟାରେ ନୂଆଦିଲ୍ଲୀ ସ୍ଥିତ ରାୟ ପିଥୋରା ସାଂସ୍କୃତିକ ପରିସରରେ ଭଗବାନ ବୁଦ୍ଧଙ୍କ ସହିତ ଜଡିତ ପବିତ୍ର ପିପ୍ରାହୱା ଅବଶେଷର ଭବ୍ୟ ଅର୍ନ୍ତଜାତୀୟ ପ୍ରଦର୍ଶନୀ, “ଦି ଲାଇଟ୍ ଆଣ୍ଡ ଦି ଲୋଟସ: ରିଲିକ୍ସ ଅଫ୍ ଦି ଆୱେକେନ୍ଡ ୱାନ”କୁ ଉଦ୍ଘାଟନ କରିବେ ।