କବାଡ଼ି ବିଶ୍ୱକପ୍-୨୦୨୫ର ବିଜେତା ଭାରତୀୟ ମହିଳା ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
November 24th, 08:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କବାଡ଼ି ବିଶ୍ୱକପ୍ - ୨୦୨୫ରେ ଅଭୂତପୂର୍ବ ବିଜୟ ପାଇଁ ଭାରତୀୟ ମହିଳା କବାଡ଼ି ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।ଏସୀୟ କ୍ରୀଡ଼ାରେ କବାଡ଼ି ମହିଳା ଟିମ୍ ଦ୍ୱାରା ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
October 07th, 08:42 am
ଏସୀୟ କ୍ରୀଡ଼ାରେ ଏସୀୟ କ୍ରୀଡ଼ାରେ କବାଡ଼ି ମହିଳା ଟିମ୍ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।୮ମ ଏସୀୟ କବାଡି ଚାମ୍ପିୟନସିପ ଟାଇଟଲ ଜିତିଥିବା ଭାରତୀୟ କବାଡି ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
July 01st, 02:42 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ୮ମ ଏସୀୟ କବାଡି ଚାମ୍ପିୟନସିପ ଟାଇଟଲ ଜିତିଥିବା ଭାରତୀୟ କବାଡି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।