Arya Vaidya Sala has played a significant role in preserving, protecting and advancing Ayurveda: PM Modi
January 28th, 02:39 pm
Addressing the centenary celebrations of Arya Vaidya Sala Charitable Hospital in Kerala, PM Modi said the institution has played a key role in preserving, protecting and advancing Ayurveda. Highlighting the growing holistic approach to healthcare, he noted the opening of 12,000 Ayush Wellness Centres. He expressed happiness that Arya Vaidyasala has consistently validated Ayurveda through science and research, and stressed that Ayurveda must increasingly adopt modern technology and AI.କେରଳର ଆର୍ଯ୍ୟ ବୈଦ୍ୟଶାଳା ଦାତବ୍ୟ ଚିକିତ୍ସାଳୟର ଶତବାର୍ଷିକୀ ସମାରୋହକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 28th, 02:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳସ୍ଥିତ ଆର୍ଯ୍ୟ ବୈଦ୍ୟଶାଳା ଦାତବ୍ୟ ଚିକିତ୍ସାଳୟର ଶତବାର୍ଷିକୀ ସମାରୋହକୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧନ କରିଛନ୍ତି। ସେ କହିଥିଲେ ଯେ, ଏହି ପବିତ୍ର ଅବସରରେ ସମସ୍ତଙ୍କ ସହିତ ଯୋଡ଼ିହେବା ତାଙ୍କ ପାଇଁ ଏକ ଆନନ୍ଦର ବିଷୟ। ଆୟୁର୍ବେଦର ସଂରକ୍ଷଣ, ସୁରକ୍ଷା ଓ ଉନ୍ନତି ଦିଗରେ ଆର୍ଯ୍ୟ ବୈଦ୍ୟଶାଳା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ନିଜର ୧୨୫ ବର୍ଷର ଯାତ୍ରାରେ ଏହି ଅନୁଷ୍ଠାନ ଆୟୁର୍ବେଦକୁ ଏକ ପ୍ରଭାବୀ ଚିକିତ୍ସା ବ୍ୟବସ୍ଥାରେ ପରିଣତ କରିଆସିଛି। ସେ ଏହି ଅବସରରେ ଆର୍ଯ୍ୟ ବୈଦ୍ୟଶାଳାର ପ୍ରତିଷ୍ଠାତା ବୈଦ୍ୟରତ୍ନ ପି.ଏ.ଓ୍ବାରିୟରଙ୍କ ଅବଦାନ ବିଷୟରେ ସ୍ମରଣ କରି କହିଥିଲେ, ଆୟୁର୍ବେଦ ପ୍ରତି ତାଙ୍କର ଆଭିମୁଖ୍ୟ ଓ ଜନ ମଙ୍ଗଳ ପ୍ରତି ସମର୍ପଣଭାବ ଅନୁପ୍ରାଣିତ କରିଚାଲିବ।Practical Knowledge is the true essence of the NEP: PM Modi
May 13th, 06:22 pm
PM Modi addressed the gathering at the Akhil Bhartiya Shiksha Sangh Adhiveshan, which is the 29th Biennial Conference of the All India Primary Teacher’ Federation. In his address, he acknowledged the importance of education and how the National Education Policy (NEP) will transform and foster learning for the 21st century in India.ଆମର ଯୁବକମାନେ ପ୍ରତ୍ୟେକ କ୍ଷେତ୍ରରେ ଦେଶକୁ ଗର୍ବିତ କରୁଛନ୍ତି: ମନ୍ କି ବାତ୍ ସମୟରେ ପିଏମ ମୋଦୀ
July 31st, 11:30 am
ବନ୍ଧୁଗଣ, ଜୁଲାଇ ୩୧ ତାରିଖ, ଅର୍ଥାତ୍ ଆଜିର ହିଁ ଦିନରେ ଆମେ ସମସ୍ତ ଦେଶବାସୀ ଶହୀଦ ଉଧମ୍ ସିଂହଙ୍କ ବଳିଦାନକୁ ପ୍ରଣାମ କରିଥାଉଁ । ମୁଁ ଏଭଳି ଅନ୍ୟ ସମସ୍ତ ମହାନ ବିପ୍ଳବୀମାନଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯେଉଁମାନେ ଦେଶ ପାଇଁ ନିଜର ସର୍ବସ୍ୱ ଉତ୍ସର୍ଗ କରିଦେଲେ ।ପ୍ରଧାନମନ୍ତ୍ରୀ ଆସନ୍ତା ୭ତାରିଖ (୦୭.୦୯.୨୦୨୧)ଦିନ ଶିକ୍ଷକ ପର୍ବ ଆଲୋଚନାଚକ୍ର ଉଦ୍ଘାଟନୀ ସମାରୋହରେ ଦେବେ ଉଦ୍ବୋଧନ
September 05th, 02:32 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୭ତାରିଖ (୦୭.୦୯.୨୦୨୧) ଦିନ ଶିକ୍ଷକ ପର୍ବର ଉଦ୍ଘାଟନୀ ଆଲୋଚନାଚକ୍ରରେ ପୂର୍ବାହ୍ନ ୧୧ଟାବେଳେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ବୋଧନ ଦେବେ । ଏହି ଅବସରରେ ସେ ଶିକ୍ଷା କ୍ଷେତ୍ରରେ କେତେକ କାର୍ଯ୍ୟକ୍ରମ ଶୁଭାରରମ୍ଭ ମଧ୍ୟ କରିବେ ।A Digital India guarantees transparency, effective service delivery and good governance: PM Modi
October 07th, 06:15 pm
PM Narendra Modi today dedicated new campus building of IIT Gandhinagar to the nation and launched Pradhan Mantri Gramin Digital Saksharta Scheme. Speaking at the event, the PM said, Work is underway to spread digital literacy to every part of India, among all age groups and sections of society.ଗାନ୍ଧୀନଗର ଆଇଆଇଟି ରାଷ୍ଟ୍ରକୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ
October 07th, 06:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଇଆଇଟି, ଗାନ୍ଧୀନଗର ପରିସର କୋଠା ଦେଶବାସୀଙ୍କୁ ସମର୍ପିତ କରିଛନ୍ତି ।