Prime Minister congratulates Indian contingent on winning Gold Medals at the 56th International Physics Olympiad (IPhO) 2026

July 13th, 01:13 pm

PM Modi congratulated the Indian contingent for winning Gold Medals at the 56th International Physics Olympiad (IPhO) 2026. He said their outstanding achievement reflects the limitless potential of India's Yuva Shakti and its passion for science and research.

ବିଶ୍ୱ ପାରା-ଆଥଲେଟିକ୍ସରେ ଐତିହାସିକ ପ୍ରଦର୍ଶନ କରିଥିବା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

October 06th, 04:28 pm

ନୂଆଦିଲ୍ଲୀରେ ଆୟୋଜିତ ବିଶ୍ୱ ପାରା-ଆଥଲେଟିକ୍ସ ଚାମ୍ପିଅନସିପ-୨୦୨୫ରେ ଐତିହାସିକ ପ୍ରଦର୍ଶନ କରିଥିବା ଭାରତୀୟ ପାରା-ଆଥଲେଟିକ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଭାରତ ଏହି ପ୍ରତିଯୋଗିତାରେ ଏ ପର୍ଯ୍ୟନ୍ତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସ୍ୱରୂପ ୬ଟି ସ୍ୱର୍ଣ୍ଣ ସମେତ ୨୨ଟି ପଦକ ହାସଲ କରିଛି । ଏହା ଦେଶର ପାରା-କ୍ରୀଡ଼ାର ଯାତ୍ରାରେ ଏକ ନୂତନ ଉପଲବ୍ଧି । ଭାରତ ଦ୍ୱାରା ପ୍ରଥମ ଥର ଏହି ପ୍ରତିଷ୍ଠିତ ବୈଶ୍ୱିକ ଆୟୋଜନର ଆୟୋଜକ ହୋଇଥିବାରୁ ଶ୍ରୀ ମୋଦୀ ଗର୍ବ ଭାବନା ବ୍ୟକ୍ତ କରିଥିଲେ ।

୨୦୨୫ ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ ଦଳର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

June 02nd, 03:01 pm

ଦକ୍ଷିଣ କୋରିଆରେ ନିକଟରେ ଅନୁଷ୍ଠିତ ୨୦୨୫ ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଭାରତୀୟ ଦଳର ଚମତ୍କାର ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କର ପ୍ରଶଂସା କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ସମସ୍ତ ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟେକ ଖେଳାଳୀଙ୍କର କଠିନ ପରିଶ୍ରମ ଏବଂ ଦୃଢ଼ ସଂକଳ୍ପ ସ୍ପଷ୍ଟ ଦୃଶ୍ୟମାନ ହୋଇଥିଲା ।”

ଟାକ୍ରୋ ବିଶ୍ୱକପ୍ ୨୦୨୫ରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବାଥିବାରୁ ପୁରୁଷ ରେଗୁ ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

March 26th, 03:59 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିପକ୍ ଟାକ୍ରୋ ବିଶ୍ୱକପ୍ ୨୦୨୫ରେ ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ ସିପକ୍ ଟାକ୍ରୋ ଦଳକୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି । ସେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଘରକୁ ଆଣିଥିବାରୁ ଦଳକୁ ପ୍ରଶଂସା ମଧ୍ୟ କରିଛନ୍ତି ।

ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ ଶୀତକାଳୀନ କ୍ରୀଡ଼ାରେ ୩୩ଟି ପଦକ ଜିତିଥିବା ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

March 18th, 02:40 pm

ଇଟାଲୀର ଟୁରିନ ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ବିଶ୍ୱ ଶୀତକାଳୀନ ଅଲିମ୍ପିକ୍ସରେ ଅସାଧାରଣ ପ୍ରଦର୍ଶନ କରିଥିବା ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଭାରତୀୟ ଦଳ ୩୩ଟି ପଦକ ବିଜୟୀ ହୋଇ ବିଶ୍ୱ ସ୍ତରରେ ଦେଶକୁ ଗର୍ବିତ କରିଛନ୍ତି ।

ଦଶମ ଏସିଆ ପ୍ରଶାନ୍ତ ବଧିର କ୍ରୀଡ଼ା-୨୦୨୪ରେ ଐତିହାସିକ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

December 10th, 08:19 pm

କୁଆଲୁଲୁମ୍ପୁର ଠାରୁ ଅନୁଷ୍ଠିତ ହେଉଥିବା ଦଶମ ଏସିଆ ପ୍ରଶାନ୍ତ ବଧିର କ୍ରୀଡ଼ା-୨୦୨୪ରେ ଐତିହାସିକ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଭିନନ୍ଦନ ଜଣାଇଛନ୍ତି ।