୨୮ ଫେବୃଆରୀରେ ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
February 27th, 03:38 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮ ଫେବୃଆରୀ ୨୦୨୬ରେ ଗୁଜରାଟ ଗସ୍ତ କରିବେ । ଅପରାହ୍ନ ପ୍ରାୟ ୩:୪୫ ସମୟରେ, ପ୍ରଧାନମନ୍ତ୍ରୀ ସାନନ୍ଦରେ ମାଇକ୍ରୋନ୍ ସେମିକଣ୍ଡକ୍ଟର ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ସେମିକଣ୍ଡକ୍ଟର ଆସେମ୍ବଲି ପରୀକ୍ଷଣ ଏବଂ ପ୍ୟାକେଜିଂ (ଏଟିଏମ୍ପି) ପ୍ଲାଣ୍ଟର ଉଦ୍ଘାଟନ କରିବେ । ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।Cabinet approves semiconductor manufacturing units in ODISHA, PUNJAB and ANDHRA PRADESH worth Rs.4600 crore
August 12th, 03:18 pm
The Union Cabinet, chaired by PM Modi, has approved four semiconductor projects worth ₹4,600 crore under the India Semiconductor Mission (ISM). These projects will give a major boost to India’s semiconductor ecosystem, including the country’s first commercial compound fab and an advanced glass-based substrate packaging unit, and are expected to create jobs for 2,034 skilled professionals.