ନାମିବିୟାର ସର୍ବୋଚ୍ଚ ରାଷ୍ଟ୍ରୀୟ ପୁରସ୍କାର-ଅର୍ଡର ଅଫ୍ ଦି ମୋଷ୍ଟ ଏନସିୟେଣ୍ଟ ବେଲବିଚିୟା ମିରାବିଲିସ ପ୍ରଦାନ ସମାରୋହରେ ସମ୍ମାନ ଗ୍ରହଣ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
July 09th, 07:46 pm
ମୁଁ ରାଷ୍ଟ୍ରପତି ଜୀ ଙ୍କ, ନାମିବିୟା ସରକାର ଓ ନାମିବିୟାର ଲୋକଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି। ବିନମ୍ରତାର ସହିତ ୧୪୦କୋଟି ଭାରତୀୟଙ୍କ ତରଫରୁ ମୁଁ ଏହି ସମ୍ମାନ ଗ୍ରହଣ କରୁଛି।ନାମିବିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ
July 09th, 07:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାମିବିଆକୁ ସରକାରୀ ଗସ୍ତରେ ଅଛନ୍ତି। ଏହି ଅବସରରେ ନାମିବିଆର ରାଷ୍ଟ୍ରପତି ମହାମହିମ ନେତୁମ୍ବୋ ନନ୍ଦୀ-ନଦାଇତୱା ପ୍ରଧାନମନ୍ତ୍ରୀଙ୍କୁ ନାମିବିଆର ସର୍ବୋଚ୍ଚ ନାଗରିକ ସମ୍ମାନ-‘‘ଅର୍ଡର ଅଫ୍ ଦ ମୋଷ୍ଟ ଆନସିଏଣ୍ଟ ୱେଲୱିଟସିଆ ମିରାବିଲିସ୍ ପ୍ରଦାନ କରିଥିଲେ। ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ନେତା।