ଭାରତ-ଜାପାନ ବିଜନେସ୍ ଫୋରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
July 02nd, 03:35 pm
କିଛି ସମୟ ପୂର୍ବରୁ, ଆମେ ହରିୟାଣାର ଖରଖୋଦାରେ ମାରୁତି ସୁଜୁକିର ନୂତନ ମାନୁଫାକ୍ଚରିଂ ପ୍ଲାଣ୍ଟର ଉଦ୍ଘାଟନ କରିଥିଲୁ । ଆଜି, ବିଶ୍ୱବ୍ୟାପୀ ସୁଜୁକିର ପ୍ରାୟ ଦୁଇ-ତୃତୀୟାଂଶ କାର ଭାରତରେ ତିଆରି ହେଉଛି ଏବଂ ୧୦୦ରୁ ଅଧିକ ଦେଶକୁ ରପ୍ତାନି କରାଯାଉଛି ।