ଗ୍ରୀସ ପ୍ରଧାନମନ୍ତ୍ରୀଙ୍କ ଠାରୁ ଟେଲିଫୋନ କଲ୍ ପାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 19th, 02:51 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହେଲେନିକ ରିପବ୍ଲିକର ପ୍ରଧାନମନ୍ତ୍ରୀ ମହାମାନ୍ୟ କିରିଆକୋସ ମିତସୋତାକିସଙ୍କ ଠାରୁ ଫୋନ କଲ୍ ପାଇଛନ୍ତି ।