You have not just increased the number of medals, you have prepared an entire generation: PM Modi to CWG Champions
August 10th, 10:00 am
PM Modi interacted with India’s CWG champions, highlighting that he has been regularly meeting athletes over the last 12 years. The champions shared their experiences at the CWG, including their preparation, defeating Pakistan on Kargil Vijay Diwas and the success of the Khelo India scheme. PM Modi ended the interaction with the phrase, “Jo khelega, woh khilega.”ରାଜ୍ୟଗୋଷ୍ଠୀ କ୍ରୀଡା ବିଜେତାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 10th, 09:30 am
ବାସଭବନରେ ଜାତୀୟ କ୍ରୀଡ଼ାବିତ୍ମାନଙ୍କୁ ସ୍ୱାଗତ କରିବା ତାଙ୍କର ୧୨ ରୁ ୧୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଏକ ନିୟମିତ ଏବଂ ପ୍ରିୟ ପରମ୍ପରା ହୋଇରହିଛି। ସେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି ଯେ, ଦେଶ ପାଇଁ କ୍ରମାଗତ ବିଜୟ ହାସଲ କରିବାରେ ଭାରତୀୟ କ୍ରୀଡ଼ାବିତ୍ମାନଙ୍କର ନିଷ୍ଠାପର ପ୍ରଚେଷ୍ଟା ଏବଂ ନିରନ୍ତର ସଫଳତା ସ୍କୁଲର କୋମଳମତି ଛାତ୍ରଛାତ୍ରୀଙ୍କୁ କୌଣସି ସାଧାରଣ ପ୍ରଚାରମୂଳକ ଉପଦେଶ ତୁଳନାରେ ଅଧିକ ପ୍ରେରଣା ଯୋଗାଏ। ଶ୍ରୀ ମୋଦୀ କହିଛନ୍ତି, ଆମେ ସ୍କୁଲକୁ ଯାଇ ଯେତେ କହିଲେ ବି ତାହା ଅପେକ୍ଷା ଆପଣଙ୍କ ପଦକ ସେମାନଙ୍କୁ ଅଧିକ ପ୍ରେରିତ କରିଥାଏ।”Prime Minister hosts Commonwealth Games 2026 medal winners
August 09th, 10:07 pm
PM Modi met and interacted with India’s outstanding medal winners at the CWG 2026, during which the champions shared their experiences from the Games. The PM lauded the athletes’ achievements, noting that they inspire many youngsters to take up sports.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଟେଲିଫୋନ୍
August 06th, 06:55 pm
ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଶ୍ରୀ ବେଞ୍ଜାମିନ ନେତନ୍ୟାହୁ ଟେଲିଫୋନରେ ଯୋଗାଯୋଗ କରିଥିଲେ ।ଧାରା ୩୭୦ ଏବଂ ୩୫ (ଏ) ଉଚ୍ଛେଦର ସାତ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାର ମହତ୍ୱ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ
August 05th, 02:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଧାରା ୩୭୦ ଏବଂ ୩୫ (ଏ) ଉଚ୍ଛେଦର ସାତ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ନିର୍ଣ୍ଣାୟକ ପଦକ୍ଷେପର ମହତ୍ୱ ବିଷୟରେ ଅବତାରଣା କରିଛନ୍ତି । ୫ ଅଗଷ୍ଟ ୨୦୧୯କୁ ଭାରତର ସମାବେଶୀ ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ସେ କହିଛନ୍ତି ।Prime Minister expresses pride in Indian contingent’s performance at Commonwealth Games 2026
August 03rd, 09:55 am
The Prime Minister, Shri Narendra Modi, has expressed pride in the performance of the Indian contingent at the Commonwealth Games 2026 in Glasgow.Prime Minister congratulates Unnati Sharma on winning Bronze in Women’s 63 kg Judo
August 02nd, 12:07 pm
The Prime Minister, Shri Narendra Modi, has congratulated Unnati Sharma on winning the Bronze medal in the Women’s 63 kg Judo category at the Commonwealth Games 2026.Prime Minister congratulates Gulveer Singh on winning Bronze in Men’s 5000m
August 02nd, 12:03 pm
The Prime Minister, Shri Narendra Modi, has congratulated Gulveer Singh on winning the Bronze medal in the Men’s 5000m event at the Commonwealth Games 2026 in Glasgow.Prime Minister congratulates Narender Berwal on winning Silver in Men’s 90+ kg Boxing
August 02nd, 12:01 pm
The Prime Minister, Shri Narendra Modi, has congratulated Narender Berwal on winning the Silver medal in the Men’s 90+ kg Boxing event at the Commonwealth Games 2026 in Glasgow.Prime Minister congratulates Ankush Panghal on winning Gold in Men’s 80 kg Boxing
August 02nd, 11:58 am
The Prime Minister, Shri Narendra Modi, has congratulated Ankush Panghal on winning the Gold medal in the Men’s 80 kg Boxing event at the Commonwealth Games 2026 in Glasgow.ପୁରୁଷ ୬୦ କେଜି ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସଚିନ ସିୱାଚଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 02nd, 01:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ୬୦ କେଜି ବକ୍ସିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସଚିନ ସିୱାଚଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ମହିଳା ୭୦ କେଜି ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅରୁନ୍ଧତୀ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 02nd, 12:57 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ୭୦ କେଜି ବକ୍ସିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅରୁନ୍ଧତୀ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ମହିଳା ୬୦ କେଜି ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରିୟା ଘଙ୍ଗାସଙ୍କୁ ଅଭିନନ୍ଦନ ପ୍ରଧାନମନ୍ତ୍ରୀ
August 02nd, 12:56 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ ରେ ମହିଳା ୬୦ କେଜି ବକ୍ସିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରିୟା ଘଙ୍ଗାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ମହିଳା ୫୧ କେଜି ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସାକ୍ଷୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 02nd, 12:54 am
ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ୫୧ କେଜି ବକ୍ସିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସାକ୍ଷୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ପୁରୁଷ ସଟ୍ ପୁଟ୍ ଏଫ୍୫୭ ରେ ସ୍ୱର୍ଣ୍ଣ ଜିତିଥିବାରୁ ସୋମନ ରାଣାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 02nd, 12:53 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ସଟ୍ ପୁଟ୍ ଏଫ୍୫୭ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସୋମନ ରାଣାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ପୁରୁଷ ୫୫ କେଜି ବକ୍ସିଂରେ ରୌପ୍ୟ ପଦକ ଜିତିଥିବାରୁ ଯଦୁମଣି ସିଂହ ମାଣ୍ଡେଙ୍ଗବାମଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 02nd, 12:52 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ୫୫ କେଜି ବକ୍ସିଂ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ଯଦୁମଣି ସିଂହ ମାଣ୍ଡେଙ୍ଗବାମଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ପୁରୁଷ ସଟ୍ ପୁଟ୍ ଏଫ୍ ୫୭ ରେ ରୌପ୍ୟ ପଦକ ଜିତିଥିବାରୁ ଶୁଭମ୍ ଜୁୟାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 02nd, 12:50 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ ରେ ପୁରୁଷ ସଟ୍ ପୁଟ୍ ଏଫ୍୫୭ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ଶୁଭମ୍ ଜୁୟାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ବ୍ରୋଞ୍ଜ ପଦକ ଜିତିଥିବାରୁ ସେଲଭା ପ୍ରଭୁ ଥିରୁମାରନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 02nd, 12:49 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ଲମ୍ଫରେ ବ୍ରୋଞ୍ଜ ପଦକ ଜିତିଥିବାରୁ ସେଲଭା ପ୍ରଭୁ ଥିରୁମାରନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ପୁରୁଷ ଟ୍ରିପଲ ଜମ୍ପରେ ରୌପ୍ୟ ପଦକ ଜିତିଥିବା ପ୍ରବୀଣ ଚିତ୍ରଭେଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 02nd, 12:47 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ ରେ ପୁରୁଷ ଟ୍ରିପଲ ଜମ୍ପ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ପ୍ରବୀଣ ଚିତ୍ରଭେଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ମହିଳା ୫୭ କେଜି ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବା ଯସ୍ମିନ୍ ଲାମ୍ବୋରିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 02nd, 12:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ୫୭ କେଜି ବକ୍ସିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଯସ୍ମିନ୍ ଲାମ୍ବୋରିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି।