ମାଳଦ୍ୱୀପର ୬୦ତମ ସ୍ୱାଧୀନତା ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

July 26th, 06:47 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମାଲେଠାରେ ମାଳଦ୍ୱୀପର ୬୦ତମ ସ୍ୱାଧୀନତା ଦିବସ ସମାରୋହରେ ‘ସମ୍ମାନିତ ଅତିଥି’ ଭାବରେ ଯୋଗ ଦେଇଛନ୍ତି। ପ୍ରଥମ ଥର କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ମାଳଦ୍ୱୀପର ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପ୍ରଥମ ବିଦେଶୀ ନେତା ଯାହାଙ୍କୁ ରାଷ୍ଟ୍ରପତି ମୁଇଜୁ ଆତିଥ୍ୟ ପ୍ରଦାନ କରିଛନ୍ତି।

Prime Minister meets the President of Maldives

July 25th, 08:48 pm

PM Modi has met Malpes President Muizzu in Male. Both the leaders took stock of the progress in the implementation of the India-Malpes Joint Vision for a ‘Comprehensive Economic and Maritime Security Partnership’ and also witnessed exchange of 6 MOUs. The PM reiterated India’s commitment to further deepen ties with Malpes in keeping with its Neighbourhood First’ and Vision MAHASAGAR policies.

ବ୍ରିଟେନ ଓ ମାଳଦ୍ୱୀପ ଯାତ୍ରା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିଦାୟୀ ଅଭିଭାଷଣ

July 23rd, 01:05 pm

ଗତ କିଛି ବର୍ଷ ଭିତରେ ଭାରତ ଓ ବ୍ରିଟେନ ଭିତରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଛି । ବାଣିଜ୍ୟ, ପୁଞ୍ଜି ନିବେଶ, ପ୍ରଯୁକ୍ତି ବିଦ୍ୟା, ପ୍ରତିରକ୍ଷା, ଶିକ୍ଷା, ଗବେଷଣା, ସ୍ୱାସ୍ଥ୍ୟ ପରି ଅନେକ କ୍ଷେତ୍ରରେ ଦୁଇ ଦେଶ ଭିତରେ ସମ୍ପର୍କ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ସାର କେୟର ଷ୍ଟାରମରଙ୍କୁ ସାକ୍ଷାତ କରିବା ବେଳେ ପ୍ରଗତି ଓ ବିକାଶକୁ ଲକ୍ଷ୍ୟ ରଖି ଦୁଇ ଦେଶ ଭିତରେ ଆର୍ଥିକ କାରବାର ବୃଦ୍ଧି ପାଇଁ କଥା ହେବି । ଫଳରେ ଦୁଇ ଦେଶ ଭିତରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ମୋ ଗସ୍ତ ସମୟରେ ରାଜା ଚାର୍ଲସ ତୃତୀୟଙ୍କୁ ବି ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।