ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ରର ଟ୍ରଷ୍ଟିମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
March 19th, 10:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର (ଆଇ. ଜି. ଏନ୍. ସି. ଏ.) ର ଟ୍ରଷ୍ଟିମାନଙ୍କୁ ଭେଟି ଭାରତର ବିବିଧ ସଂସ୍କୃତିକୁ ଆହୁରି ଲୋକପ୍ରିୟ କରିବା ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି।