IFS Officer Trainees of 2025 Batch call on PM Modi
August 24th, 07:13 pm
During the interaction with the Officer Trainees of the 2025 Batch of IFS, PM Modi called upon them to build strong grassroots-level engagement in their countries of posting and deepen India’s connection with local communities. He also emphasised the importance of strengthening the digital presence of Indian Missions and urged the Officer Trainees to work towards making India a more attractive global tourism destination.ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ୨୦୨୪ ବ୍ୟାଚର ଆଇଏଫ୍ଏସ୍ ଶିକ୍ଷାନବୀଶ
August 19th, 08:34 pm
ଆଜି ସକାଳେ ଭାରତୀୟ ବୈଦେଶିକ ସେବା (ଆଇଏଫ୍ଏସ୍)ର ୨୦୨୪ ବ୍ୟାଚ ଶିକ୍ଷାନବୀଶମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନ ୭, ଲୋକ କଲ୍ୟାଣ ମାର୍ଗରେ ସାକ୍ଷାତ କରିଥିଲେ । ୨୦୨୪ ବ୍ୟାଚରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରୁ ୩୩ ଜଣ ଆଇଏଫ୍ଏସ୍ ଶିକ୍ଷାନବୀଶ ଅଛନ୍ତି ।୨୦୨୩ ବ୍ୟାଚ୍ ର ଆଇଏଫ୍ଏସ୍ ଅଫିସର ପ୍ରଶିକ୍ଷାର୍ଥୀମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ
August 29th, 06:35 pm
୨୦୨୩ ବ୍ୟାଚ୍ ଅଫ୍ ଇଣ୍ଡିଆନ୍ ଫରେନ୍ ସର୍ଭିସ୍ (ଆଇଏଫ୍ଏସ୍)ର ଅଧିକାରୀ ପ୍ରଶିକ୍ଷାର୍ଥୀମାନେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନ, ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ୨୦୨୩ ବ୍ୟାଚରେ ୧୫ଟି ଭିନ୍ନ ଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୩୬ ଜଣ ଆଇଏଫ୍ଏସ୍ ଅଫିସର ପ୍ରଶିକ୍ଷାର୍ଥୀ ଅଛନ୍ତି।ଭାରତୀୟ ବିଦେଶ ସେବାରେ 2022 ବ୍ୟାଚର ପ୍ରଶିକ୍ଷାର୍ଥୀ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି
July 25th, 07:56 pm
ପ୍ରଧାନମନ୍ତ୍ରୀ ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି ଏବଂ ତାଙ୍କ ସହିତ ସରକାରୀ ସେବାରେ ସାମିଲ୍ ହେବା ପରେ ଏ ପର୍ଯ୍ୟନ୍ତର ତାଙ୍କ ଅଭିଜ୍ଞତା ବିଷୟରେ ସୂଚନା ପ୍ରାପ୍ତ କରିଛନ୍ତି। ପ୍ରଶିକ୍ଷାର୍ଥୀ ଅଧିକାରୀମାନେ ନିଜର ପ୍ରଶିକ୍ଷଣ ସମୟରେ ଗ୍ରାମକୁ ଯାତ୍ରା, ଭାରତ ଦର୍ଶନ ଏବଂ ସଶସ୍ତ୍ର ବଳ ସହିତ ସମ୍ପର୍କ ତଥା ଅନ୍ୟ ଶିକ୍ଷା ପ୍ରଦାନ କରାଯାଇଥିବା ବିଷୟକୁ ଆଦାନ ପ୍ରଦାନ କରିଛନ୍ତି। ପ୍ରଶିକ୍ଷାର୍ଥୀ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଜଳ ଜୀବନ ମିଶନ୍ ଏବଂ ପିଏମ୍ ଆବାସ ଯୋଜନା ପରି ସରକାରଙ୍କ ଅନେକ କଲ୍ୟାରକାରୀ ଯୋଜନାର ପରିବର୍ତ୍ତନକାରୀ ପ୍ରଭାବ ବିଷୟରେ ମଧ୍ୟ କହିଛନ୍ତି, ଯାହାର ପ୍ରଭାବକୁ ସେମାନେ ପ୍ରତ୍ୟକ୍ଷ ଭାବରେ ଦେଖିଛନ୍ତି।୨୦୨୧ ବ୍ୟାଚ୍ ର ତାଲିମ ନେଉଥିବା ଆଇଏଫ୍ଏସ୍ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି
August 29th, 08:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ୨୦୨୧ ବ୍ୟାଚ୍ର ଭାରତୀୟ ବିଦେଶ ସେବା (ଆଇଏଫଏସ୍) ର ତାଲିମ ନେଉଥିବା ଅଧିକାରୀମାନେ ଆଜି ୭ ଲୋକ କଲ୍ୟାଣ ମାର୍ଗରେ ଭେଟିଥିଲେ ।PM greets Indian Foreign Service officers on IFS Day
October 09th, 12:28 pm
PM Narendra Modi has greeted the Indian Foreign Service officers on IFS Day. He said their work towards serving the nation, furthering national interests globally are commendable. PM Modi also applauded their efforts during Vande Bharat Mission.ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଭାରତୀୟ ବୈଦେଶିକ ସେବାର ଶିକ୍ଷାନବିସ ଅଧିକାରୀ
May 14th, 05:36 pm
ଭାରତୀୟ ବୈଦେଶିକ ସେବା ସଂସ୍ଥାନର 39 ଜଣ ଶିକ୍ଷାନବିସ ଅଧିକାରୀ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।