India-ROK Comprehensive Framework for Partnership in Shipbuilding, Shipping and Maritime Logistics
April 20th, 10:51 pm
PM Modi and President Lee Jae Myung of the Republic of Korea held productive and in-depth exchange of views on mutually beneficial cooperation in shipbuilding, shipping and maritime logistics. Both sides agreed that India’s maritime ambitions under Maritime Amrit Kaal 2047 Vision have created considerable opportunities for long-term collaboration with the ROK.କୋରିଆ ଯୁକ୍ତରାଜ୍ୟର ରାଷ୍ଟ୍ରପତିଙ୍କ ସହିତ ମିଳିତ ପ୍ରେସ ବିବୃତ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
April 20th, 01:05 pm
ରାଷ୍ଟ୍ରପତି ଲୀଙ୍କୁ ତାଙ୍କର ପ୍ରଥମ ଭାରତ ଗସ୍ତ ଅବସରରେ ସ୍ୱାଗତ କରି ମୁଁ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି। ରାଷ୍ଟ୍ରପତି ଲୀଙ୍କ ଜୀବନ ସଂଘର୍ଷ, ସେବା ଓ ସମର୍ପଣର ଏକ ପ୍ରେରଣାଦାୟୀ ଉଦାହରଣ। ପ୍ରତ୍ୟେକ ଆହ୍ୱାନ ତାଙ୍କ ମନରେ ଜନସେବା ପ୍ରତି ସଂକଳ୍ପକୁ ଆହୁରି ସୁଦୃଢ କରିଛି। ଯଦିଓ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ, କିନ୍ତୁ ଭାରତ ପ୍ରତି ତାଙ୍କର ଗଭୀର ଆତ୍ମୀୟତା ଆମର ପ୍ରଥମ ସାକ୍ଷାତରୁ ହିଁ ସ୍ପଷ୍ଟ ହୋଇଛି।ଶକ୍ତି କ୍ଷେତ୍ରର ସିଇଓମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ
January 28th, 09:09 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଲୋକ କଲ୍ୟାଣ ମାର୍ଗ ସ୍ଥିତ ତାଙ୍କ ବାସଭବନରେ ଭାରତ ଶକ୍ତି ସପ୍ତାହ (ଆଇ. ଇ. ଡବ୍ଲ୍ୟୁ.) ୨୦୨୬ର ଅଂଶବିଶେଷ ସ୍ୱରୂପ ବିଶ୍ୱ ଶକ୍ତି କ୍ଷେତ୍ରର ସି. ଇ. ଓ. ମାନଙ୍କ ସହ ଆଲୋଚନା କରିଥିଲେ।