The voice of the Global South becomes stronger and more confident when India and Brazil work together: PM Modi at the India-Brazil Joint Press Meet
February 21st, 12:30 pm
In his statement at the India-Brazil Joint Press Meet, PM Modi lauded Brazil President Lula’s vision and leadership and said that his visit has added grace to the AI Impact Summit. He noted that in their discussions they deliberated on advancing in every field with shared purpose and shared aspirations. The PM expressed confidence that the President's visit will deepen the strategic partnership and open new avenues of cooperation in the years ahead.ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତ ଶକ୍ତି ସପ୍ତାହ ୨୦୨୬ର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 27th, 10:15 am
କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ , ଗୋଆର ମୁଖ୍ୟମନ୍ତ୍ରୀ, ଅନ୍ୟ ମନ୍ତ୍ରୀଗଣ , ରାଷ୍ଟ୍ରଦୂତ, ସିଇଓ, ସମ୍ମାନିତ ଅତିଥି ଏବଂ ଅନ୍ୟ ସମସ୍ତ ମାନ୍ୟଗଣ୍ୟବ୍ୟକ୍ତି , ମହିଳା ଏବଂ ଭଦ୍ରବ୍ୟକ୍ତିମାନେ !ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତ ଶକ୍ତି ସପ୍ତାହ ୨୦୨୬ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 27th, 10:08 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଭାରତ ଶକ୍ତି ସପ୍ତାହ-୨୦୨୬’ର ଉଦଘାଟନ ସମାରୋହକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି ଯେ, ଶକ୍ତି ସପ୍ତାହର ଏହି ନୂତନ ସଂସ୍କରଣରେ ପ୍ରାୟ ୧୨୫ଟି ଦେଶର ପ୍ରତିନିଧି ଗୋଆରେ ଏକତ୍ରିତ ହୋଇଛନ୍ତି। ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରି ପ୍ରତିନିଧିମାନେ ଶକ୍ତି-ସୁରକ୍ଷା ଏବଂ ସ୍ଥାୟୀ ଭବିଷ୍ୟତ ବିଷୟରେ ଆଲୋଚନା କରିବା ପାଇଁ ଭାରତ ଆସିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।ଫଳାଫଳ ତାଲିକା : ପ୍ରଧାନମନ୍ତ୍ରୀଙ୍କ କୁଏତ ଗସ୍ତ (୨୧-୨୨ ଡିସେମ୍ବର, ୨୦୨୪)
December 22nd, 06:03 pm
ଏହି ବୁଝାମଣା ପ୍ରତିରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସଂସ୍ଥାପନ କରିବ । ସହଯୋଗର ପ୍ରମୁଖ କ୍ଷେତ୍ରଗୁଡିକ ହେଉଛି ତାଲିମ, କର୍ମଚାରୀ ଏବଂ ବିଶେଷଜ୍ଞଙ୍କ ଆଦାନପ୍ରଦାନ, ମିଳିତ ସୈନ୍ୟ ଅଭ୍ୟାସ, ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ, ପ୍ରତିରକ୍ଷା ଉପକରଣ ଯୋଗାଣ ଏବଂ ଅନୁସନ୍ଧାନ ତଥା ବିକାଶରେ ସହଯୋଗ ।ଗୁୟାନାର ରାଷ୍ଟ୍ରପତିଙ୍କ ସହ ସରକାରୀ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
November 21st, 04:23 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦ ନଭେମ୍ବରରେ ଜର୍ଜଟାଉନ୍ ସ୍ଥିତ ଷ୍ଟେଟ୍ ହାଉସ୍ରେ ଡକ୍ଟର ମହମ୍ମଦ ଇରଫାନ୍ ଅଲିଙ୍କୁ ସାକ୍ଷାତ କରିଥିଲେ । ଷ୍ଟେଟ୍ ହାଉସରେ ପହଞ୍ଚିବା ପରେ ରାଷ୍ଟ୍ରପତି ଅଲି ତାଙ୍କୁ ସ୍ୱାଗତ କରିଥିଲେ ଏବଂ ଗାର୍ଡ ଅଫ୍ ଅନର୍ ପ୍ରଦାନ କରିଥିଲେ ।ଫଳାଫଳ ତାଲିକା - ଗୁୟାନାକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ (ନଭେମ୍ବର ୧୯-୨୧, ୨୦୨୪)
November 20th, 09:55 pm
ହାଇଡ୍ରୋକାର୍ବନ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ରଶକ୍ତି ସାମାଜିକ-ଅର୍ଥନୈତିକ ପ୍ରଗତିର ପ୍ରମୁଖ ବାହକ: ପେଟ୍ରୋଟେକ 2019ରେ ପ୍ରଧାନମନ୍ତ୍ରୀ
February 11th, 10:25 am
ଆମେ ଶକ୍ତି କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ସମାଧାନ ସମ୍ବନ୍ଧରେ ଆଲୋଚନା ଲାଗି ପେଟ୍ରୋଟେକ ଗତ ଶତାଦ୍ଦୀର ଏକ ଚତୁର୍ଥାଂଶରୁ ଅଧିକ ସମୟ ଧରି ଏକ ଭିତ୍ତିଭୂମି ଭାବେ ସେବା ପ୍ରଦାନ କରିଛି ।ପେଟ୍ରୋଟେକ- 2019 ଉଦ୍ଘାଟିତ, ପ୍ରଧାନମନ୍ତ୍ରୀ କହିଲେ ଶକ୍ତି ସାମାଜିକ- ଆର୍ଥିକ ବିକାଶର ବାହକ;
February 11th, 10:24 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଫ୍ଲାଗସିପ୍ ହାଇଡ଼୍ରୋକାର୍ବନ ସମ୍ମିଳନୀ ପେଟ୍ରୋଟେକ୍ – 2019କୁ ଆଜି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଉତ୍ତର ପ୍ରଦେଶର ଗ୍ରେଟର ନୋଏଡ଼ାଠାରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ।ପ୍ରଧାନମନ୍ତ୍ରୀ ଆସନ୍ତାକାଲି ପେଟ୍ରୋଟେକ-2019 କରିବେ ଉଦ୍ଘାଟନ
February 10th, 12:17 pm
ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଥିବା ଇଣ୍ଡିଆ ଏକ୍ସପୋ ସେଂଟରରେ ଫେବୃଆରୀ 11ରେ ପ୍ରଧାନମନ୍ତ୍ରୀ ପେଟ୍ରୋଟେକ-2019ର ଉଦ୍ଘାଟନ କରିବେ ।ଆନ୍ତର୍ଜାତିକ ଶକ୍ତି ମଞ୍ଚର ମନ୍ତ୍ରୀସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
April 11th, 10:50 am
ଏହି ମଞ୍ଚରେ ଏତେ ଅଧିକ ସଂଖ୍ୟାରେ ତୈଳ ଉତ୍ପାଦକ ଏବଂ ଉପଯୋଗୀ ରାଷ୍ଟ୍ରର ଶକ୍ତିମନ୍ତ୍ରୀ, ଆନ୍ତର୍ଜାତିକ ଅନୁଷ୍ଠାନର ମୁଖ୍ୟ ଏବଂ ସିଇଓମାନଙ୍କ ଅଂଶଗ୍ରହଣ କରିଥିବା ଦେଖି ମୁଁ ଆନନ୍ଦିତ ।ଭାରତ-ତୁର୍କୀ ବାଣିଜ୍ୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
May 01st, 11:13 am
ଭାରତ ଓ ତୁର୍କୀ ମଧ୍ୟରେ ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କ ରହିଛି । ଆଧୁନିକ ବିଶ୍ୱ ଅର୍ଥନୀତିରେ ଆମର ସମାନ ଧାରଣା ରହିଛି । ବର୍ତ୍ତମାନ, ପ୍ରତ୍ୟେକ ଦ୍ୱିପାକ୍ଷିକ ସମ୍ପର୍କରେ ଅର୍ଥର୍ନୈତିକ ସହଯୋଗ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଭାରତ ଏବଂ ତୁର୍କୀ ମଧ୍ୟରେ ଭଲ ବ୍ୟବସାୟିକ ସମ୍ପର୍କ ରହିଛି । ଆମ ଭିତରେ ବର୍ଷ ବର୍ଷ ଧରି ରହିଆସିଥିବା ଦ୍ୱିପାକ୍ଷିକ ବାଣିଜ୍ୟ ଅଗ୍ରଗତି ପ୍ରଶଂସନୀୟ ରହିଆସିଛି । ରାଷ୍ଟ୍ରପତି ଏର୍ଦୋଗାନ୍ ଗତ ଥର ଭାରତ ଗସ୍ତରେ ଆସିବା ପରେ ଦ୍ୱିପାକ୍ଷିକ ବାଣିଜ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି ।