କଲାଇ- ୨ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ନିବେଶ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ
April 08th, 04:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଅରୁଣାଚଳ ପ୍ରଦେଶର ଅଞ୍ଜା ଜିଲ୍ଲାରେ ଲୋହିତ ନଦୀ ଉପରେ କଲାଇ- ୨ ଜଳ ବିଦ୍ୟୁତ ପ୍ରକଳ୍ପ (ଏଚଇପି) ନିର୍ମାଣ ପାଇଁ ୧୪,୧୦୫.୮୩ କୋଟି ଟଙ୍କାର ନିବେଶକୁ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପର ସମାପ୍ତି ଅବଧି ୭୮ ମାସ ହେବ ବୋଲି ଆକଳନ କରାଯାଇଛି।Cabinet approves construction of 1720 MW Kamala Hydro Electric Project in Arunachal Pradesh
April 08th, 04:26 pm
The Cabinet Committee on Economic Affairs, chaired by PM Modi has approved investment of Rs.26,069.50 crore for construction of Kamala Hydro Electric Project (HEP) in Kamle, Kra Daadi & Kurung Kumey Districts of Arunachal Pradesh. The project will significantly improve infrastructure in the state and provide essential facilities, benefiting local communities.Congress has always compromised the interests of Assam: PM Modi in Biswanath
April 01st, 11:45 am
PM Modi addressed a massive public rally in Biswanath, Assam. In his speech, the PM launched a sharp attack on Congress, accusing it of being ‘anti-development’ and the ‘root of corruption in independent India.’ Highlighting the BJP-NDA government’s actions, PM Modi said thousands of bighas of land have been freed from illegal encroachment, restoring Assam’s heritage and ecology. Reaffirming BJP’s commitment to Sabka Saath, Sabka Vikas, he urged voters to ensure a record turnout.BJP-NDA blocked Congress’ ‘unfair’ communal violence bill in Parliament: PM Modi in Gogamukh, Assam
April 01st, 11:30 am
Campaigning for the upcoming Assembly elections, Prime Minister Narendra Modi addressed a massive public gathering in Gogamukh, marking his first rally in Assam after the announcement of polls. The event witnessed an overwhelming turnout, with enthusiastic participation from youth, women and local communities, signaling strong momentum for the BJP-led NDA.PM Modi sets the tone for Assam polls with high-energy rallies in Gogamukh and Biswanath
April 01st, 11:00 am
Campaigning for the upcoming Assembly elections, Prime Minister Narendra Modi addressed massive public gatherings in Gogamukh and Biswanath, marking his first rallies in Assam after the announcement of polls. The events witnessed an overwhelming turnout, with enthusiastic participation from youth, women and local communities, signaling strong momentum for the BJP-led NDA.Cabinet approves financial aid for North Eastern states to develop hydroelectric projects
August 28th, 05:24 pm
The Union Cabinet, chaired by PM Modi, approved financial aid of ₹4,136 crore for hydroelectric projects in the North Eastern Region. This assistance supports state governments' equity participation in joint ventures with Central Public Sector Undertakings, aiming to develop 15,000 MW of hydroelectric capacity. The initiative is part of broader efforts to boost hydroelectric power, encourage state participation, and enhance employment opportunities in the region. ସଂସଦର କେନ୍ଦ୍ରୀୟ କକ୍ଷରେ ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 19th, 11:50 am
ଆପଣମାନଙ୍କୁ ଏବଂ ଦେଶବାସୀଙ୍କୁ ଗଣେଶ ଚତୁର୍ଥୀର ଅନେକ- ଅନେକ ଶୁଭକାମନା । ଆଜି ନୂତନ ସଂସଦ ଭବନରେ ଆମେ ସମସ୍ତେ ମିଳିମିଶି ଏକ ନୂତନ ଭବିଷ୍ୟତର ଶୁଭାରମ୍ଭ (ଶ୍ରୀଗଣେଶ) କରିବାକୁ ଯାଉଛେ । ଆଜି ଆମେ ଏଠାରେ ବିକଶିତ ଭାରତର ସଂକଳ୍ପ ଦୋହରାଇବା ପାଇଁ ପୁଣିି ଥରେ ସଂକଳ୍ପବଦ୍ଧ ହେବା ଏବଂ ତାହାକୁ ପରିପୂର୍ଣ୍ଣ କରିବା ପାଇଁ ମନ- ପ୍ରାଣ ଦେଇ ଯୋଡି ହେବାର ଲକ୍ଷ୍ୟରେ ନୂତନ ଭବନ ଆଡକୁ ପ୍ରସ୍ଥାନ କରୁଛେ । ସମ୍ମାନନୀୟ ସଭାଗୃହ, ଏହି ଭବନ ଆଉ ତାହା ମଧ୍ୟରେ ଏହି କେନ୍ଦ୍ରୀୟ କକ୍ଷ ଏକ ପ୍ରକାରରେ ଆମର ଭାବନାରେ ଭରି ହୋଇ ରହିଛି । ଆମକୁ ମଧ୍ୟ ଭାବୁକ କରୁଛି ଏବଂ ଆମର କର୍ତବ୍ୟ ପାଇଁ ପ୍ରେରଣା ମଧ୍ୟ ଦେଉଛି । ସ୍ୱାଧୀନତାର ପୂର୍ବ ସମୟରେ ଏହା ଏକ ପ୍ରକାରରେ ଗ୍ରନ୍ଥାଗାର ଭାବେ ବ୍ୟବହାର ହେଉଥିଲା । କିନ୍ତୁ ପରେ ସମ୍ବିଧାନ ସଭାର ବୈଠକ ଏଠାରେ ଆରମ୍ଭ ହେଲା ଆଉ ସେହି ସମ୍ବିଧାନ ସଭାର ବୈଠକ ଦ୍ୱାରା ଗଭୀର ଚର୍ଚ୍ଚା, ବିଚାର- ବିମର୍ଶ କରି ଆମର ସମ୍ବିଧାନ ଏହି ଆକାର ନେଲା । ଏଠାରେ 1947ରେ ଇଂରେଜ ସରକାର କ୍ଷମତା ହସ୍ତାନ୍ତରଣ କଲେ, ସେହି ପ୍ରକ୍ରିୟାର ମଧ୍ୟ ସାକ୍ଷୀ ହେଉଛି ଆମର କେନ୍ଦ୍ରୀୟ କକ୍ଷ । ଏହି କେନ୍ଦ୍ରୀୟ କକ୍ଷରେ ଭାରତର ତିରଙ୍ଗାକୁ ଗ୍ରହଣ କରାଗଲା, ଆମର ରାଷ୍ଟ୍ରଗାନକୁ ଆପଣାଇ ନିଆ ଗଲା । ଆଉ ସ୍ୱାଧୀନତା ପରେ ଐତିହାସିକ ଅବସରରେ ମଧ୍ୟ ସମସ୍ତ ସରକାରଙ୍କ ସମୟରେ ଅନେକ ସୁଯୋଗ ଆସିଛି ଯେତେବେଳେ ଉଭୟ ସଦନ ମିଶି ଏଠାରେ ଭାରତର ଭାଗ୍ୟକୁ ଗଢିବାର କଥା ଉପରେ ବିଚାର କରାଯାଇଛି, ସହମତି ହେଇଛି ଓ ନିର୍ଣ୍ଣୟ ମଧ୍ୟ ନିଆଯାଇଛି ।ସଂସଦର ସ୍ବତନ୍ତ୍ର ଅଧିବେଶନ: କେନ୍ଦ୍ରୀୟ କକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 19th, 11:30 am
ଗଣେଶ ଚତୁର୍ଥୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ସଂସଦର ନୂତନ ଭବନରେ ଗୃହର କାର୍ଯ୍ୟ ଆରମ୍ଭ ହେବା ନେଇ ସେ ଅବତାରଣା କରିଥିଲେ। “ଭାରତକୁ ଏକ ଉନ୍ନତ ଦେଶରେ ପରିଣତ କରିବାର ଅଙ୍ଗୀକାରବଦ୍ଧତା ଓ ସଂକଳ୍ପ ନେଇ ଆମେ ନୂତନ ସଂସଦ ଭବନକୁ ଯାଉଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।ଅରୁଣାଚଳ ପ୍ରଦେଶର ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ କହିଲେ ପ୍ରଧାନମନ୍ତ୍ରୀ
April 11th, 02:33 pm
ଅରୁଣାଚଳ ପ୍ରଦେଶର ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;ଏସଜେଭିଏନ ଦ୍ୱାରା ହିମାଚଳ ପ୍ରଦେଶରେ ୩୮୨ ମେଗାୱାଟ ସୁନ୍ନି ନଦୀବନ୍ଧ ଜଳ ବିଦ୍ୟୁତ ପ୍ରକଳ୍ପରେ ନିବେଶ ପାଇଁ ମଞ୍ଜୁରୀ
January 04th, 08:38 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆନୁମାନିକ ୨୬୧୪.୫୧ କୋଟି ଟଙ୍କା ବିନିଯୋଗରେ ଏସଜେଭିଏନ ଦ୍ୱାରା ହିମାଚଳ ପ୍ରଦେଶରେ ୩୮୨ ମେଗାୱାଟ ସୁନ୍ନି ନଦୀବନ୍ଧ ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିରେ ଭିତ୍ତିଭୂମି ବିକାଶ ପାଇଁ ଭାରତ ସରକାରଙ୍କ ୧୩.୮୦ କୋଟି ଟଙ୍କା ବଜେଟ ସହାୟତା ମଧ୍ୟ ସାମିଲ ରହିଛି । ଜାନୁୟାରୀ, ୨୦୨୨ ପର୍ଯ୍ୟନ୍ତ ସମୁଦାୟ ୨୪୬ କୋଟି ଟଙ୍କା ସଂଚୟୀ ବ୍ୟୟ ପାଇଁ କାର୍ଯ୍ୟୋତ୍ତର ଅନୁମୋଦନ ମଧ୍ୟ ଦିଆଯାଇଛି ।ହିମାଚଳ ପ୍ରଦେଶର ଚମ୍ବାରେ ବିକାଶମୂଳକ ପଦକ୍ଷେପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
October 13th, 05:23 pm
ସର୍ବପ୍ରଥମେ ମୁଁ ଚମ୍ବାବାସୀଙ୍କୁ କ୍ଷମା ମାଗୁଛି କାରଣ ଏଥର ମୋତେ ଏଠାକୁ ଆସିବାରେ ବହୁତ ବିଳମ୍ବ ହୋଇଗଲା, କିଛି ବର୍ଷ ଏହା ମଧ୍ୟ ବତିଯାଇଛି । କିନ୍ତୁ ମୋର ସୌଭାଗ୍ୟ ଯେ ପୁଣି ଆଜି ସମସ୍ତଙ୍କ ମଧ୍ୟକୁ ଆସି ଆପଣ ସମସ୍ତଙ୍କର ଦର୍ଶନ କରିବାର, ଆପଣଙ୍କର ଆଶୀର୍ବାଦ ପ୍ରାପ୍ତ କରିବାର ମୋତେ ଅବସର ମିଳିଲା ।PM lays foundation stone of two hydropower projects in Chamba, Himachal Pradesh
October 13th, 12:57 pm
PM Modi laid the foundation stone of two hydropower projects and launched Pradhan Mantri Gram Sadak Yojana -III in Chamba. India’s Azadi ka Amrit Kaal has begun during which we have to accomplish the goal of making, he added.